Odisha Link
Bridging the Missing Links in Odisha
Browsing Tag

Nizamuddin

ଯାଜପୁର: ସରକାରୀ ଅଧିକାରୀଙ୍କୁ ଆକ୍ରମଣ…

ଯାଜପୁର: ଯାଜପୁର ଜିଲ୍ଲାରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି। ଜଣେ ନିଜାମୁଦ୍ଦିନ ମର୍କାଜ ଫେରନ୍ତା ଓ ତାଙ୍କର ସହଯୋଗୀମାନେ ୨ ଜଣ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଓ ଅଟକ ରଖିଥିବା ଅଭିଯୋଗ ହୋଇଛି। ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ମର୍କାଜ୍‌ ଫେରନ୍ତା ଓ ତାଙ୍କର ଆଉ ୨…

ତାବ୍‌ଲିଘି ଜମାତ୍‌: ଆନ୍ଧ୍ରପ୍ରଦେଶରେ ୪୦…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ଶୁଶୁ-କିଶୋର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ୩ରୁ ୧୭ ବର୍ଷ ବୟସ ମଧ୍ୟରେ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ଜଣାପଡ଼ିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୨୪ ଜଣ ମହିଳା ଅଛନ୍ତି। ସମସ୍ତ ଶିଶୁ ତାବ୍‌ଲିଘି ଜମାତ୍‌…

ଭାରତର କରୋନା ଗଡ଼ ନିଜାମୁଦ୍ଦିନ ଓ ୮ଟି…

ଶୁଭ୍ରାଂଶୁ ପଣ୍ଡା ବିଶ୍ବର ଅନ୍ୟତମ ପ୍ରସିଦ୍ଧ ଖବର ପୋର୍ଟାଲ ଅଲ୍‌ଜଜିରା ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନିଭାମୁଦ୍ଦିନ୍‌ ତାବ୍ଲିଘି ମର୍କାଜ୍‌ ସହ ଜଡ଼ିତ। ଯଦି ଏହାକୁ ଆଧାରକୁ ନିଆଯାଏ ତେବେ ଦେଶର ପ୍ରାୟ ଏକ ତୃତୀୟାଂଶ କରୋନା ସଂକ୍ରମିତ ବ୍ୟକ୍ତି…

ତାବ୍ଲିଘି ମୁଖ୍ୟଙ୍କୁ ଠାବ କଲା ପୁଲିସ,…

ନୂଆଦିଲ୍ଲୀ: ତାବ୍ଲିଘି ଜମାତ୍‌ ମର୍କାଜା ଆୟୋଜନର ମୁଖ୍ୟ ମୁଖ୍ୟ କୁହାଯାଉଥିବା ମୌଲାମ ମହମ୍ମଦ ସାଦ୍‌ଙ୍କ ସନ୍ଧାନ ପାଇଛି ଦିଲ୍ଲୀ ପୁଲିସ। ମୌଲାନା ଏବେ ସଙ୍ଗରୋଧରେ ଥିବା ବେଳେ ଏହି ଅବଧି ଶେଷହେଲେ ତାଙ୍କୁ ପଚରାଉଚରା ପାଇଁ ଅଣାଯିବ। ଲକ୍‌ଡାଉନ୍‌ ନିୟମ ଅମାନ୍ୟ କରି ସହସ୍ରାଧିକ ଶ୍ରଦ୍ଧାଳୁଙ୍କୁ ଏକାଠି…

ଆସନ୍ତା ୪୮ ଘଣ୍ଟା ଜଟିଳ: ନିଜାମୁଦ୍ଦିନ…

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ୩ ଜଣ ନିଜାମୁଦ୍ଦିନ ମର୍କାଭ ଫେରନ୍ତା କୋଭିଡ୍‌ ପଜିଟିଭି ମିଳିବା ପରେ ସରକାରଙ୍କ ତତ୍ପରତା ବଢ଼ିଯାଇଛି। ରାଜ୍ୟରେ ନିଜାମୁଦ୍ଦିନ-ସମ୍ପର୍କ ନେଇ ଅଧିକ ସକ୍ରିୟ ହେବାକୁ ଜିଲ୍ଲାପାଳମାଡ଼ଭ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍।…

