Odisha Link
Bridging the Missing Links in Odisha
Browsing Tag

Odisha Link

ଶୁକ୍ରବାର ପରିବର୍ତ୍ତେ ଶନିବାର ମହରମ୍‌…

ଓଏଲ୍‌ ବ୍ୟୁରୋ: ଇସଲାମ୍‌ ଧର୍ମାବଲମ୍ବୀଙ୍କ ମହରମ୍‌ ପର୍ବ ପାଇଁ ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ପରିବର୍ତ୍ତେ ଶନିବାରକୁ ଛୁଟି ଘୋଷଣା କରିଛନ୍ତି ସରକାର। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଦିନ ରାଜ୍ୟର…

ଚିଲିକା ବିଧାୟକ ଗିରଫ

ଓଏଲ୍‌ ବ୍ୟୁରୋ: ହସ୍ପିଟାଲରୁ ଡିସଚାର୍ଜ ହେଉ ହେଉ ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ଗିରଫ କରିବାପରେ ଭୁବନେଶ୍ବର କୋର୍ଟରେ ତାଙ୍କୁ ହଜାର କରାଯିବ। ପରେ ତାଙ୍କୁ ବାଣପୁର କୋର୍ଟକୁ ନି୍ଆଯିବ। ପ୍ରଶାନ୍ତଙ୍କ ଗିରଫ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ।…

ଓଡ଼ିଶାରେ ବାହାରିଲେ ଆଉ ୪ ଓମିକ୍ରନ୍…

ଭୁବନେଶ୍ବର: ସାରା ବିଶ୍ବକୁ ଘାରିଛି ଓମିକ୍ରନ୍‌ ଚିନ୍ତା। ଏସବୁ ମଧ୍ୟରେ ଓଡିଶାରୁ ବାହାରିଲେ ଆଉ ୪ଜଣ ଓମିକ୍ରନ୍‌ ଆକ୍ରାନ୍ତ। ରାଜ୍ୟରେ ମୋଟ ୮କୁ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ଆଇଏଲଏସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ରାଜ୍ୟରେ ପ୍ରଥମ ଭାବେ…

କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା…

ନୂଆଦିଲ୍ଲୀ: ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ବୀକୃତି। ୟୁନେସ୍କୋ ଐତିହ୍ୟରେ ସାମିଲ ହେଲା କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା। ୟୁନେସ୍କୋର 'ଇନଟାଞ୍ଜିବୁଲ୍‌ ହେରିଟେଜ୍'ରେ ଦୂର୍ଗାପୂଜାକୁ ମିଳିଛି ସ୍ଥାନ। ଏନେଇ ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି।…

ରାଜଧାନୀରେ ସାପ ବିଷ କାରବାର, ୩ ଅଟକ

ଭୁବନେଶ୍ବର: ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ସାପ ବିଷ ଜବତ କଲା ବନବିଭାଗ। ସାପ ବିକ୍ରି କରିବାକୁ ଏହି ରାକେଟ୍ ଯୋଗାଯୋଗ କରୁଥିଲେ। ସେମାନଙ୍କ ସହିତ ଗ୍ରାହକ ଭାବରେ ଯୋଗାଯୋଗ କରିଥିଲେ। ପ୍ରଥମେ ଜୟଦେବ ବିହାର ଅଞ୍ଚଳର ଏହି ସାପ ବିଷ ବିକ୍ରି କରିବାକୁ ଡିଲ୍ ହେଲା। ତାହା ପରେ ଏହି ରାକେଟ୍…

୨୧ରୁ କୋହଳ ହେବ ମହାପ୍ରଭୁଙ୍କ ଦର୍ଶନର…

ପୁରୀ: ଆସନ୍ତା ୨୧ରୁ ଆଉ ଲୋଡ଼ା ନାହିଁ କରୋନା ନେଗେଟିଭ ରିପୋର୍ଟ । ଏ ନେଇ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। ଏଥି ନିମନ୍ତେ ନୂଆ ନୀତି ନିୟମ ନିର୍ଦ୍ଧାରଣ ହୋଇଛି। ବୟସ୍କ ବ୍ୟକ୍ତିଙ୍କ ଦର୍ଶନ ପାଇଁ ଅଲଗା ଧାଡି ବ୍ୟବସ୍ଥା କରାଯିବ। ଏଥିସହ ସକାଳ ୭ରୁ…

ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୩ ସଦସ୍ୟ

ଭଦ୍ରକ: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ତିନି ସଦସ୍ୟ ଆହାତ। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତଳଦପା ଗାଁରେ ଘଟିଛି । ଅଗ୍ନିକାଣ୍ଡରେ ପୋଡି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ପୁଅ ରହିଛନ୍ତି । ସେମାନେ ହେଲେ ଖୁଲନା ମଲ୍ଲିକ, ତାଙ୍କ୬…

ଫଟୋ ସେୟାର କରି ଟ୍ରୋଲ୍‌ର ଶିକାର ହେଲେ…

ମୁମ୍ବାଇ : ମୁମ୍ବାଇସ୍ଥିତ ଘରେ ନୂଆବର୍ଷ ପାଳନ କରିଛନ୍ତି କଙ୍ଗନା ରଣୱତ। ନିଜ ଟିମ୍ ଓ ସିନେମା ଜଗତର କିଛି ନିକଟତର ବନ୍ଧୁଙ୍କ ସହ୨୦୨୧କୁ ସ୍ୱାଗତ କରିଛନ୍ତି। ତେବେ ବଲିଉଡ଼ରେ ଡ୍ରଗ୍ସର ଲିଙ୍କକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖି ସମସ୍ତଙ୍କ ନଜରକୁ ଆସିଥିଲେ। କଙ୍ଗନାଙ୍କ ଏହି ପାର୍ଟିରେ ଅର୍ଜୁନ…

ପୋଖରୀରେ ବୁଡ଼ି ଯୁବକ ମୃତ

ବଲାଙ୍ଗୀର: ଆଜି ଜଣେ ଯୁବକ ପୋଖରୀରେ ବୁଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ପୁଇଁତଲା ବ୍ଲକର ସାଉନ୍ତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମରେ ଘଟିଛି। ମୃତକ ହେଲେ ଅନିଲ କୁମାର ତ୍ରିପାଠୀ । ପ୍ରକାଶ ଯେ, ଅନିଲ ଆଜି ସକାଳ ୧୦ଟା ସମୟରେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେ…

ସାଇକେଲ ଆରୋହିଙ୍କ ଉପରେ ଚଢିଗଲା କଣ୍ଟେନର

ଭଦ୍ରକ : ସଡ଼କ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଘଟିଛି। ସୂଚନାଯୋଗ୍ୟ ଯେ, ପାଳଦା ଗାଁର ଅବସରପ୍ରାପ୍ତ ଶିକ୍ଷକ କୌଣସି କାମ ପାଇଁ ଭଣ୍ଡାରୀପୋଖରୀ ବଜାରକୁ ସାଇକେଲରେ ଯାଉଥିଲେ । ଏହି…