Odisha Link
Bridging the Missing Links in Odisha
Browsing Tag

INDORE

ଇନ୍ଦୋରରେ ୩ଟି ରେକର୍ଡ: ନୋଟାକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନ ହାତେଇଲା ଭାରତୀୟ ଜନତା ପାର୍ଟି। ବିଜେପି ପ୍ରାର୍ଥୀ ଶଙ୍କର ଲଲଓ୍ବାନି ୧୦,୦୮,୦୦୭ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୨,୨୬,୭୫୧ ଭୋଟ ପାଇଛନ୍ତି ତାଙ୍କ ପଛକୁ ବହୁଜନ ସମାଜ ପାର୍ଟି ପ୍ରାର୍ଥି ସଞ୍ଜୟ ମାତ୍ର ୫୧,୬୫୯ ଖଣ୍ଡ ଭୋଟ ପାଇଛନ୍ତି। ସବୁଠୁ…

ଇନ୍ଦୋରରେ କଂଗ୍ରେସକୁ ଝଟକା, ନାମାଙ୍କନ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ହେଉଥିବା ନିର୍ବାଚନ ମାହୋଲ। ଲୋକସଭା ନିର୍ବାଚନ ୨୦୨୪ର ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ବିଭିନ୍ନ ରାଜନୈତିକ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟକା। କାରଣ ମଧ୍ୟପ୍ରଦେଶର ଇନ୍ଦୋରରେ ଘଟିଲା…

ଇନ୍ଦୋରର ଚଇଥ୍ରାମ ଓ କବିତଖେଡ଼ିର ବାୟୋ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ମଧ୍ୟପ୍ରଦେଶର ଇନ୍ଦୋର ସହର ଗସ୍ତ କରି ଏକ ବୈଠକରେ ଯୋଗଦେବା ସହ ଚଇଥ୍ରାମର ଦୈନିକ ୨୦ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ, କବିତଖେଡ଼ିର ଦୈନିକ ୧୫ ଟନ କ୍ଷମତା ବିଶିଷ୍ଟ ବାୟୋ-ସିଏନଜି ପ୍ଲାଂଟ ଗସ୍ତ କରି ପ୍ଲାଂଟର ପରିଚାଳନା କାର୍ଯ୍ୟ…

ସ୍ୱଚ୍ଛତା ସର୍ବେକ୍ଷଣ ୨୦୨୦; ୧ ନମ୍ବରରେ…

ଇନ୍ଦୋର: ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ର ଫଳାଫଳ ଘୋଷଣା କରିଛନ୍ତି କେନ୍ଦ୍ର ସରାକାର। ଏହି ପ୍ରତିଯୋଗିତାରେ ମଧ୍ୟ ପ୍ରଦେଶ ଇନ୍ଦୋର ସହରକୁ ଦେଶର ସବୁଠାରୁ ସ୍ୱଚ୍ଛ ସହର ଭାବେ ଘୋଷଣା କରିଛନ୍ତି। ଲଗାତାର ଚତୁର୍ଥ ବର୍ଷ ଧରି ସ୍ୱଚ୍ଛ ସହର ଭାବେ ଇନ୍ଦୋର ନମ୍ବର-୧ ର‍୍ୟାଙ୍କ୍ ପାଇଛି। ଏହା ପୂର୍ବରୁ କେନ୍ଦ୍ର…

ଇନ୍ଦୋର ଆକ୍ରମଣ ପଛରେ ମିଛ ଗୁଜବ!

ଇନ୍ଦୋର: ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଯେ ସ୍ଥାନୀୟ ତତ୍‌ପତ୍ତି ବଖାଲ ଅଞ୍ଚଳରେ ରୋଗୀଙ୍କୁ ପରୀକ୍ଷା କରିବାକୁ ଯାଇଥିବା ଡାକ୍ତରୀ ଦଳ ଉପରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ଅମାନବୀୟ। ଆକ୍ରମଣକାରୀଙ୍କ ବିରୋଧରେ ପୁଲିସ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ଆକ୍ରମଣ ଓ ହିଂସାରେ ସଂପୃକ୍ତ ୪ ଜଣଙ୍କୁ…

ମଧ୍ୟପ୍ରଦେଶ: କରୋନା ସନ୍ଦିଗ୍ଧଙ୍କ…

ଇନ୍ଦୋର: ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ପଟ୍ଟି ବଖାଲ ଅଞ୍ଚଳରେ। କରୋନା ସନ୍ଦିଗ୍ଧଙ୍କ ପରୀକ୍ଷଣ କରିବା ଲାଗି ପହଞ୍ଚିଥିବା ଡାକ୍ତରୀ ଦଳ ଉପରକୁ ପଥର ମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଥିରେ ଦୁଇ ଜଣ ମହିଳା ଡାକ୍ତର ଆହତ ହୋଇଥିବା ଜଣାପଡ଼ିଛି। ଗତକାଲି ୩ ଜଣ ଡାକ୍ତରଙ୍କ ସହ ୫ ଜଣିଆ…

ଆଜି ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ…

ଇନ୍ଦୋର: ଗୁଆହାଟୀରେ ଖେଳାଯିବାକୁ ଥିବା ପ୍ରଥମ ଇଣ୍ଡିଆ-ଶ୍ରୀଲଙ୍କା ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଆଜି ଦ୍ବିତୀୟ ‌ଟ୍ବେଣ୍ଟି-୨୦ ମ୍ୟାଚ୍ ଇନ୍ଦୋରେ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢ଼ିଛି। ବର୍ଷା ପାଇଁ ଶୃଙ୍ଖଳା ମଧ୍ୟ ୨ ମ୍ୟାଚ୍ ବିଶିଷ୍ଟ ହୋଇଯାଇଛି। ଆଜିର…

ନାମ ବଦଳାଇଲେ ରାହୁଲ ଗାନ୍ଧି, ପଢନ୍ତୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଏକ ଏମିତି ନାମ ଯାହାକି ସାରା ଭାରତରେ ପରିଚିତ। ହେଲେ ରାହୁଲ ଗାନ୍ଧି ନାମକୁ ନେଇ ଜଣେ ବ୍ୟକ୍ତି ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ଆଉ ଜଣେ ବ୍ୟକ୍ତି ଅଛନ୍ତି ତାଙ୍କରି ନାମ ମଧ୍ୟ ରାହୁଲ ଗାନ୍ଧି ଏବଂ ତାଙ୍କ ବୟସ ୨୩ ବର୍ଷ। ସେ ଇନ୍ଦୋର ବାସିନ୍ଦା। ତାଙ୍କ ପିତାଙ୍କ…

ଗିରଫ ହେଲେ ବିଜେପିର ଦବଙ୍ଗ ବିଧାୟକ

ଇନ୍ଦୋର: ବିଜେପିର ଦବଙ୍ଗ ବିଧାୟକ ଆକାଶ ବିଜୟବର୍ଗୀୟ ଗିରଫ ହେଲେ। କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଧାୟକ ଆକାଶ ଗିରଫ ହୋଇଛନ୍ତି। ଏଥି ସହିତ ଆକାଶଙ୍କ ୧୦ ସହଯୋଗୀଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି। ସୂଚନାଥାଉକି, ଆଜି ମଧ୍ୟପ୍ରଦେଶରେ ଜଣେ ବିଧାୟକଙ୍କ ଦବଙ୍ଗଗିରୀ ଗଣମାଧ୍ୟମରେ ଚର୍ଚାର ବିଷୟ…