Odisha Link
Bridging the Missing Links in Odisha
Browsing Tag

IPL 2023

ଆଇପିଏଲ୍‌ ମହାସମର: ଚେନ୍ନାଇ-ଗୁଜରାଟ…

ଓଏଲ୍‌ ବ୍ୟୁରୋ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣର ଫାଇନାଲ ମୁକାବିଲା ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୪ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ଫାଇନାଲ ମୁକାବିଲା। ଆଜି ସନ୍ଧ୍ୟା ୭ଟା ୩୦ରେ…

ଶେଷ ଓଭରରେ ପଲଟିଲା ବାଜି, ଚର୍ଚ୍ଚାରେ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ଚରଣରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସଂସ୍କରଣ। ଦିନକୁ ଦିନ ଖେଳାଯାଉଥିବା ମ୍ୟାଚ ଖେଳପ୍ରେମୀଙ୍କ ମନରେ ଭରି ଦେଉଛି ଅଧିକ ରୋମାଞ୍ଚ। କାରଣ କେଉଁ ୪ଟି ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିବେ ସେ ନେଇ ଚାଲିଛି ଅଙ୍କକଷା। ଆଇପିଏଲର ୬୩ ତମ ମୁକାବିଲାରେ ୫ଥରର ଆଇପିଏଲ ବିଜେତା…

ମେ’୨୮ରେ ଆଇପିଏଲ ଫାଇନାଲ…

ଓଏଲ୍‌ ବ୍ୟୁରୋ: ଚଳିତ ଥର ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଖେଳାଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩। ଇତିମଧ୍ୟରେ ଆଇପିଏଲ୍‌ର ୧୬ ତମ ସଂସ୍କରଣର ୨୯ଟି ମ୍ୟାଚ ଖେଳା ସରିଲାଣି। ଏସବୁ ମଧ୍ୟରେ ଆଜି ଆଇପିଏଲ ଫାଇନାଲ ମୁକାବିଲା ପାଇଁ ତାରିଖ ଘୋଷଣା ହୋଇଛି। ମେ' ୨୮ ତାରିଖରେ ଖେଳାଯିବ ଆଇପିଏଲ…

ଆଇପିଏଲ୍‌ ୨୦୨୩: ଗୁଜରାଟକୁ ହରାଇ ଟେବୁଲ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨୩ ତମ ମୁକାବିଲାରେ ଗତଥରର ଚମ୍ପିଆନ୍‌ ଗୁଜରାଟ ଟାଇଟନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ। ଗୁଜରାଟକୁ ୩ ଓ୍ବିକେଟରେ ହରାଇ ରାଜସ୍ଥାନ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ୧୭୮ ରନ୍‌ ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ସଂଜୁ ସାମସନ ଓ ସିମ୍ରନ ହେଟମେୟରଙ୍କ…

ଆଇପିଏଲ ୨୦୨୩: ପ୍ରଥମ ମ୍ୟାଚରେ ଟସ୍‌…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ପ୍ରଥମ ମୁକାବିଲା ୪ଥରର ଚମ୍ପିଆନ୍‌ ଚେନ୍ନାଇ ସୁପର କିଙ୍ଗସ୍‌ ଓ ଗତଥରର ଚମ୍ପିଆନ୍‌ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର…

ଆଜିଠୁ ଆଇପିଏଲ ମହାସମର, ଦେଖିବାକୁ…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ମହାସମର । ଆଇପିଏଲର ୧୬ ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଦୁଇ ଗୁରୁ ଶିଷ୍ୟ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି -ଭବିଷ୍ୟତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢ଼େଇରୁ ଆରମ୍ଭ ହେବ। ହାର୍ଦିକ ପାଣ୍ଡ୍ୟାଙ୍କ…

ଆଇପିଏଲ ଖେଳିବେନି ଯଶପ୍ରୀତ ବୁମ୍ରା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୬ ତମ ସଂସ୍କରଣର ଟ୍ରଫି ହାତେଇବା ପାଇଁ ସମସ୍ତ ୧୦ଟି ଯାକ ଦଳ କରୁଛନ୍ତି ଜୋରଦାର ଅଭ୍ୟାସ। ଏସବୁ ମଧ୍ୟରେ ୫ଥର ଆଇପିଏଲ୍‌ ବିଜେତା…