Odisha Link
Bridging the Missing Links in Odisha
Browsing Tag

Politics

ବିଜେଡି, ବିଜେପି ଓ ବିଆରଏସ୍‌ ଛାଡିବା…

ଓଏଲ୍‌ ବ୍ୟୁରୋ: କଂଗ୍ରେସରେ ଯୋଗ ଦେବେ ଆଦିବାସୀ ନେତା ଜୟରାମ ପାଙ୍ଗି। ଡିସେମ୍ବର ୨ ତାରିଖରେ ହେବାକୁ ଥିବା ମିଶ୍ରଣ ପର୍ବରେ ଜୟରାମ ପାଙ୍ଗି ଓ ତାଙ୍କ ସମର୍ଥକ କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେବେ। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ଜୟରାମ ପାଙ୍ଗି। ସବୁଠୁ ବଡ଼କଥା ହେଲା କିଛି ଦିନ ତଳେ ଜୟରାମ ପାଙ୍ଗି…

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ…

ବର୍ଷକ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ବ୍ରିଟେନ ରାଜନୈତିକ ପାଣିପାଗରେ ଉଷ୍ମତା। ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନସନ ଏବେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିଗେଟ୍ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟ ଆସିବା ପରେ ସେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। କରୋନା ଅବଧିରେ ସେ…

‘ପୁଲିସ ଉପରେ ଆମକୁ ଭରସା କରିବାକୁ…

ଓଏଲ୍‌ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ଏହାକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁଲିସ ଗୁଳିକରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନି। ଜଣେ ପାୱାରଫୁଲ…

୨୦୨୪ରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବେ…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ନିର୍ବାଚନ ଯେତେ ପାଖଉଛି ସେତେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରିଛନ୍ତି ଅଙ୍କକଷା । ରାଜ୍ୟରେ ଆଗୁଆ ନିର୍ବାଚନ ହେବା କଥା ଦୁଇ ଦୁଇ ଥର କହିଥିବା କେନ୍ଦ୍ର ମନ୍ତ୍ରୀ…

ସରକାର କିଏ ଚଳାଉଛି,ରତ୍ନଭଣ୍ଡାର ଚାବି…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ତୁମୁଡ଼ିବନ୍ଧରେ ଏକ ଜନସଭାକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଜୟ ଜଗନ୍ନାଥରୁ ସେ ନିଜର ଅଭିଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସିଧି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।…

କିଏ ହେବ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ?…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୮ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ଯାହାକୁ ନେଇ ବିଜେପି ଶିବିର ଚଳଚଞ୍ଚଳ। ଅନ୍ୟପଟେ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଛି। ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ…

ସଞ୍ଜୟଙ୍କ ବିଦ୍ରୋହ!

ଭୁବନେଶ୍ବର: ବିଜେଡିର ସାଧାରଣ ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଆଜି ଏକ ଦଳୀୟ ସଭାରେ ଅସନ୍ତୋଷ ଝାଡ଼ିଛନ୍ତି। ଇତିହାସରେ ଶିଖି ଆଉ ମନାଇ ଓଡ଼ିଶାକୁ କଳାପାହାଡ଼କୁ ବାଟକଢ଼େଇ ଆଣିଥିବାବେଳେ ଏବେ ବି ଓଡ଼ିଶାକୁ ଲୁଣ୍ଠନ କରିବାକୁ କିଛି ଜାତିଦ୍ରୋହୀ ବିଦେଶୀ ଶକ୍ତିଙ୍କୁ ଡାକି ଆଣୁଛନ୍ତି ବୋଲି…

କଂଗ୍ରେସରେ କନ୍ଦଳ: ବିଧାୟକ ପଦ ଛାଡ଼ିବାକୁ…

ଭୁବନେଶ୍ବର: ପଦାରେ ପଡ଼ିଲା କୋରାପୁଟ କଂଗ୍ରେସର କନ୍ଦଳ। କରୋନାରୁ ସୁସ୍ଥ ହେବା ପରେ ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦେଲେ ଚେତାବନୀ। କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କଲେ ତାରା। ବୁଧବାର ଦିନ ଜୟପୁର ବିଧାୟକ…

ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ…

କୋଲକାତା: ଦୁଇ ଦିନ ତଳେ ହଠାତ୍‌ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବିଜେପି ସାଂସଦ ବାବୁଲ ସୁପ୍ରିୟୋ। ସିଙ୍ଗରରୁ ରାଜନେତା ବନିଥିବା ବାବୁଲ ସୁପ୍ରିୟୋ ସମୟ ଗଡ଼ିବ ସହ ନିଜର ମତ ବଦଳାଇବାରେ ଲାଗିଛନ୍ତି। ଯାହାକୁ ନେଇ ପୁଣି ଚର୍ଚ୍ଚାରେ ବାବୁଲ। ବାବୁଲ ଶନିବାର ଦିନ ରାଜନୀତିକୁ ବାଏବାଏ କହିବା ସହ…