Odisha Link
Bridging the Missing Links in Odisha
Browsing Tag

Odisha Link

ଜାନୁଆରୀରୁ ଖୋଲିବ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: କରୋନା ମହାମାରି କାରଣ ଅନେକ ମାସ ଥରି ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ଖୁବ ଶୀଘ୍ର ସ୍କୁଲ ଖୋଲା ଯାବାର ସୂଚନା ମିଳିଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି, ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ସମ୍ଭାବନା ରହିଛି । ମନ୍ତ୍ରୀ ସମୀର ଦାଶ…

ଆଖି ବୁଜିଲେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

କରୋନା କାଳରେ ବଢ଼ିଛି ଓଡ଼ିଶା ଲିଙ୍କ୍‌ର…

ଭୁବନେଶ୍ବର: କରୋନା କାଳରେ ଖବରକାଗଜ ତୁଳନାରେ ଓ୍ବେବ୍‌ ପୋର୍ଟାଲର ପାଠକଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ରାଜ୍ୟର ଅଗ୍ରଣୀ ଓଡ଼ିଆ ଖବର ପୋର୍ଟାଲ ଓଡ଼ିଶା ଲିଙ୍କ୍‌ ଅଭୂତପୂର୍ବ ସଫଳତା ପାଇଛି। ପୂର୍ବରୁ ମାସିକ ୪-୫ ଲକ୍ଷ ଭିୟୁ (views or clicks) ଭିତରେ ସୀମିତ ଥିବା ଏହି ପୋର୍ଟାଲର ଦର୍ଶକ ସଂଖ୍ୟା ଗତ…

ରିୟାଙ୍କ ଓଡ଼ିଶା ଲିଙ୍କ୍‌ ସ୍ପଷ୍ଟ ହୋଇନି…

ଭୁବନେଶ୍ବର: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ରିଆ…

‘ଓଡ଼ିଶା ଲିଙ୍କ୍‌’ରେ…

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଓଡ଼ିଆ ଖବର ପୋର୍ଟାଲ୍‌ ପାଇଁ ଜିଲ୍ଲା ପ୍ରତିନିଧି ଓ ସହର ପ୍ରତିନିଧି ଆବଶ୍ୟକ କରୁଛି। ଡିଜିଟାଲ୍‌ ସାମ୍ବାଦିକତାରେ ଆଗ୍ରହୀ ଯୁବକ-ଯୁବତୀ ନିଜର ସମ୍ପୂର୍ଣ୍ଣ ବାୟୋଡାଟା ନିମ୍ନରେ ଦିଆଯାଇଥିବା ମେଲ୍‌…

ଦ୍ବିତୀୟ ବର୍ଷରେ ପାଦ ଦେଲା ଓଡ଼ିଶା…

ଭୁବନେଶ୍ବର: ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଓଡ଼ିଆ ଖବର ପୋର୍ଟାଲ୍‌ ଓଡ଼ିଶା ଲିଙ୍କ୍ ଆଜି ଦ୍ବିତୀୟ ବର୍ଷରେ ପଦାର୍ପଣ କରିଛି। ୨୦୧୮ ଡିସେମ୍ବର ୨୭ ତାରିଖରେ ଆରମ୍ଭ ହୋଇଥିବା www.odishalink.com ମାତ୍ର ଗୋଟିଏ ବର୍ଷର ଅବଧିରେ ରାଜ୍ୟର ଖବର ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ଜାହିର କରିପାରିଛି।…

ଓଡ଼ିଶା ଲିଙ୍କ କାହିଁକି?

ଅ‍ାଞ୍ଚଳିକ ଖବରକୁ ଅଧିକ ଗୁରୁତ୍ବ ପ୍ରଥମରୁ କହିରଖେ, କାହା ଠାରୁ ନିଜକୁ ଶ୍ରେଷ୍ଠ ବା ଖୁବ୍‌ ବେଶି ପାରିବାର ବୋଲି ଦେଖାଇ ହେବାର ଉଦ୍ଦେଶ୍ୟ ଆମର ଆଦୌ ନାହିଁ। ଏମିତିରେ ନିଜକୁ ନିଜେ ଶ୍ରେଷ୍ଠ ଆଉ ପାରିବାର ବୋଲି କହି ବୁଲୁଥିବା ଗଣମାଧ୍ୟମର ସଂଖ୍ୟା ଓଡ଼ିଶାରେ କିଛି କମ ନୁହେଁ। ତେବେ ରାଜ୍ୟର ଶତାଧିକ…