Odisha Link
Bridging the Missing Links in Odisha
Browsing Tag

Malkangiri

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ

ମାଲକାନଗିରି : ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ। ଆଜି ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ କାରଣରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଜଣେ ଭାଇ ଥିବାବେଳେ ମାଆ ଓ ଆଉ ଜଣେ…

ଅଣ୍ଟାରେ ଲାଉ ତୁମ୍ବା ବାନ୍ଧି ନଈ ପାରି…

ମାଲକାନଗିରି : କର୍ମ ହିଁ ଭଗବାନ । ତାହାର ପ୍ରମାଣ ଦେଇଛନ୍ତି ମହିଳା ଅଙ୍ଗନବାଡି କର୍ମୀ ।ସେମାନେ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ନଇ ପାରି ହୋଇଥିଲେ । ଏହିଭଳି ଦୃଶ୍ୟ ଆସିଛି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ…

ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍

ମାଲକାନଗିରି: ରାସ୍ତାରେ ଜଳିଗଲା ଗଞ୍ଜେଇ ଭର୍ତ୍ତି କାର୍। ମାଲକାନଗିରି ସ୍ଥିତ ଏମଭି ୧୬ ଗାଁ ନିକଟ ୩୨୭ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଜଳି ଯାଇଛି। ତେବେ କାର୍‌ଟି ଜଳି ଗଲା ପରେ କାରରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ଜଣାପଡିଛି। କାର ସହ ଗଞ୍ଜେଇ ମଧ୍ୟ ଜଳି ପାଉଁଶ ହୋଇଯାଇଛି। ମାତ୍ର ଜଳି…

ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ…

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ବିକାଶରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। ଦୀର୍ଘ ଦିନର ଅପେକ୍ଷା ପରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା। ପୁଲିସର କଡା ସୁରକ୍ଷା ମଧ୍ୟରେ ଦୀର୍ଘ ଦଶନ୍ଧି ପରେ ହନ୍ତାଳଗୁଡା, ପିପଳପଦର, ଜନ୍ତାବାଇ ଏବଂ ଦର୍ଲାବେଡାରେ…

ମାଲକାନଗିରିରେ ଲଗାଣ ବର୍ଷା, ଯୋଗାଯୋଗ…

ମାଲକାନଗିରି: ମାଲକାନଗିରିରେ ୭ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢି ବିଭିନ୍ନ ପୋଲ ଉପରେ ୪ରୁ୫ ଫୁଟ ପାଣି ପ୍ରବାହିତ ହେଉଛି। ଜିଲ୍ଲାର କାଙ୍କୁରୁକୋଣ୍ଡା, ଏମ.ଭି ୯୬, କନ୍ୟାଆଶ୍ରମ, କୋରୁକୋଣ୍ଡା ଓ ତାର୍ଲାକୋଟା ପୋଲ ଉପରେ ୪ ରୁ ୫ ଫୁଟ ପାଣି ପ୍ରବାହିତ…

କରୋନା ଯୁଦ୍ଧର ଲକ୍ଷ୍ମୀବାଈ

ମାଲକାନଗିରିରୁ ସୁରଜ କୁମାର ବେହେରା ଲକ୍ଷ୍ମୀବାଈ। ଏ ନାମଟି ସହିତ ସମସ୍ତେ ଉଣା ଅଧିକେ ପରିଚିତ ନିଶ୍ଚୟ ଥିବେ। କାରଣ ସ୍ବାଧୀନତା ସଂଗ୍ରାମର ପ୍ରଥମ ନାୟିକା ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ। ସେ ଦେଶର ସ୍ବାଧୀନତା ପାଇଁ ନିଜ ସନ୍ତାନକୁ ପିଠିରେ ଧରି ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ। ଏବେ ଦେଶ ସ୍ବାଧୀନ…

କରୋନା ପାଇଁ ନକ୍ସଲଙ୍କ ଅସ୍ତ୍ରବିରତି…

ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ମାଓବାଦୀ। ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ଆଜି ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛି। ଏହା ସହ ଦୁର୍ଭେଦ୍ୟ ଜଙ୍ଗଲ ଓ ପାର୍ବ୍ୟାଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ କରୋନା ସଂକ୍ରାନ୍ତୀୟ ସ୍ବାସ୍ଥ୍ୟସେବା…

ମାଲକାନଗିରିରେ ଭୂମିକମ୍ପ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାରେ ଅନୁଭବ ହେଲା ମୃଦୁ ଭୂମିକମ୍ପ। ଜିଲ୍ଲାର ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୪.୨ ରହିଛି ବୋଲି ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ଏହି ଭୂମିକମ୍ପର କେନ୍ଦ୍ର…

ଗୁରୁପ୍ରିୟା ସେତୁର ମରାମତି ଆରମ୍ଭ

ମାଲକାନଗିରି: ଆରମ୍ଭ ହୋଇଛି ଗୁରୁପ୍ରିୟା ସେତୁର ମରାମତି କାମ। ସେତୁର ୧୬ ନମ୍ବର ଗାର୍ଡରର ପିଲାରର୍‌ ଉପର ଗାର୍ଡର ଅଚଳ ହୋଇଯାଇଛି। ଗାର୍ଡର ଏକ୍ସପାନସନ ଜଏଣ୍ଟ ଏଙ୍ଗେଲ କାମ କରୁ ନାହିଁ। ଭାରିଯାନ ଚଳାଚଳ ଯୋଗୁଁ ଗାର୍ଡର ଅଚଳ ହୋଇଥିବା ଅନୁମାନ କରାଯାଉଛି। ଦୁଇବର୍ଷ ନ ପୁରୁଣୁ ଗୁରୁପ୍ରିୟା ସେତୁର ଏପରି…

ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ପାପାରାଓ ମୃତ

ମାଲକାନଗିରି: ଛତିଶଗଡର ମୋଷ୍ଟ ୱାଣ୍ଟେଡ୍‌ ମାଓବାଦୀ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏ ନେଇ ପୁଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା। ଛତିଶଗଡ ସରକାର ପାପାରାଓ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି…