Odisha Link
Bridging the Missing Links in Odisha
Browsing Tag

P.Chidambaram

‘କାନ୍ଦ, ମୋର ପ୍ରିୟ…

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା…

ଚିଦାମ୍ବରମଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣିଥରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ପଚରାଉଚରା କରିଛି। ଏହାପୂର୍ବରୁ ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ତିନି ମାସରୁ ଅଧିକ ସମୟ ତିହାର ଜେଲରେ ରହି ଜାମିନରେ ମୁକୁଳିଛନ୍ତି। କଂଗ୍ରେସ ସରକାର ଅମଳରେ ଏୟାର ଇଣ୍ଡିଆ…

ଭାରତ ବଞ୍ଚାଅ ସମାବେଶ: ଅର୍ଥନୀତିକୁ ନେଇ…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ଜଣକ ପରେ ଜଣେ କଂଗ୍ରେସ ନତୋ ବିଜେପି ଉପରେ ବର୍ଷିଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ବଞ୍ଚାଅ ସମାବେଶରେ ଭାରତୀୟ ଅର୍ଥନୀତିକୁ ନେଇ ବର୍ଷିଛନ୍ତି ପି ଚିଦାମ୍ବରମ୍। ପି. ଚିଦାମ୍ବରମ ରାଲିକୁ ପ୍ରଥମେ ଉଦୋବଧନ ଦେବାକୁ ଯାଇ କେନ୍ଦ୍ରର ଅର୍ଥନୀତି ଉପରେ…

ଚିଦାମ୍ବରମଙ୍କ ଟାର୍ଗେଟରେ ମୋଦି ସରକାର,…

ନୂଆଦିଲ୍ଲୀ: ୧୦୬ ଦିନ ପରେ ଜେଲରୁ ବାହାରିବା ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନର ଅର୍ଥନୀତି ସ୍ଥିତିକୁ ପରିଲକ୍ଷିତ କରି ଟାର୍ଗେଟ କରିଛନ୍ତି ଚିଦାମ୍ବରମ୍। ସେ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ସରକାରଙ୍କ ପାଖରେ ଏହାକୁ…

୧୦୬ ଦିନ ପରେ ଜେଲରୁ ମୁକୁଳିଲେ…

ନୂଆଦିଲ୍ଲୀ: ଦିଲ୍ଲୀ ତିହାର ଜେଲରୁ ମୁକୁଳିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ଜାମିନ୍‌ ପରେ ମୁକୁଳିଲେ ଚିଦାମ୍ବରମ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ହୋିଥିବା ମାମଲାରେ ଜାମିନା ପାଇ…

୧୦୬ ଦିନ ପରେ ଜେଲରୁ ବାହାରିବେ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ମିଳିଲା ଜାମିନ୍। ସୁପ୍ରିମକୋର୍ଟ ଆଜି ଏହି ଜାମିନ ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ ଭାବରେ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ଓ ଦୁଇ ଜଣ ଜାମିନଦାର ସମାନ ଅର୍ଥ ଜମା କରିବା ପରେ ଚିଦାମ୍ବରମ ଜେଲରୁ…

ପୁଣି ନିରାଶ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍ ପୁଣିଥରେ ହେଲେ ନିରାଶ। ଆଇଏନଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ। ଆଜି ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ତାଙ୍କ ବିଚାର ବିଭାଗୀୟ ହାଜତ ମିଆଦିକୁ ନଭେମ୍ବର ୧୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସେ…

ପି.ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଜି ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା ପି,ଚିଦାମ୍ବରମ। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ଆଜି ପି. ଚିଦାମ୍ୱରମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗରିଫ କରିଛି। ଅପରାହ୍ନରେ…

ସୋନିଆ ଗାନ୍ଧୀ ଓ ମନମୋହନଙ୍କ ସହ ଭେଟ…

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କୁ ସାକ୍ଷାତ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଅସ୍ଥାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଆଜି ତିହାର ଜେଲକୁ ଯାଇ ଚିଦାମ୍ବରମଙ୍କୁ ଭେଟ କରିଥିଲେ ମନମୋହନ ଓ ସୋନିଆ। ବର୍ତ୍ତମାନ ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ବିଚାରାଧୀନ…

ପୁଣିଥରେ ନିରାଶ ହେଲେ ପି.ଚିଦାମ୍ବରମ

ନୂଆଦିଲ୍ଲୀ: ପୁଣିଥରେ ନିରାଶ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ। ଆଜି ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରମ ଜାମିନ୍‌ ଆବେଦନ କରିଥିଲେ ହେଁ କୋର୍ଟ ଏହା ଉପରେ କୌଣସି ରାୟ ଦେଇ ନାହାନ୍ତି। ବରଂ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ସ୍ଥିତାବସ୍ଥା ଜାଣିବା ପାଇଁ ସିବିଆଇକୁ ନୋଟିସ୍‌ କରିଛନ୍ତି।…