Odisha Link
Bridging the Missing Links in Odisha
Browsing Tag

Poster

ଏଥର ବହୁତ କମ ପୋଷ୍ଟର ଲାଗିଥିଲା:…

ଭୁବନେଶ୍ୱର: ବିଜେପି ସାସଂଦ ଅପରାଜିତା ଷଡ଼ଙ୍ଗୀ ନିଜ ନିଖୋଜ ପୋଷ୍ଟର ନେଇ ପ୍ରତିକ୍ରିୟା ରଖିଛନ୍ତି। ସାସଂଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଏଥର ବହୁତ କମ ପୋଷ୍ଟର ଲାଗିଥିଲା। ଆଗକୁ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ। ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ଏଭଳି କହିଛନ୍ତି ଅପରାଜିତା। ସେ…

ପିହୁ ନିଖୋଜ ମାମଲା, ମରାଗଲା ପୋଷ୍ଟର

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ମଧୁସୂଦନପୁର ଗ୍ରାମର ପିହୁ ନିଖୋଜ ମାମଲା ୬ ମାସ ସମୟ ବିତିଯାଇଥିବା ବେଳେ ପୁଲିସ୍‌କୁ ନିଖୋଜ ପିହୁର କୌଣସି ପତ୍ତା ମିଳିପାରି ନାହିଁ‌। ଏବେ ପୁଲିସ୍‌ ତତ୍ପରତା ଦେଖାଇ ପିହୁ ଗାଁରେ ପହଞ୍ଚି ପମ୍ପ ଲଗାଇ ପୋଖରୀ ଶୁଖାଉଥିବା ବେଳେ ବିଭିନ୍ନ ସ୍ଥାନରେ ନିଖୋଜ…

କଂଗ୍ରେସର ଭାଷାଜ୍ଞାନ!

ବ୍ରହ୍ମପୁର: ଆଜି ସାରା ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସ ପାଳନ କରୁଛି। ଗାନ୍ଧୀଜିଙ୍କ ତିରୋଧାନ ଦିବସ ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏକ ବଡ଼ ସମାହୋର କାର୍ଯ୍ୟକ୍ରମ ବ୍ରହ୍ମପୁରରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ. ଚେଲ୍ଳା କୁମାର, ରାଜ୍ୟ…

ଦୁଷ୍କର୍ମକାରୀଙ୍କ ଫଟୋ ଓ ପୋଷ୍ଟର ସହର…

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ମହିଳାଙ୍କୁ କେହି ଅସଦାଚରଣ ବା ଦୁଷ୍କର୍ମ କରେ ତେବେ ସହର ସାରା ଦୁଷ୍କର୍ମକାରୀର ପୋଷ୍ଟର ଲାଗିବ। ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ…

କରୋନା ବିଜ୍ଞାପନରେ ଓଡ଼ିଆ ଭାଷାକୁ ଅଣଦେଖା

ଭୁବନେଶ୍ବର: କରୋନା ଏବେ ବିଶ୍ବବ୍ୟାପୀ ଭୟଙ୍କର ମହାମାରୀରେ ପରିଣତ ହୋଇଥିବା ବେଳେ ଏ ନେଇ ସଚେତନତା ସୃଷ୍ଟିଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ହାତମିଳାଇବା ବଦଳରେ ନମସ୍କାର କରିବା ନେଇ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି ହୋଇଛି। ଏପରିକି ବହୁ ବଡ଼ ବଡ଼…

ମଧ୍ୟପ୍ରଦେଶ: ସିନ୍ଧିଆଙ୍କ ବିଜେପିରେ…

ଭୋପାଲ: ମଧ୍ୟପ୍ରଦେଶ ରାଜନୀତିରେ ମହାଡ୍ରାମା। ଗତକାଲି କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ୨୨ଜଣ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ସାରା ଦେଶରେ ସରଗରମ ମଧ୍ୟ ପ୍ରଦେଶ ରାଜନୀତି। ଆଜି ଭାରତୀୟ ଜନତା ପାର୍ଟିରେ ଜ୍ୟୋତିରାଦିତ୍ୟ…

ଉତ୍ତର ପ୍ରଦେଶ ହିଂସା: ଅଭିଯୁକ୍ତଙ୍କ…

ପ୍ରୟାଗରାଜ: ନାଗରିକତା ସଂଶୋଧନ ଆଇନକୁ ନେଇ ଉତ୍ତରପ୍ରଦେଶରେ ହିଂସା ହୋଇଥିଲା। କିଛିିଦିନ ତଳେ ଏହି ହିଂସା ମାମଲାର ଅଭୁଯୁକ୍ତଙ୍କ ପୋଷ୍ଟର ଲଗାଇଥିଲା ପ୍ରଶାସନ। ହେଲେ ଆଜି ହିଂସା ମାମଲାର ଅଭିଯୁକ୍ତଙ୍କ ପୋଷ୍ଟର ହଟାଇବା ପାଇଁ ଯୋଗୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ହାଇକୋର୍ଟ।…

କୋର୍ଟରେ ସାକ୍ଷ୍ୟ ଦେଲେ ଉନ୍ନାଓ ଠାରୁ…

ନୂଆଦିଲ୍ଲୀ: ସାକ୍ଷ୍ୟ ଦେବା ପାଇଁ କୋର୍ଟରେ ପହଞ୍ଚିଲେ ପରିଣାମ ଭୟଙ୍କର ହେବ। ଉନ୍ନାଓ ଘଟଣାଠାରୁ ଆହୁରି ଭୟଙ୍କର ହେବ ବୋଲି ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଧମକ ମିଳିଛି। ପ୍ରାୟ ଏକ ବର୍ଷ ପୂର୍ବେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଘର ଦୁଆର ମୁହଁ କାନ୍ଥରେ ଏଭଳି ଏକ ଧମକପୂର୍ଣ୍ଣ ପୋଷ୍ଟର ଲଗା…