Odisha Link
Bridging the Missing Links in Odisha
Browsing Tag

Narasingha Mishra

ଆଉ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର,…

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୀତି ପାଣିପାଗ ସେତେ ଉଷ୍ମ ହେବାରେ ଲାଗିଛି। ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ଥିବା ବେଳେ କଂଗ୍ରେସର ଭେଟେରାନ୍‌ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରିଛନ୍ତି ବଡ଼ ଘୋଷଣା। ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମକୁ…

‘ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଦାବି…

ଓଏଲ୍‌ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ମଧ୍ୟରେ ରାଜ୍ୟ ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଥିଲେ।…

କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ…

ଭୁବନେଶ୍ବର: କଂଗ୍ରେସ ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ ହୋଇଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ନରସିଂହ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି। ତେବେ କରୋନା ପଜିଟିଭ ଆସିବା ପରେ ଏବେ ସଙ୍ଗରୋଧରେ ରହିଛନ୍ତି ନରସିଂହ ମିଶ୍ର।…

ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ :…

ଭୁବନେଶ୍ଵର: ବର୍ତ୍ତମାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଛି। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି। ଡାକ୍ତର ପ୍ରଶାନ୍ତ କୁମାର ସାହୁ ସୂଚନା…

ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ। ସିବିଆଇ ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ନରସିଂହ ମିଶ୍ର। ଆଜି କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ସିବିଆଇର ନିଷ୍କ୍ରିୟତା ବିରୋଧରେ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଥିଲା। ଏକ ଖୋଲା ଜିପରେ…

‘ପରୀ’ ହତ୍ୟା ମାମଲା: ନରସିଂହଙ୍କୁ…

ଭୁବନେଶ୍ୱର: ‘ପରୀ’ ହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ କଂଗ୍ରେସର ଦଳ ଭିତରେ ଥିବା କନ୍ଦଳ ସାମ୍ନାକୁ ଆସିଛି। ପରୀ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଶ୍ରୀ ସାଲୁଜା ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିବା ସହ ପରୀ ପ୍ରସଙ୍ଗରେ ଗୃହରେ ଚୁପ ରହିବାର କାରଣ…

ଜଙ୍ଗଲ ରାଜ୍‌ ଚାଲିଛି: ନରସିଂହ

ଭୁବନେଶ୍ବର: ହାଜତ ମୃତ୍ୟୁ ଅଭିଯୋଗ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ନରସିଂହ କହିଛନ୍ତି ଯେ, ରାଜ୍ୟରେ ଆଇନ ବ୍ୟବସ୍ଥା ଭୂଶୁଡ଼ି ପଡ଼ିଛି। ଜଙ୍ଗଲ ରାଜ୍‌ ଶାସନ ଚାଲିଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ କି ଭିଡିଓ ପନଫରେନସିଂରେ ଉତ୍ତର ରଖିଲେ ନାହିଁ। ଦୁଇଟି ଜାଗାରେ…

ଆଜିର ଦିନ ଅମାବାସ୍ୟାର ଦିନ: ନରସିଂହ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍‌ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।ନରସିଂହ କହିଛନ୍ତି ଯେ, ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ। ଆଜିର ଦିନ ଏକ କଳା ଦିନ। ଏହି ଆଇନ ଏକ କଳା ଆଇନ ହେବ। ନୂଆ ବିଲ୍‌ ଦ୍ବାରା ବିଶ୍ବବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ।…

ତଥ୍ୟ ଓ ବାସ୍ତବତା ଭିନ୍ନ : ନରସିଂହ

ଭୁବନେଶ୍ବର: କୋଭିଡ୍‌ ତଥ୍ୟ ବାସ୍ତବତା ଠାରୁ ଭିନ୍ନ ବୋଲି କହିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ସମ୍ପୂର୍ଣ୍ଣ ସିଷ୍ଟମ ଫେଲ ମାରିଛି କୋମାରେ ସରକାର। ଯେଉଁଠି ଟେଷ୍ଟ ହେଉଛି ସେଠି ୪ ଦିନ ପରେ ରିପୋର୍ଟ ଆସୁଛି। ଫଲ୍ସ କ୍ରେଡିଟ ନେବା ପାଇଁ ପ୍ରୟାସ ଜାରି ରହିଛି। ଚିକିତ୍ସାର ସୁବିଧା ନାହିଁ ବୋଲି…

ଯେତେ ଚାପ ସେତେ ସିଟ୍: ନରସିଂହ

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ଆମ ପାଖରେ ସଂଖ୍ୟା ନାହିଁ। କେବେଳ ବାମ ଦଳ ସମର୍ଥନରେ କଂଗ୍ରେସ ପ୍ରାର୍ଥୀ ଦେଇପାରିବ। ଦଳର ଶୀର୍ଷ ନେତୃତ୍ବ ଏ ସଂପର୍କରେ…