Odisha Link
Bridging the Missing Links in Odisha
Browsing Tag

Odisha Govt

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ…

ଭୁବନେଶ୍ବର: ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜଣେ…

ବିଧାନସଭା: ୨ ବର୍ଷରେ ଓଡ଼ିଶା ନେତାଙ୍କ…

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭା। ବଜେଟ ଅଧିବେଶନର ଦ୍ବିତୀୟ ଚରଣରେ ସୁରୁଖୁରରେ ଚାଲିଛି ଗୃହକାର୍ଯ୍ୟ। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିମାନ ଗସ୍ତ ବାବଦକୁ ଅର୍ଥ ବ୍ୟୟ ପ୍ରସଙ୍ଗରେ ପଶ୍ନ କରିଥିଲେ। ସେ କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ…

ଓଡ଼ିଶା ପାଳୁଛି ମାଣ୍ଡିଆ ଦିବସ

ଓଏଲ ବ୍ୟୁରୋ : କୃଷକ ଓ କୃଷି ପ୍ରଧାନ ରାଜ୍ୟରେ ରାଜ୍ୟ ସରକାରଙ୍କ ଅତୁଳନୀୟ ଅବଦାନ । ଆଜି ହେଉଛି ମାର୍ଗଶିର ମାସ ପ୍ରଥମ ଗୁରୁବାର। ଏହି ଅବସରରେ ଆଜିଠୁ ମାଣ୍ଡିଆ ଦିବସ ପାଳନ ହେଉଛି ସାରା ରାଜ୍ୟରେ । ମାଣ୍ଡିଆ ଚାଷ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ହେଉଥିବାର ସୂଚନା ମିଳିଛି । ରାଜ୍ୟ ସରକାରଙ୍କ ଚାଷ ଉପରେ…

ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି”…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନେଇଛନ୍ତ ବଡ଼ ପଦକ୍ଷେପ। ଏଣିକି ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି” ଦେବେ ଓଡ଼ିଶା ସରକାର। ଯାହା ସାରା ଦେଶରେ ପ୍ରଥମ। ଓଡ଼ିଶା ପୂର୍ବରୁ କେଉଁ ରାଜ୍ୟ ଏଭଳି ଘୋଷଣା…

ଆଇଏଏସ୍‌ ସ୍ତରରେ ଅଦଳବଦଳ, କାହାକୁ କେଉଁ…

ଭୁବନେଶ୍ବର: ଇଂରାଜୀ ନବବର୍ଷର ଦିନକ ପରେ ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ହୋାଇଛି ବିଜ୍ଞପ୍ତି। କୃଷି ଉତ୍ପାଦନ କମିଶନର ଥିବା ରାଜ କୁମାର ଶର୍ମାଙ୍କୁ ଅତିରିକ୍ତ ସଚିବ ଭାବେ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହାଛଡ଼ା ତାଙ୍କୁ ରାଜ୍ୟ…

ସାମାଜିକ ଗଣମାଧ୍ୟମକୁ ଡରୁଛିକି…

ଭୁବନେଶ୍ବର: ୨୧ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ନେତୃତ୍ବରରେ ଓଡ଼ିଶାରେ ଏକ ଜନ କଲ୍ୟାଣକାରୀ ସରକାର ଗଠନ ହୋଇଛି। ନବୀନଙ୍କ ନିର୍ଦ୍ବନ୍ଦ ଶାସନ ପଛରେ ରହିଛି ମାଳ ମାଳ ହିତକର ଯୋଜନା। ଯେଉଁଥିପାଇଁ ଓଡ଼ିଶାରେ ୨୧ ବର୍ଷ ଧରି ଶାସନ କରୁଛନ୍ତି ନବୀନ…

କାହିଁକି ପ୍ରତ୍ୟାହୃତ ହେବ ପଞ୍ଚାୟତ…

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ଆସିଲା ବଡ଼ ଅପଡେଟ୍। ବିଜ୍ଞପ୍ତିକୁ ପ୍ରତ୍ୟାହର କରିବେ ରାଜ୍ୟ ସରକାର। ଏନେଇ ଆଜି ହାଇକୋର୍ଟକୁ ଜଣାଇଛନ୍ତି ସରକାର। ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର।…

BSKY ହିତାଧିକାରୀଙ୍କୁ ୧ ହଜାର ଟଙ୍କାର…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ମାନଙ୍କୁ ଜୀବିକା ପାଇଁ ଏକ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। କୋଭିଡ ସମୟରେ ଗରିବ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ଲାଘବ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଜୁ…

ବର୍ଷା ବିତ୍ପାତ: ୧୩୯ ବ୍ଲକର ୪୯୬୪ ଗାଁ…

ଭୁବନେଶ୍ବର: ଲଗାଣ ବର୍ଷାରେ ଏବେ ରାଜ୍ୟର ସ୍ଥିତି ଅଣାୟତ୍ତ। ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜକୁ ମିଶାଇ ଗତ ୩ଦିନ ଧରି ରାଜ୍ୟରେ ହାରାହାରି ମୋଟ ୧୭୩ମିମି…

କଟକ ଏସ୍‌ସିବି ପୂର୍ବ ଭାରତର ଇକମୋ ହବ୍:…

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ଏକମୋ ମେସିନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ନବୀନ। ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଇକମୋ ମାଗଣା ଚିକିତ୍ସା ସେବା…