Odisha Link
Bridging the Missing Links in Odisha
Browsing Tag

Narasingha Mishra

ବିଧାନସଭା: ନରସିଂହଙ୍କ ପ୍ରଶ୍ନର ଉତ୍ତର…

ଭୁବନେଶ୍ବର: ଆଜି ବିଧାନସଭାର ପ୍ରଶ୍ନକାଳ ସମୟରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାନ ବିକ୍ରି ପ୍ରସଙ୍ଗକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ। ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ ଯେ, ଧାନ କିଣା ଆରମ୍ଭ ହୋଇନାହିଁ ହେଲେ ମିଲ ଭିତରେ ଧାନ ଆସିଲା କେଉଁଠୁ। ବଲାଙ୍ଗିରର ଦୁଇଟି ମିଲରେ ଧାନ…

କ୍ଷମା ମାଗିବାର ପ୍ରଶ୍ନ ଉଠୁନି: ନରସିଂହ

ଭୁବନେଶ୍ୱର: ଯାହା କହିଛି ଠିକ କହିଛି। କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଶଙ୍କରାଚାର୍ଯ୍ୟଙ୍କ ସମ୍ପର୍କରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରେ ପରେ ଏଭଳି ରୋକଠୋକ ଜବାବ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଶ୍ରୀ ମିଶ୍ର କହିଛନ୍ତି ଯେ, ମୁଁ ଯାହା କହିଛି…

ରାଜ୍ୟରେ ଅଭାବୀ ଧାନ ବିକ୍ରି: ନରସିଂହ…

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ ମିଶ୍ର। ୧୫କୁ ଧାନ କିଣିବା ହେବା କଥା ୧୮ ତାରଖ ହେଲାଣି ଧାନ କିଣା ହୋଇ ପାରୁ ନାହିଁ। ଧାନ କିଣା ଆରମ୍ଭ ହୋଇ ନ ଥିଲେ ବି ମିଲକୁ ଧାନ ଆସିଲାଣି। ୟା ର ଅର୍ଥ ରାଜ୍ୟରେ ଅଭାବୀ ଧାନ ବିକ୍ରି ଆରମ୍ଭ ହୋଇ ଗଲାଣି। ପ୍ରଶାସନ ନୀରବ…

ଗାନ୍ଧିଜୀଙ୍କ ସମ୍ପର୍କରେ ସରକାର ଭୁଲ…

ଭୁବନେଶ୍ଵର: ବିଧାନସଭା ଆରମ୍ଭ ହେବାର ଦୁଇଦିନ ପରେ ଶୁକ୍ରବାର ଗୃହ କାର୍ଯ୍ୟ ସ୍ବାଭାବିକ ଭାବେ ଜାରି ରହିଛି। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି। ଓଡ଼ିଶା ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଭୁଲ ତଥ୍ୟ ପ୍ରକାଶ କରିଛନ୍ତି। ଗାନ୍ଧିଜୀଙ୍କୁ ନାଥୁରାମ ଗୋଡ୍‌ସେ ହତ୍ୟା କରିଥିଲେ ହେଁ…

କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ: ନରସିଂହ

ଭୁବନେଶ୍ବର: ମୁଲତବି ଆଲୋଚନାରେ ବର୍ଷିଲେ କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର। ଯାଜପୁର ସ୍ମିତାରାଣୀ ଘଟଣାକୁ ନେଇ ବାରମ୍ବାର ଗୃହ ମୁଲତବି ହେଉଛି। ଗୃହର କୌଣସି କାର୍ଯ୍ୟ ଆଗକୁ ଯାଇ ପାରୁନାହିଁ। ଏହି ଘଟଣାକୁ ନେଇ କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ନରସିଂହ…

କୁଆଡ଼େ ଗଲା ଓଡ଼ିଶା ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ର ଉଲ୍ଲଂଘନ ହେଉଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହି ଆଇନ ଅନୁସାରେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ସେମାନଙ୍କ ଅଡିଟ୍ ରିପୋର୍ଟ ଗୃହରେ ଉପସ୍ଥାପନ କରୁନାହାନ୍ତି। ବିଗତ ୨୦ ବର୍ଷ ଧରି…