Odisha Link
Bridging the Missing Links in Odisha
Browsing Tag

Khandapada

ଜାଗ୍ରତ ଖଣ୍ଡପଡ଼ା ଦିବସ ପାଳିତ, ଅରୁଣ…

ଖଣ୍ଡପଡ଼ା: ଲୋକପ୍ରିୟ ଜନନେତା ଦିବଂଗତ ବିଧାୟକ ଅରୁଣ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ତଥା ଜାଗ୍ରତ ଖଣ୍ଡପଡ଼ା ଦିବସ ସ୍ଥନୀୟ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପ ପରିସରରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।…

ସେପ୍ଟେମ୍ବର ୧୨ରେ ଜାଗ୍ରତ ଖଣ୍ଡପଡ଼ା…

ନୟାଗଡ଼: ପ୍ରତିବର୍ଷ ଭଳି ଚଳିତ ବର୍ଷ ସେପ୍ଟେମ୍ବର ୧୨ ତାରିଖରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବ୍ୟାପୀ ‘ଜାଗ୍ରତ ଖଣ୍ଡପଡ଼ା ଦିବସ’ ପାଳନ ପାଇଁ ଜୋରଦାର୍‌ ପ୍ରସ୍ତୁତି ଚାଲିଛି। ଖଣ୍ଡପଡ଼ାର ପୂର୍ବତନ ବିଧାୟକ ତଥା ଲୋକପ୍ରିୟ ଜନନେତା ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ପୂଣ୍ୟତିଥିରେ ଏହି ଗଣଉତ୍ସବ ପ୍ରତିବର୍ଷ…

ସୌମ୍ୟରଂଜନ ଗଢ଼ିଲେ ‘ସାମନ୍ତ ବାହିନୀ’

ପୁରୀ: ନିର୍ବାଚନ ପରଠାରୁ ରାଜ୍ୟ ସରକାରଙ୍କ ବିଜୁ ଯୁ ବାହିନୀ ନିଖୋଜ ଥିବା ବେଳେ ବେସରକାରୀ ଉଦ୍ୟମରେ ଆଉ ଏକ ବାହିନୀ ଗଠିତ ହୋଇଛି। ବିଜୁ ଜନତା ଦଳ ନେତା, ଖଣ୍ଡପଡ଼ା ବିଧାୟକ, ପୂର୍ବତନ ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ସାମନ୍ତ ବାହିନୀ’ ନାମରେ ଏକ ସଂଗଠନ ତିଆରି କରିଛନ୍ତି।…

ସ୍ବାର୍ଥ ନୁହେଁ, ଦଳୀୟ ଶୃଙ୍ଖଳା ଆଗ:…

ଗୋଦ୍ରେଜ କମ୍ପାନୀରେ ସହକାରୀ ମହା ପ୍ରବନ୍ଧକ (ଏଜିଏମ୍) ଭାବେ କାର୍ଯ୍ୟ କରୁଥିଲେ ଅନୁଭବ ପଟ୍ଟନାୟକ। ଚାକିରି ଛାଡ଼ି ୨୦୧୪ ମସିହାରେ ରାଜନୀତିରେ ପାଦଦେଲେ। ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ଅନୁଭବ ପଟ୍ଟନାୟକ ଏଥର ବିଜେଡି ଟିକେଟରୁ ବଞ୍ଚିତ…

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ…

ନୟାଗଡ଼: ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମର୍ଥକ କରିବାରେ ସଫଳ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡି ଟିକେଟରେ ସେ ଆଜି ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ତାଙ୍କ ସହ ଦେଖିବାକୁ…

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ…

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ…

ଖଣ୍ଡପଡ଼ା: ଆସନ୍ତାକଲି ସ୍ବାଧୀନ ଭାବେ…

ନୟାଗଡ଼: ବିଜେଡି ପକ୍ଷରୁ ଆଜି ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଖଣ୍ଡପଡ଼ାରୁ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ କଟିଛି। ତାଙ୍କ ବଦଳରେ ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଟିକେଟ୍‌ ନପାଇବା ପରେ ସ୍ବାଧୀନ ଭାବେ ଲଢ଼େଇ କରିବାକୁ…

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ…

ନୟାଗଡ଼: "କିଛି ଦିନ ତଳେ ଖଣ୍ଡପଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା। ତେବେ ଏବେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗୁଛି ଖଣ୍ଡପଡ଼ା। ବିଧାୟକ ଅନୁଭବ ପଟ୍ଟନାୟକଙ୍କର କଣ ଏମିତି ତ୍ରୁଟି ରହିଗଲା ଯେ ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ମସୁଧା ଚାଲିଛି।…

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

ନୟାଗଡ଼: ବିଜୁ ଜନତା ଦଳ ଆଜି ଏହାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୦ଟି ବିଧାନସଭା କ୍ଷେତ୍ର ଓ ୨ଟି ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଅସମାହିତ ଥିବା ବେଳେ ଏଠାରୁ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପ୍ରାର୍ଥୀ…

ଖଣ୍ଡପଡ଼ା ଅଙ୍କ ଛିଣ୍ଡୁନି, ଅକଳରେ ବିଜେଡି…

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟ୍‌ ବଣ୍ଟନକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁ ନଥିବା ବେଳେ ସ୍ଥାନୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ମଉଳିବାରେ ଲାଗିଛି। ଭିନ୍ନ ଭିନ୍ନ ଆଶାୟୀଙ୍କ ସମର୍ଥକମାନେ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଅପେକ୍ଷା କରି ବସିଥିବା ବେଳେ…