Odisha Link
Bridging the Missing Links in Odisha
Browsing Tag

one death

ଟାଇଲରେ ଚାପି ହୋଇ ଶ୍ରମିକ ମୃତ

ବଲାଙ୍ଗୀର : ଟାଇଲରେ ଚାପି ହୋଇ ଜଣେ ଶ୍ରମିକ ମୃତ ୨ ଜଣ ଗୁରୁତର। ଏହି ଅଘଟଣାଟି ବଲାଙ୍ଗୀର ପୁଲିସ ଲାଇନ ନିକଟରେ ଥିବା ଗୋପାଳ ଅଗ୍ରୱାଲଙ୍କ ଘରେ ଘଟିଛି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ , ଗୋପାଳଙ୍କ ଘର କାମ ଚାଲିଥିବା ବେଳେ ଏହି ଅଘଟଣଟି ଘଟିଛି। ଟାଇଲ ବୋହୁଥିବା ବେଳେ…

ବାଇକରୁ ପଡ଼ି ଯୁବକ ମୃତ

ରାଉରକେଲା: ବାଇକରୁ ପଡ଼ି ଜଣେ ଯୁବକ ମୃତ। ଏହି ଘଟଣାଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମରେ ଘଟିଛି । ମୃତକ ଯୁବକ ହେଲେ ଡମ୍ବରୁଧର ବଡ଼ନାୟକ। ସୂଚନା ଅନୁସାରେ, ଡମ୍ବରୁଧର ବଣାଇଁଗଡ଼ ସହର ପଟୁ ନୂଆପାଲି ଗ୍ରାମକୁ ଯିବା ସମୟରେ ରାସ୍ତାରେ ଏକ ସିମେଣ୍ଟ ମିକସ୍ଚର ମେସିନ୍ ଛିଡ଼ା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ…

ଚାନ୍ଦବାଲି: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହି ମୃତ୍ୟୁ ବରଣ କରିଛନ୍ତି। ଏହି ଦୁର୍ଘଟଣାଟି ଧାମରା-ବାସୁଦେବପୁର ମୁଖ୍ୟ ରାସ୍ତା ଘଟିଛି। ଦୁର୍ଘଟଣାରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ସୂଚନା ଅନୁସାରେ, ଏକ ହାଇଓ୍ୱା ଟ୍ରକ ମୋଟର ସାଇକେଲ୍‌କୁ ଜୋରଧାର ଧକ୍କା…

ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ

ଢ଼େଙ୍କାନାଳ: ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ନାଣ୍ଡିପୁଲିଆରେ ଘଟିଛି।ମୃତକ ଜଣଙ୍କ ହେଲେ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଗଙ୍ଗାଧର ସାହୁଙ୍କ ପୁତ୍ର ଜ୍ଞାନରଞ୍ଜନ ସାହୁ। ସୂଚନା ଅନୁଯାୟୀ,…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ: ହାତୀ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପଣ୍ଡୁଆ ଫାଣ୍ଡି ଖଟୁଆ ହତା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ଜଣଙ୍କ ହେଲେ କାର୍ତ୍ତିକ ସାହୁ। ତାଙ୍କ ବୟସ ୭୫ ବର୍ଷ। ସେ ଆଜି ସକାଳ ସାଢେ ପାଞ୍ଚଟାରେ ଶୌଚ ହେବାକୁ ଘର ପଛ ପାଖକୁ…

ଟ୍ରକ ପଛପଟୁ ପିଟିଲା ବାଇକ, ଜଣେ ମୃତ

ଜଳେଶ୍ବର: ସଡ଼କ ଦୁର୍ଘଟଣାରେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି। ଏହି ସଡ଼କ ଦୁର୍ଘଟଣାଟି ୬୦ ନମ୍ବର ଜାତୀୟ ରାଜପଥର ହଳଦିପଦା ରାଜଧାନୀ ଢ଼ାବା ନିକଟରେ ଘଟିଛି। ତେବେ ବାଇକଟି ଟ୍ରକର ପଛ ପଟକୁ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଇଛି। ତେବେ ମୃତକଙ୍କ ପରିଚୟ ମିଳି…

୨୦ ଫୁଟ୍ ତଳକୁ ଖସିଲା ଲୁହାପଥର ବୋଝେଇ…

ବଡ଼ବିଲ: ଆଜି ଏକ ଲୁହାପଥର ବୋଝେଇ ଟ୍ରକ୍ ୨୦ ଫୁଟ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ କେପି ଖଣି ମୁଖ୍ୟ ଫାଟକ ନିକଟରେ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ପ୍ରକାଶ ଜେନା ତାଙ୍କ ଘର…

ଡାଲାଅଟୋ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଡାଲାଅଟୋ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁୁର- ଓଡାସିଙ୍ଗି ମଧ୍ୟରେ ରହିଥିବା ଏକ ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଘଟିଛି। ମୃତ ଜଣକ ଦିଗପହଣ୍ଡି ବ୍ଲକ ଇଲାକାର ଧର୍ମେନ୍ଦ୍ର ରେଡ୍ଡୀ  ଓ ଗୁରୁତର…

ସଡ଼କ ଦୁର୍ଘଟଣାରେ କଣ୍ଟେନର ଚାଳକ ମୃତ

ରୁପସା: ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ଠାରେ ଘଟିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ବାଲେଶ୍ଵର ଅଭିମୁଖେ ଆସୁଥିବା ବେଳେ ଏକ କଣ୍ଟେନର ରାସ୍ତାରେ ଯାଉଥିବା…