Odisha Link
Bridging the Missing Links in Odisha
Browsing Tag

PM Modi

ଆଜି ଚାଷୀଙ୍କ ଖାତାକୁ ଆସିବ ୨ ହଜାର…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ତମ କିସ୍ତି ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଦାୟିତ୍ବ ନେଇଥିବା ବେଳେ ତାଙ୍କ ପ୍ରଥମ ହସ୍ତାକ୍ଷର କୃଷକଙ୍କ ପାଇଁ କରିଥିଲେ। ୧୭ତମ କିସ୍ତି ଉପରେ ମୋହର ମାରି ଆଜି ତାକୁ ପ୍ରଦାନ…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ପଦରୁ ନରେନ୍ଦ୍ର ମୋଦି ଇସ୍ତଫା ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ପହଂଚି ସେ…

ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବଡ଼…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶାକୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରେଳ, ଜାତୀୟ ରାଜପଥ ଆଦି ୧୬ଟି ପ୍ରକଳ୍ପର ଶିଳାନ୍ୟାସ୍‌ ଓ…

ଆଗାମୀ ୫ ବର୍ଷରେ ଭାରତ ଦେଖିବ ବୁଲେଟ୍‌…

ଓଏଲ୍‌ ବ୍ୟୁରୋ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋଦି ବକ୍ତବ୍ୟ ଦେଇ କହିଛନ୍ତି ଏଭଳି ପ୍ରେରଣାଦାୟୀ ଉଦବୋଧନ ପାଇଁ ରାଷ୍ଟ୍ରପତିଙ୍କୁ କୃତଜ୍ଞତା। ରାଷ୍ଟ୍ରପତିଙ୍କ ଉଦବୋଧନ ଦେଶକୁ ନୂଆ ଦିଗ ଦେଖାଇବ। ଏହା ସହ ଶ୍ରୀ ମୋଦି…

ଫେବ୍ରୁଆରୀ ୩ରେ ଓଡ଼ିଶା ଆସିବେ ପିଏମ୍…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଆସନ୍ତା ୩ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ବିଜେପି ପକ୍ଷରୁ ସୂଚନା ଜାରି…

ପିଏମ୍‌ ମୋଦିଙ୍କୁ ମିଳିବ କି ନୋବେଲ…

ଓଏଲ୍‌ ବ୍ୟୁରୋ: ଏବେ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସବୁଠୁ ଚର୍ଚ୍ଚା। ଗଣମାଧ୍ୟମରୁ ଆରମ୍ଭ କରି ବିଶ୍ବ ଦରବାର ପର୍ଯ୍ୟନ୍ତ ପିଏମ୍‌ ମୋଦିଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। କାରଣ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସଲେ ଦୋଜ୍‌ ପିଏମ୍‌ ମୋଦିଙ୍କୁ ନେଇ ଏଭଳି…

ଓଡ଼ିଶାର ସମ୍ଭବ ମିଶ୍ର ପାଇଲେ ରାଷ୍ଟ୍ରୀୟ…

ଓଏଲ୍ ବ୍ୟୁରୋ : ଗତକାଲି ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ରାଷ୍ଟ୍ରୀୟ ବାଲ୍ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନା ଅନୁସାରେ, ଚଳିତବର୍ଷ ୧୧ ଜଣଙ୍କୁ ମିଳିଛି ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ୧୧ ଜଣଙ୍କ ମଧ୍ୟରେ ଓଡିଶାର ସମ୍ଭବ ମିଶ୍ର ସ୍ଥାନ ପାଇ ପୁରସ୍କୃତ ହୋଇଛନ୍ତି। ଓଡ଼ିଶାର ସମ୍ଭବ…

ଆଜି ଦେଶରେ ୭୧ ହଜାର ନିଯୁକ୍ତିପତ୍ର…

ଓଏଲ୍‌ ବ୍ୟୁରୋ : ଆଜି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ନିଯୁକ୍ତିମେଳା। ୭୧ ହଜାର ନବ ନିଯୁକ୍ତ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶରେ୪୫ଟି ସ୍ଥାନରେ ଆୟୋଜିତ ଏହି ରୋଜଗାର ମେଳାରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ନିଯୁକ୍ତି ପାଇବେ…

ବିଶ୍ବର ଦୀର୍ଘତମ କ୍ରୁଜ୍ ଯାତ୍ରା…

ଓଏଲ୍‌ ବ୍ୟୁରୋ : ବାରାଣସୀରେ ବିଶ୍ବର ଦୀର୍ଘତମ ‘ରିଭର୍‌ କ୍ରୁଜ୍‌’ ‘ଏମ. ଭି. ଗଙ୍ଗା ବିଳାସ’ ଯାତ୍ରାର ଶୁଭାରମ୍ଭ ହୋଇଛି। ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି। କ୍ରୁଜ୍‌ ଯାତ୍ରା 'ଗଙ୍ଗା ବିଳାସ' ବାରାଣାସୀରୁ ବାଂଲାଦେଶ ଦେଇ…

ପଞ୍ଚଭୂତରେ ଲୀନ ହେଲେ ପିଏମ୍‌ ମୋଦିଙ୍କ…

ଓଏଲ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ। ପଞ୍ଚଭୂତରେ ଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ୍। କାନ୍ଧରେ ମାଆଙ୍କ କୋକେଇ ବୋହିଲେ ପ୍ରଧାନମନ୍ତ୍ରୀ ମୋଦି। ଶେଷକୃତ୍ୟ ପାଇଁ ମାଆଙ୍କ…