ପାପ କରିଛ, ଆଲ୍ଲା ରାଗିଛନ୍ତି: ମର୍କାଜ୍‌…

ଭୁବନେଶ୍ବର: ଫେରାର୍‌ ଥିବା ତାବ୍‌ଲିଘି ଜମାତ୍‌ ମର୍କାଜ୍‌ ମୁଖ୍ୟ ମୌଲାନା ମହମ୍ମଦ ସାଦ୍‌ଙ୍କର ପୁଣି ଏକ ଅଡିଓ ଆସିଛି। ପୂର୍ବରୁ ଅଡିଓରେ ଲକ୍‌ଡାଉନ୍‌ ଅମାନ୍ୟ କରିବା ପାଇଁ ଅନୁଗାମୀଙ୍କୁ ଉପଦେଶ ଦେଇଥିବା ମୌଲାନା ଏହି ଦ୍ବିତୀୟ ଅଡିଓରେ 'ଆଲ୍ଲା ରାଗିଛନ୍ତି' ବୋଲି ମତ ଦେଇଛନ୍ତି। ବର୍ତ୍ତାମନ…

ନିଜାମୁଦ୍ଦିନ ଫେରନ୍ତାଙ୍କୁ…

ଭୁବନେଶ୍ବର: ମହାମାରୀ କରୋନାକୁ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାକୁ ହରାଇବା ପାଇଁ ନବୀନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। କେବଳ ସଚେତନ ହେଲେ ହିଁ କରୋନାକୁ ରୋକି ହେବ। ନଡରି କରୋନାର ମୁକାବିଲା କରିବା ପାଇଁ ରାଜ୍ୟବାସୀଙ୍କୁ…

ଓଡ଼ିଶାରେ ୩ ଆକ୍ରାନ୍ତ ନିଜାମୁଦ୍ଦିନ…

ଭୁବନେଶ୍ବର: ଓଡ଼ିଶାରେ ଗତକାଲି ସର୍ବାଧିକ ୧୫ ଜଣଙ୍କ କୋଭିଡ୍‌ ପରୀକ୍ଷଣ ରିପୋର୍ଟ ପଜିଟିଭ୍‌ ଆସିଥିବା ବେଳେ ଏମାନଙ୍କ ମଧ୍ୟରୁ ୩ ଜଣ ଦିଲ୍ଲୀ ନିଜାମୁଦ୍ଦିନ୍‌ ଦରଘାରେ ମର୍କାଜ ଭାଗନେଇ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ରାଜ୍ୟରେ ୨ ତାରିଖ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୫ ଥିବା…

୬ଷ୍ଟ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ…

ଭୁବନେଶ୍ବର: ଆଜି ସକାଳେ କଟକରୁ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ସେ ଦିଲ୍ଲୀର ନିଜାମୁଦ୍ଦିନ ତବ୍ଲିଘ୍‌ ଜମାତରେ ଯୋଗଦେଇ ଫେରିଥିଲେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ରାଜ୍ୟରୁ ମୋଟ ୬୭…

ନିଜ୍ଜାମୁଦିନ୍‌ କରୋନା ସଂକ୍ରମଣ:…

ଭୁବନେଶ୍ବର: ଦିଲ୍ଲୀର ନିଜାମୁଦ୍ଦିନ୍‌ ଦରଘା କରୋନାରୁ କରୋନା ସଂକ୍ରମଣ ସାରା ଦେଶକୁ ବ୍ୟାପିଥିବା ବେଳେ ଏହି ଧର୍ମସଭାରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଓଡ଼ିଶରୁ ଏଯାବତ୍‌ ୨୭ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣଙ୍କର କୋଭିଡ୍-୧୯ ପରୀକ୍ଷଣ କରାଯାଇଥିବା ବେଳେ ସମସ୍ତ ରିପୋର୍ଟ…