Odisha Link
Bridging the Missing Links in Odisha
Browsing Tag

jharaphula murder case

ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା…

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଆଜି ପରଦା ହଟିଛି।  ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ। ଏନେଇ ଆଜି ସୂଚନା ଦେଇଛନ୍ତି ଯାଜପୁର ଏସପି।  ଏସପି କହିଛନ୍ତି ଯେ, ଝରାଫୁଲର ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ। ଧାର…

ଜେଲ ଗଲା ଅଭିଯୁକ୍ତ ରାକେଶ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟା ଘଟଣାରେ ଅଭିଯୁକ୍ତ ରାକେଶକୁ ପଠାଇ ଦିଆଯାଇଛି। ରାକେଶର ରିମାଣ୍ଡ ଅବଧି ସମାପ୍ତ ହେଉଥିବାରୁ ତାକୁ କୋର୍ଟରେ ହାଜର କରାଯାଇଥିଲା । ପ୍ରକାଶ ଯେ, ପୁଲିସ ରାକେଶକୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିଲା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ…

ଝରାଫୁଲ ମୃତ୍ୟୁ ମାମଲା, ବ୍ୟବହୃତ ସ୍କୁଟି…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାର ତଦନ୍ତ ଜାରି ରଖିଛି ପୁଲିସ। ତେବେ ଝରାଫୁଲକୁ ନିଆଯାଇଥିବା ସ୍କୁଟରକୁ ଜବତ କରିଛି ଯାଜପୁର ପୁଲିସ। ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରଟି ଜବତ ହୋଇଥିବା ସୂଚନା ମିଳିଛି। ସ୍କୁଟରରେ ଅଭିଯୁକ୍ତ ରାକେଶ ଓ ତାର ସହଯୋଗି ଝରାଫୁଲଙ୍କୁ ନେଇଥିଲେ। ଅଭିଯୁକ୍ତ…

ଝରାଫୁଲ ମୃତ୍ୟୁ ମାମଲା: ଭୁବନେଶ୍ବରରେ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଭୁବନେଶ୍ବରରେ ପହଞ୍ଚିଲା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ବାଇଁ। ଅଧିକ ଖୋଳତାଡ଼ ପାଇଁ ରାକେଶକୁ ଭୁବନେଶ୍ବର ଆଣିଲା ପୋଲିସ। ଧର୍ମବିହାରରେ ଥିବା ଗେଷ୍ଟହାଉସରେ ଯାଜପୁର ପୋଲିସର ତନାଘନା ଜାରି ରହିଛି।…

ଝରାଫୁଲ ମୃତ୍ୟୁ ମାମଲା: ଡେମୋ ଦେଖାଇଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରାମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଛାତ୍ରୀ ଝରାଫୁଲର ମୃତଦେହ ମିଳିଥିବା ସ୍ଥାନରେ ଅଭିଯୁକ୍ତ ପୋଲିସକୁ ଡ଼େମୋ ଦେଖାଇଛି। କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ…

ଝରାଫୁଲ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ଘଟଣାର ଏବେ ନୂଆ ନୂଆ ଖୁଲାସା ହେଉଛି। ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାକେଶ ଓ ତାର ବନ୍ଧୁ ଝରାଫୁଲଙ୍କୁ ସ୍କୁଟରରେ ନେଇ ଯାଉଥିବା ବେଳେ ଝରାଫୁଲଙ୍କ ଗୋଡ଼ ରାସ୍ତାରେ ଘୁଷୁଡ଼ୁଥିଲା। ଏହା ରାସ୍ତାରେ ଯାଉଥିବା ଅନ୍ୟ ଲୋକଙ୍କ ନଜରରେ ପଡ଼ିବା…

ଝରାଫୁଲ ମୃତ୍ୟୁ ଘଟଣା: ସିଲ୍ ହେଲା…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଶିବସାଇ ଗେଷ୍ଟ ହାଉସର ରୁମ ନମ୍ବର ୨୦୧କୁ ସିଲ୍ କରିଛି ପୋଲିସ। ଏହି ରୁମ୍‌ରେ ରହିଥିଲେ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ। ତେବେ ଆଜି ପାଖାପାଖି ୨ ଘଣ୍ଟା ଧରି ଯାଞ୍ଚ କରିବା ପରେ ଏହି ରୁମକୁ…

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ…

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ କୁଆଖିଆ ଥାନା ପୁଲିସ ଆଜିମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା ପରେ ତାକୁ ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି। ରାକେଶ…

ଝରାଫୁଲ ହତ୍ୟା ଘଟଣା: ଘଟଣାସ୍ଥଳ…

ଯାଜପୁର: ସାରା ରାଜ୍ୟରେ ଚହଳ ପକାଇଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା। ଏସବୁ ମଧ୍ୟରେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ବର୍ତ୍ତମାନ ଯାଜପୁର ଏସପି ଓ ସ୍ଥାନୀୟ ପୁଲିସଙ୍କୁ ସାକ୍ଷାତ କରିଥିବା ସୂଚନା ରହିଛି। ସୂଚନାଯୋଗ୍ୟ…

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା:…

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ଘଟଣା। ଘଟଣାରେ ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ତେବେ ସେମାନେ ଫେରାର ଥିବା ଜଣାପଡିଛି। ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ ଏନେଇ ସୂଚନା ଦେଇଛନ୍ତି। ଆଉ କିଏ ଘଟଣାରେ ସଂପୃକ୍ତ ଅଛି ସେ ନେଇ ପୋଲିସ ଅଥିକ ତନାଘନା କରୁଛି। ମୃତ୍ୟୁ ଘଟଣାରେ ସାଙ୍ଗ ଓ…