Odisha Link
Bridging the Missing Links in Odisha
Browsing Tag

Odisha Govt

ଆଗକୁ ନିର୍ବାଚନ; ମାସକରେ ବଦଳିଲେଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସ ବାକିଥିବା ବେଳେ ରାଜ୍ୟ ସରକାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର। ପୁଣିଥରେ ୫୩ ଜଣ ଓଏଏସ୍‌ ଅଫିସରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହକ…

୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ…

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଲେ ୫-ଟି ସଚିବ ଭିକେ ପାଣ୍ଡିଆନ୍। ଅବସର ନେବାର ୨୪ ଘଣ୍ଟା ନପୁରୁଣୁ ଶ୍ରୀ ପାଣ୍ଡିଆନଙ୍କୁ ଗୁରୁଦାୟିତ୍ବ ଦେଲେ ଓଡ଼ିଶା ସରକାର।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ମସିହା ବ୍ୟାଚ୍‌ ଆଇଏଏସ୍‌ ଅଫିସର ଭିକେ ପାଣ୍ଡିଆନଙ୍କୁ ସରକାରୀ…

ବଦଳିଲେ ୭ ଓଏଏସ୍‌; ବିଶାଲ ଦେବଙ୍କୁ…

ଭୁବନେଶ୍ବର: ୭ ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ବଦଳି କରିଲେ ରାଜ୍ୟ ସରକାର। ଏଥିସହିତ ବରିଷ୍ଠ ଆଇଏଏସ୍‌ ତଥା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କୁ ମିଳିଛି ଅତିରିକ୍ତ ନୂଆ ଦାୟିତ୍ବ। ଶ୍ରୀ ଦେବଙ୍କୁ ଅତିରିକ୍ତ ଦାୟତ୍ବ ଭାବେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଓ…

ଆସନ୍ତା ୨୦ରୁ ରାଜ୍ୟରେ ବସ୍‌ ଧର୍ମଘଟ

ଓଏଲ୍‌ ବ୍ୟୁଲୋ: ସରକାରଙ୍କ ସହ ଆଲୋଚନା ବିଫଳ ହେବା ଏବଂ ଦାବି ପୂରଣ ନହେବାରୁ ଘରୋଇ ବସ୍‌ ମାଲିକ ସଂଘ ବସ୍‌ ଧର୍ମଘଟ ଡାକରା ଦେଇଛି। ଆସନ୍ତା ୨୦ ତାରିଖ ଅର୍ଥାତ ଶୁକ୍ରବାରଠୁ ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ କହିଛି। ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସଂଘ ଏଭଳି ନିଷ୍ପତି…

ଆଜି ‘ଲକ୍ଷ୍ମୀ’ ବସ୍‌…

ଓଏଲ୍‌ ବ୍ୟୁରୋ: ଏଣିକି ପଞ୍ଚାୟତରୁ ବ୍ଲକ୍, ସଦରମହକୁମା ଓ ରାଜଧାନୀକୁ ଯିିବା ହେବ ସହଜ। କାରଣ ଆଜିଠୁ ଗ୍ରାମାଞ୍ଚଳରେ ଗଡ଼ିବ 'ଲକ୍ଷ୍ମୀ'।ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପ୍ରଥମ ଦିନରେ ଗଡିବ ୩୬ଟି ବସ। ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ…

ସ୍ୱାଧୀନତା ଦିବସ: ଜାଣନ୍ତୁ ରାଜ୍ୟରେ କିଏ…

ଓଏଲ୍‌ ବ୍ୟୁରୋ: ଆଉମାତ୍ର ୪ ଦିନ ପରେ ସାରା ଦେଶରେ ପାଳନ ହେବ ସ୍ବାଧୀନତା ଦିବସ। ଗଣତନ୍ତ୍ରର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ…

‘ମୋ-ଘର’ ଯୋଜନା ପାଇଁ ଆଜିିଠୁ ଆବେଦନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମୋ-ଘର ଯୋଜନାରେ ସହାୟତା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଆବେଦନ। ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିିବେ ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ। ମୋ ଘର ଯୋଜନାରେ ଆବେଦନ ପାଇଁ ଏକ…

ସବୁଠୁ ଧନୀ ନବୀନ, ସବୁଠୁ ଗରିବ ପ୍ରଫୁଲ୍ଲ

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତି ରାଜ୍ୟ ସରକାର। ୮ ମାସ ପରେ ପୁଣିଥରେ ପ୍ରକାଶ ପାଇଛି ମନ୍ତ୍ରୀମାନଙ୍କ ସମ୍ପତ୍ତି ତାଲିକା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବ୍‌ସାଇଟ୍‌ରେ ଏହି ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ମନ୍ତ୍ରିମଣ୍ଡଳରେ…

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ,…

ଭୁବନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ କରିଛନ୍ତି ବଡ଼ଧରଣର ଅଦଳବଦଳ।୫ ଜିଲ୍ଲାର ଆରକ୍ଷି ଅଧିକ୍ଷକଙ୍କ ସହ ମୋଟ ୧୮ ଜଣ ଆଇପିଏସ୍‌ଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଏସପି ବଦଳି ହୋଇ ମୟୂରଭଞ୍ଜ ଏସପି ହେଲେ ବି ଗଙ୍ଗାଧର। ସେହିପରି ମୁକେଶ ଭମୁ ହେଲେ ସମ୍ବଲପୁର ଏସପି। ମିତ୍ରଭାନୁ…

ମନ୍ତ୍ରୀ ଓ ସରକାରୀ ବାବୁ ଚଢ଼ିବେ…

ଭୁବନେଶ୍ବର: ଏଣିକି ରାଜ୍ୟର ସମସ୍ତ ମନ୍ତ୍ରୀ ଓ ସରକାରୀ ବାବୁ ଚଢ଼ିବେ ହାଇବ୍ରିଡ ଗାଡ଼ି।ଏ ନେଇ ପରିବହନ କମିସନରଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏ ନେଇ ଅର୍ଥ ବିଭାଗର…