Odisha Link
Bridging the Missing Links in Odisha
Browsing Tag

IPL

IPL ୨୦୨୦: BCCIର କଣ୍ଟିନଜେଣ୍ଟ୍‌…

ନୂଆଦିଲ୍ଲୀ: ବିସିସିଆଇର ଜଣେ କଣ୍ଟିନ୍‌ମେଣ୍ଟ ସଦସ୍ୟଙ୍କୁ କରୋନା। ଚଳିତ ଆଇପିଏଲକୁ ତଦାରଖ କରିବା ପାଇଁ ଦୁବାଇ ଯାଇଥିବା ବିସିସିଆଇର କଣ୍ଟିନଜେଣ୍ଟ୍‌ ସଦସ୍ୟଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ। ବିସିସିଆଇ କଣ୍ଟିନଜେଣ୍ଟ ସଦସ୍ୟର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ବିସିସିଆଇର…

IPL ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍-୧୧

ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୦ର ପ୍ରାୟୋଜକ ହେଲା ଡ୍ରିମ୍‌-୧୧। ଟାଇଟଲ ପ୍ରାୟୋଜକ ବାବଦକୁ ୨୨୨ କୋଟି ଟଙ୍କ ଦେବ ଡ୍ରିମ୍‌ ୧୧। ଏନେଇ ସୂଚନା ଦେଲେ ଆଇପିଲ୍‌ ଚେୟାରମ୍ୟାନ୍‌ ବ୍ରିଜେଶ ପଟେଲ।ଚଳିତ ବର୍ଷ ଆଇପିଏଲ୍‌ ସଂସ୍କରଣରୁ ଭିଭୋକୁ ହଟାଇବା ପରେ ଡ୍ରିମ୍‌ ୧୧କୁ ମିଳିଛି ପ୍ରାୟୋଜକ ଦାୟିତ୍ବ।…

ସେପ୍ଟେମ୍ବର ୧୯ରୁ IPL, ଚୀନ କମ୍ପାନୀ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ଚୀନ୍‌ ପ୍ରସ୍ତୁତ ଆପ୍‌କୁ ନିଷିଦ୍ଧ କରୁଥିବା ଭାରତ ଏଇ କରୋନା କାଳରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅଣ୍ଟା ଭିଡ଼ିଛି। ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ୍‌ ଆରବ ଏମିରଟ୍‌ସ (ୟୁଏଇ)ରେ ଅନୁଷ୍ଠିତ ହେବ।…

ଆଇପିଏଲ୍‌ କୁ ଗ୍ରୀନ୍‌ ସିଗନାଲ, ୟୁଏଇରେ…

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର। ୨ଟି ବଡ଼ ଟୁର୍ଣ୍ଣାମେଣ୍ଟ ଏସିଆ କପ୍‌ ଏବଂ ଆଇସିସି ଟି-୨୦ ବିଶ୍ଵକପ୍‌କୁ ବନ୍ଦ କରାଯିବା ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ବାଟ ଖୋଲିଛି।ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ ଟୁର୍ଣ୍ଣାମେଣ୍ଟ ପାଇଁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ୟୁନାଇଟେଡ୍‌ ଆରବ…

ଆଇପିଏଲ୍‌ ୧୩: ସେପ୍ଟେମ୍ବର ୧୯ରୁ ଆରମ୍ଭ,…

ନୂଆଦିଲ୍ଲୀ: କରୋନା କାଳରେ ଚଳିତ ବର୍ଷ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୟୁଏଇରେ ଖେଳାଯିବ। ଆଇପିଏଲର ୧୩ ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୮ରେ ଶେଷ ହେବ। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଆସନ୍ତା ସପ୍ତାହରେ ଆଇପିଏଲର ଗଭର୍ଣ୍ଣିଂ ବୈଠକ ଅନୁଷ୍ଠିତ ହେବ।…

ଭାରତ ବାହାରେ ହେବ ଚଳିତ ବର୍ଷ…

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଙ୍କଟ ମଧ୍ୟରେ ବହୁ ଦିନର ବ୍ୟବଧାନ ପରେ ଆସନ୍ତା ୮ରେ କ୍ରିକେଟ ମ୍ୟାଚ ଦେଖିବାକୁ ପାଇବେ କ୍ରିକେଟ ପ୍ରେମୀ। ଏହି ସମୟରେ କିଛି ଦେଶ କ୍ରିକେଟ ଖେଳିବା ନେଇ ଆଗ୍ରହ ଦେଖାଇଛନ୍ତି। ଯାହା ଭାରତୀୟ କ୍ରିକେଟ ବୋର୍ଡ ପାଇଁ ଏକ ଆଶ୍ବସ୍ତିଖବର। କାରଣ ଏସବୁ ମଧ୍ୟରେ ବିସିସିଆଇ…

ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ

ନୂଆଦିଲ୍ଲୀ: ଠିକ୍‌ ୧୨ ବର୍ଷ ତଳେ ଆଜିର ଦିନରେ କ୍ରିକେଟ ଜଗତରେ ଆସିଥିଲା ପରିବର୍ତ୍ତନ। କାରଣ ଆଜିର ଦିନରେ ଆରମ୍ଭ ହୋଇଥିଲା ବିଶ୍ୱର ସବୁଠାରୁ ବଡ଼ ଘରୋଇ ଟି-୨୦ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ୨୦୦୮ ମସିହା ଆଜିର ଦିନରେ ଆରମ୍ଭ ହୋଇଥିଲା ଆଇପିଏଲ୍‌ ମହାକୁମ୍ଭ। ଏହାରି ମଧ୍ୟରେ ୧୨ଟି…

IPL 2020: ଅନିର୍ଦ୍ଦିଷ୍ଟ ସମୟ ଯାଏ…

ନୂଆଦିଲ୍ଲୀ: ମହାମାରୀ କରୋନର ମୁକାବିଲା ପାଇଁ ୩ ମେ' ଯାଏ ସାରା ଦେଶ ଲକ୍‌ଡାଉନ୍। ଗତକାଲି ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରପକ୍ଷେ କରୋନା ପାଇଁ ଅନିର୍ଦ୍ଦିଷ୍ଟ ସମୟ ଯାଏ ସ୍ଥଗିତ ହେଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ।…

IPL ରଦ୍ଦ ହେଲେ ସୁଦ୍ଧା ଧୋନିଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ପାଇଁ ସଙ୍କଟରେ ବିଶ୍ବ। ଏଥିସହ ଭାରତରେ ମଧ୍ୟ ଦିନକୁ ଦିନ କାୟା ମେଲାଉଛି କରୋନା ଭାଇରସ୍। କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପ୍ରିଲ ୧୪ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। କରୋନା ପାଇଁ ଇଣ୍ଡିଆନ୍‌ ପ୍ରିମୟର ଲିଗ୍‌ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖିଛି…

କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ;…

ମୁମ୍ବାଇ : କରୋନା ପାଇଁ ବାତିଲ୍ ହୋଇପାରେ ଆଇପିଏଲ। ଚଳିତ ମାସ ୨୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲକୁ ରଦ୍ଦ କିମ୍ବା ଘୁଞ୍ଚାଇବା ନେଇ ବିସିସିଆଇ ବିଚାର କରୁଛି। ଏ ସଂପର୍କରେ ଆଲୋଚନା ପାଇଁ ଶନିବାର ଦିନ ବିସିସିଆଇ ପକ୍ଷରୁ ଆଇପିଏଲ ଗଭର୍ଣ୍ଣିଂ ବଡିର ଏକ ବୈଠକ ଡକାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେସ…