ଇତିହାସ ରଚିଲା ଆମେରିକା, ଲଞ୍ଚ ହେଲା…
ଓ୍ବାଶିଂଟନ: ଖରାପ ପାଖ କାରଣରୁ ୩ଦିନ ପୂର୍ବରୁ ଆମେରିକା ମହାକାଶ ଜଗତରେ ଇତିହାସ ଲେଖିବା ପୂର୍ବରୁ ଅଟକି ଯାଇଥିଲା। ହେଲେ ଆଜି ମେ ୩୧ରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ଘରୋଇ ମହାକାଶଯାନ ଡ୍ରାଗନ୍ ୨ଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍କୁ ଉଡ଼ାଣ ଭରିଛି।…