Odisha Link
Bridging the Missing Links in Odisha
Browsing Tag

Murder case

ଅନ୍ଧବିଶ୍ୱାସରୁ ଭୟଙ୍କର ହତ୍ୟାକାଣ୍ଡ

ଓଏଲ୍ ବ୍ୟୁରୋ : ସତରେ କଣ ଅନ୍ଧବିଶ୍ୱାସ ଏବେ ବି ଅଛି ଦୁନିଆଁରେ । ଏକ ହତ୍ୟାକାଣ୍ଡରୁ ଅନ୍ଧବିଶ୍ବାସ କଥା ସାମ୍ନାକୁ ଆସିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଗୁଣି ଗାରେଡି ବୋଲି ସନ୍ଦେହ କରାଯାଉଛି । ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ । ସାରଜମଡ଼ିହି ଗାଁର…

ପ୍ରିୟଙ୍କା ହତ୍ୟା ମାମଲା: ପ୍ରେମ…

ଭୁବନେଶ୍ବର: ଭୁବନେଶ୍ବର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣା ପଛରେ ରହିଛି ପ୍ରେମ ସଂପର୍କ। ଏନେଇ ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି ମୃତ ମହିଳା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କ ସହ ଜଗନ୍ନାଥର ପ୍ରେମ ସମ୍ପର୍କ ଥିଲା। ବିବାହ…

ଭୁବନେଶ୍ୱରରେ ହତ୍ୟାକାଣ୍ଡ , ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପହରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ। ଏହି ହତ୍ୟାକାଣ୍ଡଟି ନୟାପଲ୍ଲୀ ଭିଆଇପି ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ସାଲିଆସାହି ଜଟିଆ । ମୃତକ ଓ ଆକ୍ରମଣକାରୀ ଗୋଟିଏ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ…

ଜୟପୁର: ଜୟପୁରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ୪୮ଘଣ୍ଟା ମଧ୍ୟରେ ଅଭିଯୁକୁ କାବୁ କରିଛି ଟାଉନ୍‌ ଥାନା ପୁଲିସ । ଅଭିଯୁକ୍ତ ହେଲେ ଚନ୍ଦ୍ରଙ୍କ ବନ୍ଧୁ ଜଗନ୍ନାଥ ଗାଦବା। ପ୍ରକାଶ ଯେ, ଗତ ୨୧ତାରିଖରେ କୁମ୍ଭାରସାହି ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ…

ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ,…

ସାଲେପୁର: ସାଲେପୁର ଥାନା ମାଛୁଆତି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସତ୍ୟପ୍ରକାଶ ମଲ୍ଲିକ। ପୁଲିସ ଅଭିଯୁକ୍ତ ନାବାଳକ ଓ ତାର ମାଆକୁ ଥାନାରେ ଅଟକ ରଖିଛି । ସୂଚନା ଅନୁସାରେ, ଗତକାଲି ରାତିରେ ସତ୍ୟାପ୍ରକାଶ ମଲ୍ଲିକଙ୍କୁ…

ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ପୂଜାରିଗୁଡ଼ାଭରଣୀ ଓ ଚିକଲପଦର ମୁଖ୍ୟରାସ୍ତାରେ ଏକ ଅଭାବନୀୟ ଘଟଣା ଘଟିଛି। ପରକିୟୀ ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ମୃତକ ଜଣକ ହେଲେ ଚୁମକି ମଣ୍ଡଳ। ସ୍ତ୍ରୀର ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛି ସ୍ୱାମୀ । ହତ୍ୟାକାଣ୍ଡ ପରେ…

ରେଳ ଷ୍ଟେସନରୁ ମୃତ ଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ରେଳ ଷ୍ଟେସନରୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ଭଗବାନ ମହାନ୍ତି ବୋଲି ଜଣାପଡ଼ିଛି। ସେ ଅବସର ପରେ ଏଠାରେ ରେଳ ବିଭାଗରେ ଜଣେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ମୃତକଙ୍କ ଘର ଭଦ୍ରକ ଜିଲ୍ଲାର ବାସୁଦେବପୁରର ପଢ଼ୁଆଁ ପଞ୍ଚାୟତରେ ବୋଲି…

ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିର: ବଦଳିଲେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ। ମନୀଷଙ୍କ ବଦଳରେ ୱାଇ ବିଜୟଙ୍କୁ ମାଲକାନଗିରିର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ…

ମାଲକାନଗିରି ଜିଲ୍ଲାପାଳ ହତ୍ୟା ଅଭିଯୁକ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା ନୂଆ ମୋଡ଼ ନେଇଛି। ପୂର୍ବରୁ ପୁଲିସ ଏହି ଘଟଣାକୁ ଆତ୍ମହତ୍ୟା ମାମଲା ଭାବେ ତଦନ୍ତ କରୁଥିଲା। ହେଲେ ମାଲକାନଗିରି ଏସ୍‌ଡିଜେଏମଙ୍କ ନିର୍ଦ୍ଦେଶ କ୍ରମେ ଶେଷରେ ହତ୍ୟା ମାମଲା ରୁଜୁ ହୋଇଛି। ରୁଜୁ…

ମିଠା ବ୍ୟବସାୟୀଙ୍କୁ ସୁପାରୀ କିଲର…

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍କୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସୁପାରି କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା। ଅଗ୍ରୀମ…