Odisha Link
Bridging the Missing Links in Odisha
Browsing Tag

Patna

ଆଜିଠୁ ଝାରସୁଗୁଡ଼ାରୁ ପାଟନାକୁ…

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ। ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନସେବା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନଚଳାଚଳ କରିବ। ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ…

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୫ ଜୀବନ୍ତ…

ପାଟନା: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଶିଶୁ ସମେତ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର କିଶନଗଞ୍ଜ ଜିଲ୍ଲା ସଲାମ କଲୋନୀରେ। ସୂଚନା ମୁତାବକ, ଆଜି ସକାଳେ ସଲାମ କଲୋନୀର ଏକ ଘରେ କୌଣସି କାରଣରୁ…

ପତ୍ନୀଙ୍କ ନାଁରେ ପ୍ରତାରଣା ଅଭିଯୋଗ,…

ପାଟନା: ସ୍ୱାମୀଙ୍କୁ ପ୍ରତାରଣା ଦେଇ ପତ୍ନୀ ଅନ୍ୟ ଜଣଙ୍କ ସହ ବିବାହ କରିଛନ୍ତି। ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ବେଳେ ସ୍ୱାମୀଙ୍କୁ ଆଶ୍ୱାସନା ଦେଇ କୋର୍ଟ ଯାହା କହିଲେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପାଟନା ହାଇକୋର୍ଟରେ ଏହି ପ୍ରତାରଣା ମାମଲାର ଶୁଣାଣି ବେଳେ…

ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର…

ପାଟଣା: ଗ୍ରୋସରୀ ଦୋକାନର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହ ଗୋଟେ ଫ୍ରିଜ୍ ଲୁଟିନେଇଛନ୍ତି ଦୁର୍ବୁତ୍ତ। ଏହି ଲୁଟ ଗତ ବିଳମ୍ବିତ ରାତିରେ ଢେଙ୍କିକୋଟ-ପାଟଣା ରାସ୍ତାର ମଙ୍ଗଳପୁର ଛକରେ ଘଟିଛି। ଦୋକାନ ମାଲିକ ପାଟଣା ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ…

ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା…

ପାଟଣା : ଆଜବେଷ୍ଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ଗହଣା ଲୁଟ୍। ଏହି ଦୁର୍ଘଟଣାଟି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରରେ ଘଟିଛି। ଗତ କାଲି ବିଳମ୍ବିତ ରାତିରେ ପାଟଣା ବଜାର ଉପରେ ଥିବା ପ୍ରମିଳା ଜୁଏଲାରୀର ପଛ ପଟ ଆଜବେଷ୍ଟ ଭାଙ୍ଗି ଲୁଟ୍‌ ହୋଇଛି। ଏନେଇ ଦୋକାନା ମାଲିକ ଥାନାରେ ଅଭିଯୋଗ…

ଲକ୍ଷାଧିକ ଟଙ୍କାର କାଠ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍‌ ଦୁଆଘାଟ ଗାଁରୁ ଲକ୍ଷାଧିକ ଟଙ୍କାର ମୁଲ୍ୟବାନ କାଠ ଜବତ। ବନବିଭାଗ ଓ ପୁଲିସର ମିଳିତ ଚଢାଉରେ ବିପୁଳ ପରିମାଣର କାଠ ଜବତ ହୋଇଛି। ପ୍ରକାଶ ଯେ, ଚୋରା କାଠ କାରବାର ଅଭିଯୋଗ ଆଧାରରେ କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଉଦୟପୁର ବିଟ୍ ଦୁଆଘାଟ ଗାଁରେ…

ଫଲସ ନଷ୍ଟ କରିବା ସହିତ ଘର ଭାଙ୍ଗିଲେ…

ପାଟଣା : ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଶହ ଶହ ଧାନ ଖାଇ ନଷ୍ଟ କରିବା ସହିତ ଗ୍ରାମର ୫ଟି ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛନ୍ତି। ଏହି ଘଟଣାଟି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ସିରିକୁଆଁ ଗ୍ରାମରେ ଦେଖିବାକୁ ମିଳିଛି। ସିରିକୁଆଁ ଗ୍ରାମର ଦୈତାରି ମହାନ୍ତ, ରାସ ମହାନ୍ତ,…

ପ୍ରେମିକଙ୍କ ପତ୍ନୀଙ୍କୁ ଆକ୍ରମଣ, ନବବଧୂର…

ପାଟନା: ନିଜ ପ୍ରେମିକର ବିବାହକୁ ସହ୍ୟ କରିବା ଯେ କୌଣସି ଯୁବତୀ ପକ୍ଷେ ଅତ୍ୟନ୍ତ କଷ୍ଟକର। କିଏ ଦୁଃଖ ସହି ନ ପାରି ଜୀବନ ହାରି ଦିଏ ତ କିଏ ପ୍ରେମିକ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରେ। କିନ୍ତୁ ବିହାରର ନାଳନ୍ଦାରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା। ପ୍ରେମିକର ବିବାହକୁ ସହ୍ୟ ନ କରି ଯୁବତୀ ଜଣକ…

ବୋମା ବିସ୍ଫୋରଣ ୫ ଆହତ

ପାଟନା: ବୋମା ବିସ୍ଫୋରଣ ୫ଜଣ ଆହତ। ଏଭଳି ଏକ ଘଟଣା ଘଟିଛି ବିହାର ସ୍ଥିତ ପାଟନା ଗାନ୍ଧୀ ମୈଦାନ ଅନ୍ତର୍ଗତ ସଲିମ୍‌ପୁର ଆହରାର ୧ ନମ୍ବର ଗଳିରେ ଥିବା ଏକ ଘରେ। ବୋମା ବିସ୍ଫୋରଣ ହେବାରୁ ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ବିସ୍ଫୋରଣର ମାତ୍ରା ଏତେ ପ୍ରଚଣ୍ଡ ଥିଲା ଯେ ଏଥିରେ ଦୁଇଟି ଘର ଭାଙ୍ଗିଯାଇଛି ହୋଇଛି।…

ଗିରଫ ହେଲେ ଜେଏନୟୁ ଛାତ୍ର ଶରଜିଲ ଇମାମ

ପାଟନା: ୪ ଦିନ ତଳେ ଦେଇଥିଲେ ଦେଶ ବିରୋଧୀ ମନ୍ତବ୍ୟ। ଆଉ ଆଜି ଦେଶଦ୍ରୋହ ମାମଲରେ ଗିରଫ ହେଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ଶରଜିଲ ଇମାମ। ବିହାରର ଜେହାନାବାଦରୁ ଶରଜିଲଙ୍କୁ ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଗିରଫ କରିଛି। ଗିରଫ ବେଳେ ବିହାର ପୁଲିସ ସହଯୋଗର ହାତ…