Odisha Link
Bridging the Missing Links in Odisha
Browsing Tag

Malkangiri

ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ…

ମାଲକାନଗିରି: ମଣିଷ ଚନ୍ଦ୍ରରେ ଘର କରିବା କଥା ଭାବୁଥିବା ବଳେ ଅନ୍ୟପଟ ଲୋକ ଏବେ ବି ଜାତି ଧର୍ମକୁ ନେଇ ମଣିଷ ସହ ଭେଦଭାବ କରୁଛନ୍ତି। ଧର୍ମ ପରିବର୍ତ୍ତନ ଯୋଗୁଁ ଶ୍ମଶାନରେ ଶବ ସତ୍କାର ପାଇଁ ମିଳିଲାନି ସ୍ଥାନ। ଏଭଳି ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଡୁଡିଗୁଡ଼ା ଗାଁରେ। ଜଣେ…

ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଜଣ ଗୁରୁତର

ରାୟପୁର: ଲ୍ୟାଣ୍ଡମାଇନ ବିସ୍ଫୋରଣ ଦୁଇ ଜଣ ଆହାତ ହୋଇଛନ୍ତି। ଏହି ବିସ୍ଫୋରଣଟି ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଡ୍ରାଇଭର ଓ ଅନ୍ୟ…

ଲାଣ୍ଡମାଇନ ବିସ୍ପୋରଣ: ଜଣେ ଯବାନ ସହୀଦ,…

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ତାଡମେଟଲା ନିକଟରେ ମାଓବାଦୀଙ୍କ ଦ୍ୱାରା ଲାଣ୍ଡମାଇନ ବିସ୍ପୋରଣ କରାଯାଇଛିା ଲାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ସହୀଦ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ସୁକୁମା ଜିଲ୍ଲା ଗୁର୍କାପାଲର ୨୦୬ କୋବ୍ରା…

ଏନ୍‌କାଉଣ୍ଟରରେ କ୍ୟାଡ଼ର ନକ୍ସଲଙ୍କ…

ମାଲକାନଗିରି : ଏନ୍‌କାଉଣ୍ଟରରେ ଜଣେ କ୍ୟାଡ଼ର ନକ୍ସଲଙ୍କ ମୃତ୍ୟୁ ହୋଇଛି। ଏସ୍‌ଓଜି ଓ ଡିଭିଏଫ୍‌ ଯବାନମାନେ ବିପୁଳ ପରିମାଣର ମାରଣାସ୍ତ୍ର ଜବତକରିଛି। ଏସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ନକ୍ସଲ ଶିବିର ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଓଜି ଓ ଡିଭିଏଫ୍‌ ଯବାନ ସର୍ଚ୍ଚ…

ସ୍ୱାଭିମାନ ଅଞ୍ଚଳକୁ ଅଗ୍ରଣୀ ଅଞ୍ଚଳ ଭାବେ…

ମାଲକାନଗିରି: ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱାଭିମାନ ଅଞ୍ଚଳର ବିକାଶ ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କଥା ହୋଇ କହିଛନ୍ତି ଯେ, ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଏବେ…

ଆଜି ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ସହ…

ଭୁବନେଶ୍ବର: ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହିତ କଥାହେବେ ମୁଖ୍ୟମନ୍ତ୍ରୀ। ପୂର୍ବାହ୍ନ ସାଢେ ୧୧ଟାରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଟେଲିଫୋନ୍ ଜରିଆରେ ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ। ଅଞ୍ଚଳର ବିକାଶ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥି ସହିତ ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ…

ସ୍ୱାଭିମାନ ଅଞ୍ଚଳରେ ମାଓ ଷଡ଼ଯନ୍ତ୍ର ପଣ୍ଡ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପଣ୍ଡ ହୋଇଛି ମାଓ ଷଡଯନ୍ତ୍ର। ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି। ବିଏସଏଫ୍ ଓ ପୋଲିସର ମିଳିତ କମ୍ବିଂ ଅପରେସନରେ ଏହି ସଫଳତା ମିଳିଛି। ଜବତ ମାଓ…

ମାଓବାଦୀଙ୍କୁ ଆତ୍ମସମର୍ପଣ ନେଇ…

ମାଲକାନାଗିରି: ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଦିନିକିଆ ଗସ୍ତରେ ଯାଇଥିଲେ ପୁଲିସ ଡିଜି ଅଭୟ। ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଡିଜିପି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ…

ଜଙ୍ଗଲ ବଏଙ୍କ ନାଁରେ ବନ୍ୟପ୍ରାଣୀ ଶିକାର…

ମାଲକାନଗିରି: ପେଶାରେ ସିଏ ଇଂଜିନିୟର ମାତ୍ର ନିଶାରେ ସେ ଜଙ୍ଗଲ ବଏ। ସେ ହେଉଛନ୍ତି ମାଲକାନଗିରି ଏମଭି ୭୯ ଗାଁ ର ଜଙ୍ଗଲ ବଏ ରାଜେଶ କୁମାର ମଣ୍ଡଳ। ରାଜେଶଙ୍କ ବିରୋଧରେ ବନ୍ୟପ୍ରାଣୀ ଶିକାର ଅଭିଯୋଗ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ…

ମାଲକାନଗିରିରେ ମାଓ ଷଡଯନ୍ତ୍ର ପଣ୍ଡ

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ମାଓ ଷଡଯନ୍ତ୍ର ପଣ୍ଡ। ମାଲକାନଗିରି ସିନ୍ଦିପୁଟ ପାଖରେ ପୋଲିସକୁ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରରାଯାଇଛି। ଏଥିସହ ବିପୁଳ ପରାମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ। ବିଏସଏଫ ଓ…