Odisha Link
Bridging the Missing Links in Odisha
Browsing Tag

Jharkhand

ଝାରଖଣ୍ଡ: ରବିବାର ଶପଥ ନେବେ ହେମନ୍ତ…

ରାଞ୍ଚି: ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍‌ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଛନ୍ତି। ସେ ଆସନ୍ତା ୨୯ ତାରିଖରେ ଶପଥ ନେବାର ସୂଚନା ରହିଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ…

ଇସ୍ତଫା ଦେଲେ ରଘୁବର, କହିଲେ ଏହା ମୋର..

ରାଞ୍ଚି:ଝାଡ଼ଖଣ୍ଡରେ ବାଜି ମାରିଲା ମହାମେଣ୍ଟ। ଜେଏମ୍‌ଏମ୍‌- କଂଗ୍ରେସ- ଆର୍‌ଜେଡି ମହାମେଣ୍ଟ ଆଗରେ ଫିକା ପଡ଼ିଲା ବିଜେପି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟବରଣ କରିଛି। ବିଜେପି ମ୍ୟାଜିକ ନମ୍ବର ଠାରୁ ବହୁ ଦୂରରେ ରହିବ ବୋଲି ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯାଇଥିଲା।…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ…

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ମତଦାନ ଚାଲିଛି। ଏସବୁ ଆସନ ପାଇଁ ମୋଟ ୨୩୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି। ମୋଟ ୪୦ ଲକ୍ଷ ୫ ହଜାର ୨୦୦ ଭୋଟର ଏଡି ଭାଗ୍ୟ ନିର୍ଦ୍ଧାରଣ କରି​‌ବେ। ଏହି…

୧୫ ମିନିଟରେ ସୁଧୁରିପାରିବ…

ରାଞ୍ଚି: ମାତ୍ର ୧୫ ମିନିଟରେ ସୁଧୁରିପାରିବ ବିଗୁଡିଥିବା ଭାରତର ଅର୍ଥବ୍ୟବସ୍ଥା। ଏପରି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ରାହୁଲ ଗାନ୍ଧୀ ଝାଡ଼ଖଣ୍ଡର ରାଜମହଲ ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନରେ ଯୋଗ ଦେଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି…

ଝାଡଖଣ୍ଡରେ ୨ ଜଣ ସିଆରପିଏଫ ଯବାନ ସହିଦ

ରାଞ୍ଚି: ଝାଡ଼ଖଣ୍ଡରେ ସିଆରପିଏଫ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଏହି ପାଟିତୁଣ୍ଡ ଉଗ୍ରରୂପ ନେଇ ଗୁଳିକାଣ୍ଡ ଘଟିଥିଲା। ଯବାନମାନେ ପରସ୍ପରକୁ ଗୁଳିମାଡ଼…

ଝାଡ଼ଖଣ୍ଡରେ ବିଜେପିକୁ ଧକ୍କା, ସହଯୋଗୀ…

ରାଞ୍ଚି: ସାରା ଦେଶକୁ ମହାରାଷ୍ଟ୍ର ରାଜନୀତି ହଲଚଲ କରିଥିବା ବେଳେ। ଏବେ ଝାଡ଼ଖଣ୍ଡ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମହାରାଷ୍ଟ୍ର ନିର୍ବାଚନ ପରେ ସହଯୋଗୀ ଶିବସେନା ବିଜେପିକୁ ସାଇଡ୍ ମାରିଛି। ନଭେମ୍ୱର ୩୦ରୁ ୫ଟି ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ଏବେ ଆସନ ବୁଝାମଣାକୁ…

ଜାମସେଦପୁର ଠାରେ ପିଏନଜି ,ସିଏନଜି…

ଜାମସେଦପୁର: ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ପାଇପଲାଇନ(ପିଏନଜି) ଏବଂ ସିଏନଜି ଷ୍ଟେସନର ଉଦଘାଟନ କରିବା ସହ ୧୬୧.୫୦ କୋଟି ଟଙ୍କା ବ୍ୟୟରେ ଏଚପିସିଲ ଦ୍ୱାରା ନିର୍ମିତ ହେବାକୁ ଥିବା ଏଲପିଜି…

ଝାଡ଼ଖଣ୍ଡ: ବିଧାନସଭା ନିର୍ବାଚନ ପାଇଁ…

ରାଞ୍ଚି: ସରିଲା ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା। ନିର୍ବାଚନରେ ବିରୋଧୀ ମେଣ୍ଟର ଭଲ ପ୍ରଦର୍ଶନ ପରେ କଂଗ୍ରେସର ନଜର ଏବେ ଝାଡ଼ଖଣ୍ଡ ଉପରେ। ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଛୋଟ ଆଞ୍ଚଳିକ ଦଳଙ୍କ ସହ ମେଣ୍ଟ କରିବାକୁ ବିଚାର କରୁଛି । ଆଦିବାସୀବହୁଳ ଏହି ରାଜ୍ୟରେ କଂଗ୍ରେସ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା…

ଆଜି ‘କିଷାନ ମନଧନ ଯୋଜନା’ର ଶୁଭାରମ୍ଭ…

ନୂଆଦିଲ୍ଲୀ: ଆଜି ଶୁଭାରମ୍ଭ ହେବ କିଷାନ ମନଧନ ଯୋଜନା। ଏହାକୁ ଶୁଭରାମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଝାଡ଼ଖ‌ଣ୍ଡ ଗସ୍ତ କରିବେ ମୋଦି। ଏହି ଗସ୍ତ ସମୟରେ ରାଞ୍ଚିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘କିଷାନ ମନଧନ ଯୋଜନା’ ଶୁଭାରମ୍ଭ କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦି…

ମୟୁରଭଞ୍ଜରେ ଭୂମିକମ୍ପ

ଭୁବନେଶ୍ବର: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ପଡ଼ୋଶୀ ଛାଡ଼ଖଣ୍ଡେର ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୨୦ ମିନିଟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୪.୪ ମାଗ୍ନିଚ୍ୟୁଡ୍। ଏଥିରେ କେହି ମୃତାହତ ହୋଇନାହାନ୍ତି। ମୟୁରଭଞ୍ଜର ରାଇରଙ୍ଗପୁର, ବିଶୋୟୀ, ଗୋରୁମହିଷାଣୀ ଓ ବହଳଦା ଅଞ୍ଚଳରେ…