Odisha Link
Bridging the Missing Links in Odisha
Browsing Tag

Mamata Banerjee

ଡାକ୍ତରଖାନାରୁ ବାହାରିଲେ ପଶ୍ଚିମବଙ୍ଗ…

କଲିକତା: ଡାକ୍ତରଖାନାରୁ ସୁସ୍ଥ ହୋଇ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଡାକ୍ତରୀ ଟିମ୍ ତାଙ୍କର ଅବସ୍ଥା ଯାଞ୍ଚ କରିବା ପରେ ହୁଇଲ ଚେୟାରରେ ତାଙ୍କୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି। ମମତାଙ୍କୁ ଏକ ହୁଇଲ ଚେୟାରରେ ବସାଇ ଡାକ୍ତରଖାନାରୁ ଅଣାଯାଇଛି। ପଶ୍ଚିମବଙ୍ଗରେ…

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଚାର ବେଳେ…

କଲିକତା: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି। ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ…

ମମତାଙ୍କ ପୁତୁରାଙ୍କ ଘରେ ସିବିଆଇ ଟିମ୍

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍‌ରେ ସିବିଆଇ। କୋଇଲା ଦୁର୍ନିତୀ ମାମଲାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଘରେ ଆଜି ସିବିଆଇ ଟିମ୍ ପହଞ୍ଚିଛନ୍ତି। ସିବିଆଇ କୋଇଲା ଦୁର୍ନିତୀ ମାମଲାରେ ଅଭିଷେକଙ୍କ ଧର୍ମପତ୍ନୀ ରୁଜିରା ନରୁଲାଙ୍କୁ ପଚରାଉଚରା କରୁଛି।…

ଆଜି ମଧ୍ୟରାତ୍ରିରୁ ଏହି ରାଜ୍ୟରେ କମିବ…

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗରେ ତେଲ ଦର ୧ ଟଙ୍କା କମ୍ କରିଛି ମମତା ସରକାର। ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ। କିଛି ସ୍ଥାନରେ ତେଲ ଦର ଶହେ ପାର୍ କଲାଣି। ଯାହାକୁ ନେଇ ଏବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ…

ମମତାଙ୍କ ପୁତୁରା ବୋହୂଙ୍କୁ ସିବିଆଇ ସମନ୍

କଲିକତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ପାଇଁ ସିବିଆଇ ଅଡୁଆ ଦେଖିବାକୁ ମଳିଲାଣି। କୋଇଲା ଦୁର୍ନୀତି ମାମଲାରେ ମମତାଙ୍କ ପୁତୁରା ବୋହୂ ତଥା ଟିଏମସି ସାଂସଦ ଅଭିଶେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ସିବିଆଇ ପକ୍ଷରୁ ରବିବାର ସମନ୍‌ ଜାରି କରାଯାଇଛି।…

ରାଗିଲେ ଦିଦି, ଦେଲେନି ଭାଷଣ

କୋଲକାତା: ନେତାଜୀ ଜୟନ୍ତୀ ଉତ୍ସବରେ ଭାଷଣ ଦେବାକୁ ମନା କଲେ ମମତା। ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି। ଏହି ଉତ୍ସବରେ…

ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ…

କୋଲକାତା: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପାଇଁ ଆଜି ଗାଇଡଲାଇନ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଚଳିତବର୍ଷ କରୋନା ପାଇଁ ଦୁର୍ଗାପୂଜା ନିରାଡ଼ମ୍ବର ହେବ। ଦୁର୍ଗାପୂଜା ଗାଇଡଲାଇନ ମୁତାବକ, ପୂଜା ମଣ୍ଡପକୁ ଭେଣ୍ଟିଲେସନ ପାଇଁ ୪ ପଟୁ ଖୋଲା ରଖାଯିବ। ପ୍ରବେଶ ଫାଟକରେ ହ୍ୟାଣ୍ଡ…

ଦିଲ୍ଲୀ ହିଂସାକୁ ଭୁଲାଇବା ପାଇଁ କରୋନା…

କୋଲକାତା: ଦିଲ୍ଲୀ ହିଂସା ଘଟଣାକୁ ଭୁଲାଇବା ପାଇଁ ମୋଦୀ ସରକାର କରୋନାକୁ ନେଇ କୋକୁଆ ଭୟ ସୃଷ୍ଟି କରୁଛନ୍ତି। ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ, “କରୋନା ଏକ ଭୟଙ୍କର ରୋଗ। ହେଲେ ଏହାକୁ ନେଇ କିଛି ବ୍ୟକ୍ତି ଆତଙ୍କ ସୃଷ୍ଟି କରୁଛନ୍ତି।…

ଆଜି ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଭୁବନେଶ୍ବରରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ…

ଏମର୍ଜେନସିକୁ ନେଇ ଟୁଇଟର ଓ୍ବାର

ନୂଆଦିଲ୍ଲୀ: ଆଜକୁ ୪୪ ବର୍ଷ ତଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ନେଇ ଜାତୀୟ ରାଜନୀତିରେ ତର୍କ ବିତର୍କ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀକାଳୀନ ପରିସ୍ଥିତିକୁ ଦେଶର ଲୋକତନ୍ତ୍ରର ଏକ କଳା ଅଧ୍ୟାୟ ବୋଲି କହିଛନ୍ତି। ୧୯୭୫ ମସିହା ଜୁନ ୨୫ରେ ପୂର୍ବତନ…