Odisha Link
Bridging the Missing Links in Odisha
Browsing Tag

Lockdown

ରାଜଧାନୀରେ ମେ’୩ ଯାଏଁ ବଢ଼ିଲା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୬ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏବେବି ଦିଲ୍ଲୀରେ କରୋନୋ ସ୍ଥିତି ସଙ୍କଟଜନକ ହୋଇ…

ଝାଡ଼ଖଣ୍ଡରେ ଲକଡାଉନ ଲାଗୁ

ଝାଡ଼ଖଣ୍ଡ: କାୟା ମେଲାଉଛି ମହାମରୀ କରୋନା। ଦିନକୁ ଦିନ ସଂକ୍ରମିତଙ୍କ ହାର ଦ୍ରୁତ ଗତିର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଝାଡ଼ଖଣ୍ଡରେ ୮ ଦିନିଆ ଲକଡାଉନ ଲାଗୁ କରିଛନ୍ତି ରାଜ୍ୟ ସରକାର। ଝାଡ଼ଖଣ୍ଡ ସରକାର ଏପ୍ରିଲ ୨୨ରୁ ୨୯ ପର୍ଯ୍ୟନ୍ତ…

କରୋନା: ଆଜିଠୁ ଛତିଶଗଡ଼ରେ ଲାଗିଲା…

ଛତିଶଗଡ଼: ଦେଶରେ ପୁଣି ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ଆଜି ଛତିଶଗଡ଼ ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ହେଲେ ସବୁ ଜିଲ୍ଲାରେ ଅଲଗା ଅଲଗା ତାରିଖରେ ଲକଡାଉନ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ ଯେ, ସୁକମା ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି।…

ଲକ୍‌ଡାଉନ୍‌ ଘୋଷଣା ପରେ ବସ୍‌ଷ୍ଟାଣ୍ଡ,…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷକରି ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏସବୁ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀରେ ୬ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଘୋଷଣା ହେବାର କିଛି ସପୟ…

ରାଜଧାନୀରେ ୬ ଦିନ ଲକ୍‌ଡାଉନ୍‌, ଘୋଷଣା…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନେଇଛନ୍ତି ବଡ଼ ପଦକ୍ଷେପ। ଦିଲ୍ଲୀରେ ଏକ ସପ୍ତାହର ଲକ୍‌ଡାଉନ୍ ଲଗାଇଛନ୍ତି ସରକାର। ଆଜି…

ମଧ୍ୟପ୍ରଦେଶରେ ଲାଗୁହେଲା ଲକଡାଉନ୍

ନୂଆଦିଲ୍ଲୀ: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦେଶରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତିରେ ସୃଷ୍ଟି କରିଛି। ଏହାରି ମଧ୍ୟରେ ସଂକ୍ରମଣକୁ ରୋକିବା ପାଇଁ ମଧ୍ୟପ୍ରଦେଶରେ ଲକଡାଉନ୍‌ ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ…

କରୋନା: ରାୟପୁରକୁ ଲକଡାଉନ୍ ଘୋଷଣା କଲେ…

ରାୟପୁର: ଛତିଶଗଡ଼ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁଠାରୁ ବଡ଼ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସୂଚନା ଅନୁସାରେ, ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌…

ଏହି ଦେଶରେ ଲାଗୁ ହେଲା ତୃତୀୟ…

ପ୍ୟାରିସ୍‌: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦିନକୁ ଦିନ କରୋନା ସଂକ୍ରମଣ ହାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ବୁଧବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମାନୁଏଲ୍‌ ମ୍ୟାକ୍ରୋନ୍‌ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ୩ ସପ୍ତାହ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିବ…

ରବିବାର ଦିନ ଲକଡାଉନ୍ ଘୋଷଣା କଲେ ସରକାର

ଭୋପାଳ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସରକାର ମଧ୍ୟପ୍ରଦେଶର ୧୨ ସହରରେ ସହରରେ ଲକଡାଉନ୍ ଘୋଷଣା କରିଛନ୍ତି। ରାଜ୍ୟର ଅନେକ ସ୍ଥାନକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଜବଲପୁର, ରତଲାମ, ଖରଗୋନ୍, ଛିନ୍ଦଓ୍ୱାଡା, ବୈତୁଲ,…

ଓଡ଼ିଶାକୁ ଫେରିପାରେ ଲକଡ଼ାଉନ

ଭୁବନେଶ୍ୱର: ରାଜ୍ୟରେ ପୁଣି ମୁଣ୍ଡ ଉଠାଇଲାଣି କରୋନା। ପୁଣି ଓଡ଼ିଶାକୁ ଫେରିପାରେ ଲକଡ଼ାଉନ। ଏହାରି ଭିତରେ କୋଭିଡ ନିୟମ ନମାନିବାର ପରିଣାମନେଇ ସତର୍କ କରାଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ନିମୟ ନମାନିବା ଅର୍ଥ ଲକଡାଉନକୁ ଆମନ୍ତ୍ରଣ କରିବା ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଦରକାର…