Odisha Link
Bridging the Missing Links in Odisha
Browsing Tag

Murder

ଠିକାଦାରଙ୍କୁ ମାରି ଗାଡ଼ି ପୋଡ଼ିଦେଲେ…

ମାଲକାନଗିରି: ମାଥିଲି ଗୋଲିଆଗୁଡ଼ାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମରେ ନିୟୋଜିତ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ…

ଭଉଣୀ ହତ୍ୟାକଲା ଭାଇ, ପରିବାରର ୧୨ ଜଣ…

କଳାହାଣ୍ଡି: ଭାଇ ଭଉଣୀ ସମ୍ପର୍କରେ କଳଙ୍କ। ଭଉଣୀକୁ ହତ୍ୟା କଲା ଭାଇ। ଘଟଣାକୁ ଚପାଇବାକୁ ପରିବାର ଲୋକ ଶବଦାହରେ ସହଯୋଗ କରିଥିବା ଅଭିଯୋଗରେ ୧୨ଜଣ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଶ୍ବନାଥପୁର ଥାନା ଦାରପଟା ଗାଁରେ। ଗତ ୭ ତାରିଖରେ ମୃତକ ଅନୀତା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା।…

ହାତଗୋଡ଼ ବାନ୍ଧି ଗାଡ଼ି ମଡ଼େଇ ହତ୍ୟା

ଝାରସୁଗୁଡ଼ା: ହାତଗୋଡ଼ ବାନ୍ଧି ଗାଡି ମଡ଼େଇ ହତ୍ୟା। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଏକଳି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ତାଙ୍କ ଉପରେ ଗାଡ଼ି ଚଳାଇ ହତ୍ୟା କରାଯାଇଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ -କନିକା ରାସ୍ତା ଉପରେ…

ଖାସି ମାଂସ ନେଲା ଜୀବନ

ରାଉରକେଲା: ଖାସି ମାଂସ ନେଲା ଜୀବନ। ଖାସି ମାଂସ ପାଇଁ ହତ୍ୟା। ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି। ମୃତକ ଆରଏସ୍‌ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି। ମାଂସ ବେପାରୀ ପଦ୍ମଲୋଚନଙ୍କୁ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି। ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି…

ପୂର୍ବ ବିବାଦକୁ କେନ୍ଦ୍ର କରି…

ତରଭା: ଦଇତପୁର ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ ପୀତାମ୍ବର ମହାକୁର। ପୂର୍ବ ବିବାଦରୁ ଏହି ହତ୍ୟାକାଣ୍ଡଟି ହୋଇଛି। ସୂଚନା ଅନୁସାରେ, ଗତ ରାତି ପ୍ରାୟ ୮.୩୦ରେ ଚାରିପାଞ୍ଚ ଜଣ ବ୍ୟକ୍ତି ତାଙ୍କୁ ଘରୁ ଟାଣି ଆଣି ଟାଙ୍ଗିଆ,…

ସ୍ତ୍ରୀକୁ କୁରାଢ଼ିରେ ଛେଚି ହତ୍ୟାକଲା…

ମୟୂରଭଞ୍ଜ: ସ୍ତ୍ରୀକୁ କୁରାଢ଼ିରେ ଛେଚି ନିର୍ମମ ଭାବେ ହତ୍ୟାକଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ଘଟିଛି। ଏହିମାମଲାରେ ହତ୍ୟାକାରୀ ସ୍ୱାମୀ (୫୨) ଶିବପ୍ରସାଦ ମହାନ୍ତକୁ ପୁଲିସ ଗିରଫ କରି ପଚରାଉଚୁରା କରୁଛି। ୧୭୯/୨୦ରେ ମାମଲା ରୁଜୁ କରାଯାଇ…

ସଇତାନ୍‌ ମାମୁଁ: ଦୁଷ୍କର୍ମ ପରେ ୫ ବର୍ଷର…

ଭୁବନେଶ୍ବର: ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀକୁ ଗିରଫ କରିଛି ପୁଲିସ। ହତ୍ୟାକାରୀ ଜଣକ ଯାଜପୁର ଜିଲ୍ଲାର କାଳିଆପାଣି ଗାଁର ଶଙ୍କର ଦେହୁରୀ। ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାପରେ ଧରା ପଡିଯିବା ଭୟରେ…

ସ୍ତ୍ରୀର ଗଳା କାଟିଲା ମଦ୍ୟପ ସ୍ୱାମୀ

କୋରାପୁଟ: ସ୍ତ୍ରୀର ଗଳା କାଟି ହତ୍ୟାକଲା ମଦ୍ୟପ ସ୍ୱାମୀ। ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ସଦର ଥାନା ଧଉଡ଼ାପଦର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତା ମହିଳା ଜଣଙ୍କ ହେଲେ ପାର୍ବତୀ କମାର(୨୪)। ଏହି ଘଟଣାରେ ପୁଲିସ୍‌ ତାଙ୍କ ସ୍ୱାମୀ କାର୍ତ୍ତିକ ଟାକରି(୨୮)ଙ୍କୁ ଗିରଫ କରିଛି।…

ବାଣୀବିହାର କ୍ୟାମ୍ପସରେ ଶ୍ରମିକଙ୍କୁ…

ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ୍‌ରେ ହତ୍ୟାକାଣ୍ଡ। କ୍ୟାମ୍ପସର ନିର୍ମାଣଧୀନ ବିଲ୍ଡିଂ ପରିସରରେ ଜଣେ ଶ୍ରମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଫେରାର ହୋଇଯାଇଛି। ମୃତ ଶ୍ରମିକ ହେଲେ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଗୁଜୁରାମ ସିଂ। ସହିଦନଗର ଥାନା ପୋଲିସ…

ସଇତାନ୍‌ ବାପା: ୪ବର୍ଷର ଝିଅକୁ ହତ୍ୟା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଗାଜିଆବାଦ ଅଞ୍ଚଳରେ ଅଭାବନୀୟ ଘଟଣା। ବାପା ସାଜିଲା ସଇତାନ୍‌। ନିଜ ଝିଅକୁ ତଣ୍ଟି ଚିପି ଚତ୍ୟା କରିଛି। ଗାଜିଆବାଦ ଖୋଡାରେ ରହୁଥିବା ଜଣେ ଅଟୋଚାଳକ ତା’ ଚାରି ବର୍ଷ ଝିଅକୁ ହତ୍ୟା କରିଛି। ଏହା ସହ ଝିଅର ମୃତ ଦେହକୁ ଧରି ଅଟୋ​ରେ ବୁଲିଛି। ଘଟଣା ବାବଦରେ ଅଭିଯୁକ୍ତର ଭାଇ…