Odisha Link
Bridging the Missing Links in Odisha
Browsing Tag

Maoist

କରୋନା କବଳରେ ମାଓବାଦୀ, ସଂକ୍ରମିତଙ୍କୁ…

ଭୁବନେଶ୍ୱର: କାୟା ମେଲାଇ ଚାଲିଛି ମହାମାରୀ କରୋନ। କରୋନା କବଳରେ ମାଓ ଶିବିର। କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମିତ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଡିଜିପି ଅଭୟ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ସୀମା ମୋଟୁରେ ମାଓ…

ଥମୁନି ମାଓ ହିଂସା, ରେଳ ଧାରଣା ଉଡ଼ାଇଲେ…

ରାଉରକେଲା: ଗୋଟିଏ ପଟେ ସାରା ଦେଶ ମହାମାରୀ କରୋନାର ସାମ୍ନା କରୁଥିବା ବେଳେ ଅନ୍ୟପଟେ ଥମୁନି ମାଓ ହିଂସା। କରୋନା ମହାମାରୀ ପରି ନିକଟରେ ମାଓ ହିଂସା ବଢ଼ିବାରେ ଲାଗିଛି। ସୋମବାର ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଚକ୍ରଧରପୁର ନିକଟ ଲୋଟା ପାହାଡ଼ ନିକଟରେ ରେଳ ଧାରଣା ଉଡାଇ ଦେଇଛନ୍ତି ମାଓବାଦୀ। ଯାହାରି…

୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ…

ସୁକମା: ଛତିଶଗଡ଼ ସୁକୁମା ଅଞ୍ଚଳରେ ମାଓବାଦୀଙ୍କ ବର୍ବର କାଣ୍ଡ। ୨ ଜଣ ଛାତ୍ରଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ। ଏଥିସହ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡି ଚାଲି ଯାଇଛନ୍ତି ମାଓବାଦୀ। ମୃତକ ଦୁଇ ଜଣ ହେଲେ ତାତି ହଡମା ଓ ମାଡକାମି ଅର୍ଜୁନ। ପୁଲିସ୍‌ ଇନଫର୍ମର ସନ୍ଦେହରେ ମିଲପାଲି ଜଙ୍ଗଲରେ ବୀଭତ୍ସ ଭାବେ…

୩ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ…

ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ଗତକାଲି ଜଣେ ଅପହୃତ ଯବାନଙ୍କୁ ଛାଡ଼ିବା ପରେ ଆଜି ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁୁ ମାଓବାଦୀମାନେ ଅପହରଣ କରିଛନ୍ତି। ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗ୍ରାମରୁ ମାଓବାଦୀମାନେ ସମ୍ପୃକ୍ତ ୩…

ନକ୍ସଲ-ସୁରକ୍ଷାକର୍ମୀ ମଧ୍ୟରେ…

ରାୟପୁର: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁରରେ ନକ୍ସଲ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଛି। ଗୁଳିବିନିୟମରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ପ୍ରକାଶ ଯେ, ଛତିଶଗଡ ବିଜାପୁର ଜିଲ୍ଲା ସିଲେଗୁର ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ୍ କରି ରହିଥିବା ଗୁଇନ୍ଦା…

ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ

ମାଲକାନଗିରି: ଜବାନଙ୍କ ଅପରେସନ୍ ବେଳେ ଧରାପଡ଼ିଲା ମାଓବାଦୀଙ୍କ ବଡ଼ ଧରଣର ବିସ୍ଫୋରକ ଡମ୍ପିଙ୍ଗ୍ ୟାଡ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ଏହି ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ବିଏସଏଫ ଯବାନ। ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗାତ କରି ଏକ ଡ୍ରମରେ ବିସ୍ଫୋରକ…

ମାଓବାଦୀ ଭୟରେ ଗାଁ ଛାଡ଼ିଲେ ଲୋକେ

ଚିତ୍ରକୋଣ୍ଡା: ମାଓବାଦୀ ଭୟରେ ନିଜର ଭିଟାମାଟି ଛାଡିଲେ ସ୍ୱାଭିମାନ ଅଞ୍ଚଳର ୮୫ ପରିବାର। ଗତକାଲି ଠାରୁ ଆସି ସେମାନେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାଜୁଲକୋଣ୍ଡାରେ ସରକାରୀ ଫଳ ବଗିଚା ନିକଟରେ ଅବସ୍ଥାନ କରୁଛନ୍ତି। ଲୋକମାନଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ସଦାସର୍ବଦା ମାଓବାଦୀ ଚାପ ଓ…

ବାଲିଗୁଡ଼ାରେ ପୁଣି ମାତିଲେ ମାଓବାଦୀ

ବାଲିଗୁଡ଼ା: ବେଲଘର ଥାନା ଗୁମୁ ଗାଁରୁ ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଦୁଇ ଯୁବକ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ ହୋଇଥିବା ସୂଚନା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ପୋଲିସ…

ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ନକ୍ସଲ। ତାଙ୍କ ନାଁ ଲାଛି ଖରା ସେ ଆନ୍ଧ୍ର ଓଡ଼ିଶା ବୋର୍ଡର ନକ୍ସଲ ସଙ୍ଗଠନର ସଦସ୍ୟ ଥିଲେ। ଆତ୍ମସମର୍ପଣ କରିବା ପରେ ଲାଛି କହିଛନ୍ତି ଯେ, ନକ୍ସଲ ସଂଗଠନରେ ମହିଳା ସଦସ୍ୟଙ୍କୁ ନିର୍ଯାତନା ଦିଆଯାଉଛି। ତାଙ୍କ ବାପାମାଙ୍କୁ ମାରପିଟ…

କୋରାପୁଟ-ମାଲକାନଗିରି ସୀମାରୁ ବିପୁଳ ମାଓ…

ଜୟପୁର: କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ। କୋରାପୁଟ - ମାଲକାନଗିରି ସୀମାରୁ ବିଏସଏଫ୍ ଓ କୋରାପୁଟ ଡିଭିଏଫର ମିଳିତ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଓ ବିସ୍ଫୋରଣକ ଜବତ ହୋଇଛି। ଏନେଇ କୋରାପୁଟ ଏସପି ସୂଚନା ଦେଇଛନ୍ତି…