Odisha Link
Bridging the Missing Links in Odisha
Browsing Tag

IPL

IPLରେ ଓଡ଼ିଆ ପୁଅ ରାଜେଶ !

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆଇପିଏଲରେ ଓଡ଼ିଆ ପୁଅ। ଓଡ଼ିଶାର ଷ୍ଟାର ବୋଲର ରାଜେଶ ମହାନ୍ତି ୨୦୨୧ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗସ୍‌ ଟିମର ବ୍ୟାଟସମ୍ୟାନଙ୍କୁ ବୋଲିଂ କରିବେ। ଅର୍ଥାତ୍‌ ରାଜେଶଙ୍କୁ ଏମଆରଏଫ‌ ପେସ୍‌ ଫାଉଣ୍ଡେସନ୍‌ ଚେନ୍ନାଇ ସୁପର…

IPL ଅକସନ୍‌ ୨୦୨୧: ୬ ଖେଳାଳିଙ୍କ ନାଁ…

କଟକ: ଆଉ କିଛି ମାସ ପରେ ବାଜିବ ଆଇପିଏଲ ୨୦୨୧ର ବିଗୁଲ। ଏଥିପାଇଁ ପ୍ରସ୍ତୁତି ଚଳାଇଛି ବିସିସିଆଇ। ଆଇପିଏଲ ମହାସମର ପୂର୍ବରୁ ଅନୁଷ୍ଠିତ ହେବ ଅକସନ୍। ଏଥିପାଇଁ ଶୁକ୍ରବାର ଦିନ ଆଇପିଏଲ ଅକସନରେ ସାମିଲ ହେବା ପାଇଁ ୬ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍। ୬ଜଣ ଖେଳାଳିଙ୍କ…

ବିସିସିଆଇର ବଡ଼ ଘୋଷଣା: ୨୦୨୨ରେ ଆଇପିଏଲ…

ନୂଆଦିଲ୍ଲୀ: ୨୦୨୨ ସିଜିନରୁ ଇଣ୍ଡିଆନ ପ୍ରିମିୟର ଲିଗ୍ ରେ ୧୦ଟି ଟିମ ଖେଳିବେ। ଏ ନେଇ ଏକ ପ୍ରସ୍ତାବକୁ ବିସିସିଆଇ ପକ୍ଷରୁ ନୀତିଗତ ମଞ୍ଜୁରୀ ଦିଆଯାଇଛି। ଅହମଦାବାଦ ଠାରେ ଚାଲିଥିବା ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକରେ ଦୁଇଟି ନୂଆ ଟିମକୁ ଖେଳାଇବା ଉପରେ ସହମତି ହୋଇଥିଲା। ଏହି ଦୁଇଟି ନୂଆ ଟିମର…

ଆଇପିଏଲରୁ ଏତେ ଟଙ୍କା ରୋଜଗାର କଲେଣି…

ନୂଆଦିଲ୍ଲୀ: ସରିଲା ୨୦୨୦ ଆଇପିଏଲ ମହାକୁମ୍ଭ। ଫାଇନାଲ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍‌ ଦେଇ ୫ମ ଥର ପାଇଁ ଆଇପିଏଲ ଟାଇଟଲ ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ। ଚାମ୍ପିଅନ ହୋଇ ମୁମ୍ବାଇ ଇଣ୍ଡିଆନ୍ସ ୧୦ କୋଟି ଟଙ୍କା ପୁରସ୍କାର ପାଇଛି। ଆଇପିଏଲ ଇତିହାସରେ ସର୍ବାଧିକ ଅର୍ଥ ରୋଜଗାର କରିଥିବା…

ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ…

ଚେନ୍ନାଇ: ଶେଷ ପର୍ଯ୍ୟାୟରେ ୨୦୨୦ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍। ହେଲେ ଚଳିତ୍‌ ବର୍ଷ ଆଇପିଏଲ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏପରିକି ପ୍ରଥମ ଥର ପାଇଁ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଥିଲା। ସିଏସ୍‌କେର ଖରାପ ପ୍ରଦର୍ଶନ ଓ ଧୋନୀଙ୍କ…

ରେକର୍ଡ ରଚିଲେ କ୍ରିସ୍‌ ଗେଲ, ହେଲେ…

ଆବୁଧାବୀ: ଶୁକ୍ରବାର ଦିନ ଟି-୨୦ କ୍ରିକେଟ ଇତିହାସରେ ନୂଆ ମାଇଲଖୁଣ୍ଟ ଛୁଇଁଲେ କ୍ରିସ୍‌ ଗେଲ। କ୍ରିକେଟର ଛୋଟ ଫର୍ମାଟ ଟି-୨୦ରେ ୧୦୦୦ ଛକା ମାରିବାର ରେକର୍ଡ ନିଜ ନାମରେ କଲେ କ୍ରିସ୍‌ ଗେଲ। ଗତକାଲି ଆବୁଧାବୀରେ ଖେଳାଯାଇଥିବା ମ୍ୟାଚରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି କ୍ରିସ୍‌ ଗେଲ। ଅନ୍ୟପଟେ…

ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ…

ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଖେଳାଯିବ ଚଳିତ ଆଇପିଏଲ ସଂସ୍କରଣର ଫାଇନାଲ ମୁକାବିଲା। ଏଥିସହିତ ଚଳିତ ଆଇପିଏଲ ସଂସ୍କରଣର ଜବନିକା ପଡ଼ିବ। ଏହି ଫଟାଫଟ ମହାକୁମ୍ଭ ସରିବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ସେଠାରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୩ଟ ଟି-୨୦, ୩ଟି ଦିନିକିଆ ଓ ୪ଟି…

ଆଇପିଏଲ ଇତିହାସରେ ପ୍ରଥମ: ଗୋଟିଏ ଦିନରେ…

ଦୁବାଇ: ରୋମାଞ୍ଚକ ସ୍ଥିତିରେ ଫଟାଫଟ୍‌ କ୍ରିକେଟ୍‌ ଲିଗ୍‌ ଆଇପିଏଲ। ରବିବାର ଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ପାଇଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଥର ଗୋଟିଏ ଦିନରେ ତିନୋଟି ସୁପର ଓଭର ଦେଖିବାକୁ ମିଳିଛି। ଦିନର ପ୍ରଥମ ମ୍ୟାଚ୍‌ରେ ଗୋଟିଏ ସୁପର ଓଭର ହୋଇଥିବା ବେଳେ ମୁମ୍ବାଇ ଓ…

ଆଇପିଏଲରେ ଦ୍ରୁତତମ ବଲ ପକାଇଲେ ଏହି…

ଦୁବାଇ : ୟୁଏଇରେ ଚାଲିଛି ଫଟାଫଟ୍‌ କ୍ରିକେଟ ମହାସମର। ଏଥିସହିତ ଚଳିତ ଆଇପିଏଲ ସିଜିନର ୨ୟ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇ ସାରିଛି। ବର୍ତ୍ତମାନ ରୋମାଞ୍ଚକ ସ୍ଥିତିରେ ଆଇପିଏଲ୍‌ ୨୦୨୦। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଅନରିଚ୍ ନର୍ଜେ ଆଇପିଏଲ୍‌ର ଦ୍ରୁତତମ ବଲ୍‌…

ଜିଓର ନୂଆ କ୍ରିକେଟ ପ୍ଲାନ୍‌,…

ମୁମ୍ବଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି । ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର…