Odisha Link
Bridging the Missing Links in Odisha
Browsing Tag

Murder case

ଯୁବକଙ୍କୁ ହତ୍ୟା !

ଓଏଲ୍‌ ବ୍ୟୁରୋ : ହତ୍ୟା ଓ ଲୁଣ୍ଠନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯୁଗ ଯେତେ ବଦଳିଲେ ମଧ୍ୟ ଲୋକଙ୍କ ହିଂସ୍ର ଆଚରଣରେ ପରିବର୍ତନ ଆସିପାରି ନାହିଁ। ତେବେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁବକଙ୍କ ମୃତଦେହ ଅନ୍ୟଜଣଙ୍କ ଘରୁ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ଏହି…

ନବ ଦାସ ହତ୍ୟା ମାମଲା : ଗୋପାଳଙ୍କୁ ଔଷଧ…

ଓଏଲ୍‌ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାର ତଦନ୍ତ ଜାରି ରହିଛି। ଏହି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ଏହି ହତ୍ୟା ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ ଜାରି ରହିଛି। ଗୋପାଳଙ୍କ ମାନସିକ ଅବସ୍ଥା ଠିକ ନଥିବାରୁ ମେଡିସିନ…

ନବ ଦାସ ହତ୍ୟା ମାମଲା: ତଦନ୍ତର ତଦାରଖ…

ଓଏଲ୍ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ହତ୍ୟାର ତଦନ୍ତ ଜାରି ରହିଥିବାବେଳେ ତଦନ୍ତର ତଦାରଖ କରିବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଜେ.ପି.ଦାସ। ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା…

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଓଏଲ୍ ବ୍ୟୁରୋ : ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ଖବରରୁ ଜଣା ପଡିଛି। ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଏହି ଅଭାବନୀୟ ଘଟଣା ଘଟିଛି ନିମାପଡା ଥାନା ଦିଘାଲ ବସ୍ତିରେ। ରାଗ ଜର୍ଜରିତ ହୋଇ ସ୍ତ୍ରୀର ଗଳାକାଟି ସ୍ୱାମୀ ହତ୍ୟା କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ପାରିବାରିକ କଳହରୁ ସ୍ୱାମୀ ଏଭଳି…

ବାପା ନେଲା ନିଜ ଝିଅର ଜୀବନ

ଓଏଲ୍‌ ବ୍ୟୁରୋ : ନିଜ ଜନ୍ମ କଲା ଝିଅର ହତ୍ୟାକାରୀ ସାଜିଲା ବାପା। ଦ୍ୱିତୀୟ ସ୍ତ୍ରୀ କଥାରେ ପଡି ନିଜ ଝିଅକୁ ପୋଡି ମାରିଦେଲା ଜନ୍ମ କଲା ବାପା। କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପୋଡି ପାଉଁଶକୁ ବି ଗାୟବ କରିଦେଇଥିବା ଜଣା ପଡିଛି। ଏହି ଅମାନବୀୟ ଘଟଣା…

ନେମାଳ ଡ଼କାୟତିରେ ବଡ ଖୁଲାସା, ନାତି…

ଓଏଲ୍ ବ୍ୟୁରୋ : ନେମାଳ ସଶସ୍ତ୍ର ଡକାୟତି ଓ ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ସତ। ମୃତ ହୃଷିକେଶ ମୁଦୁଲିଙ୍କ ସମ୍ପର୍କୀୟ ନାତି ତାଙ୍କ ମୃତ୍ୟୁର କାରଣ। ସମ୍ପର୍କୀୟ ନାତି ହେଉଛନ୍ତି ଓମ ପ୍ରକାଶ ମୁଦୁଲି ଯିଏକି ଡକାୟତି ସମୟରେ ତାଙ୍କୁ ଡକାୟତ ମାନେ ଗୋଟେ ଘରେ ବନ୍ଦ କରିଦେଇଥିବା ପୁଲିସକୁ ବୟାନ ଦେଇଥିଲେ।…

ଲୁଟେରା କଲେ ଆକ୍ରମଣ, ବୃଦ୍ଧ ସ୍ୱାମୀ ମୃତ…

ଓଏଲ୍ ବ୍ୟୁରୋ : ରାତି ଅଧରେ ୪ ଦୁର୍ବୁତ୍ତ ଆକ୍ରମଣରେ ବୃଦ୍ଧା ଦମ୍ପତି ମୃତ ଘଟଣା। ବିଳମ୍ବିତ ରାତିରେ ଦମ୍ପତିଙ୍କ କବାଟ ବାଡେଇଥିଲେ ଦୁର୍ବୁତ୍ତ ଏବଂ ଦମ୍ପତି କବାଟ ଖୋଲିବାପରେ ମାରଣାସ୍ତ୍ର ଧରି ୪ ଦୁର୍ବୁତ୍ତ ଘରେ ପଶିଥିଲେ। ଲୁଟେରାମାନେ ଲୁଟପାଟ କରିବା ସହ ବୃଦ୍ଧା ଦମ୍ପତିଙ୍କୁ ଆକ୍ରମଣ କରିଥିଲେ…

ନିର୍ମମ ହତ୍ୟାକାଣ୍ଡ : ଛୁରାମାଡ଼ରେ ବାପା…

ଓଏଲ୍ ବ୍ୟୁରୋ : ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଟଙ୍କା ନଦେବାରୁ ନିର୍ମମ ହତ୍ୟାକାଣ୍ଡ। ଛୁରା ମାଡ଼ରେ ବାପା ମୃତ ଏବଂ ପୁଅ ଗୁରୁତର ଭାବେ ଆହତ।  ଘଟଣାଟି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ ଘଟିଛି। ଖବର ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା…

ବହୁ ଚର୍ଚ୍ଚିତ ମମିତା ମେହେର…

ଓଏଲ୍ ବ୍ୟୁରୋ: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ। ମହାଲିଙ୍ଗ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଓ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଅଧ୍ୟକ୍ଷ ରଂଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନଙ୍କୁ ପୁଲିସ ମମିତା ମେହେରଙ୍କ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଗିରଫ କରିଛି…

ପ୍ରେମ ପାଇଁ ଗଡ଼ିଲା ମୁଣ୍ଡ, ପ୍ରେମିକାର…

ଓଏଲ୍ ବ୍ୟୁରୋ : ପ୍ରେମ ପାଇଁ ଜୀବନ ନେଲା ପ୍ରେମିକ। ପ୍ରେମରେ ବିଫଳ ହେବାରୁ ପ୍ରେମିକ ଘଟାଇଛି ବର୍ବର କାଣ୍ଡ। ନିଜ ପ୍ରେମରେ ବିଫଳ ହେବାରୁ ପ୍ରେମିକ ଜଣକ ପ୍ରେମିକାର ଭାଇକୁ କଟୁରିରେ ହାଣି ମାରିଦେଇଥିବାବେଳେ ଯୁବତୀଙ୍କ ବାପା ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି…