Odisha Link
Bridging the Missing Links in Odisha
Browsing Tag

Punjab

ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ଘଟଣା:…

ଓଏଲ୍‌ ବ୍ୟୁରୋ: ପଞ୍ଜାବ ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସକାଳ ପ୍ରାୟ ସାଢ଼େ ୪ଟାରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ୪ ଜଣ ଯବାନ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ସୁଟର ଧରାପଡିଛି। ଗୁଳିମାଡ଼ କରିଥିବା ବ୍ୟକ୍ତି ଜଣକ ସେନା ଯବାନ ଥିବା…

ନାଳକୁ କାର ଖସାଇ ପୁରା ପରିବାର କଲା…

ଓଏଲ ବ୍ୟୁରୋ: ପୁଣିଥରେ ପାରିବାରିକ ଅଶାନ୍ତି ନେଲା ମୁଣ୍ଡ। ଘରେ ଅଶାନ୍ତି ଲାଗି ରହିଥିବାରୁ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା। ପଞ୍ଜାବ ଜିଲ୍ଲା ଫରୋଜପରରୁ ଆସିଛି ଏପରି ହୃଦୟବିଦାରକ ଘଟଣା। ବୁଧୱାରା ୱାଲା ମୁହଲ୍ଲାରେ ରହୁଥିବା ଗୋଟିଏ ପରିବାରର ବାପା, ଝିଅ, ଭଣଜା ଓ ବଡ ଭାଇଙ୍କ ଜୀବନ ଚାଲିଯାଇଛି। ୪…

କୋଠା ଭୁଶୁଡି ୨ ମୃତ୍ୟୁ

ପଞ୍ଜାବ : ପଞ୍ଜାବର ମୋହାଲି ଜିଲ୍ଲାର ଡ଼େରାବାସୀ ଅଞ୍ଚଳରେ ଏକ କୋଠା ଭୁଷୁଡି ୨ ଜଣଙ୍କର ମୃତ୍ୟୁ ଘଟିଛି । କୋଠା ନିର୍ମାଣଧୀନ ଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏହାତଳେ ଦବିକି ରହିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡ଼ିଆରଏଫ ଟିମ ପହଞ୍ଚି…

ମେ’ ୧ ଯାଏ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସଠୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ହୋଇଛି। ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଆଜି ଲକଡାଉନ ଅବଧିକୁ ମେ’ ୧ ତାରିଖ ଯାଏ ବୃଦ୍ଧି କରିଛି। ଆଜି ପଞ୍ଜାବ ସରକାର କରୋନା ଉପରେ…

କରୋନା ଭାଇରସ୍: ଭାରତରେ ମୃତ୍ୟୁସଂଖ୍ୟା…

ଅମୃତସର: କରୋନା ଭାଇରସ ଆସ୍ତେ ଆସ୍ତେ ଭାରତରେ କାୟା ବିସ୍ତାର କରୁଛି। ଏହାରି ମଧ୍ୟରେ ଆଉ ଜଣକ ପ୍ରାଣ ନେଇଛି କରୋନା ଭାଇରସ୍। ପଞ୍ଜାବର ବାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କରୋନା ଭାଇରସ୍‌ ଆକ୍ରାନ୍ତରୁ ତାଙ୍କର ମ୍ୟତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।…

ସ୍କୁଲ ବସ୍‌ରେ ନିଆଁ, ୪ ଛାତ୍ର ମୃତ

ପଞ୍ଜାବ: ପଞ୍ଜାବର ସାଙ୍ଗୁରର ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ୪ ଜଣ ଛାତ୍ର ଜୀବନ୍ତ ଜଳିଯାଇଛନ୍ତି। ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସାଙ୍ଗୁରର ଲୋଙ୍ଗୋୱାଲ ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲ ବସ୍‌ରେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ପଞ୍ଜାବ: ଡିସେମ୍ବର ୧ରୁ କବାଡି…

ଚଣ୍ଡୀଗଡ଼: ଡିସେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଭାରତରରେ ଆୟୋଜିତ ହବେ କବାଡି ବିଶ୍ବକପ୍। ପଞ୍ଜାବ ସରକାରଙ୍କ ପକ୍ଷରୁ କବାଡି ବିଶ୍ୱକପ୍ ଆୟୋଜିତ ହେଉଛି। ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି, “ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶିଖ୍…

ବାୟୁ ପ୍ରଦୂଷଣକୁ ନେଇ କଠୋର ହେଲେ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଦିଲ୍ଲୀ ପ୍ରଦୂଷଣ ଘଟଣା। ଆଜି ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଦୂଷଣକୁ ନେଇ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀରେ ଆଜି ମାରାତ୍ମକ…

ଆଇପିଏଲ୍‌: ପଞ୍ଜାବକୁ ୫ ଓ୍ଵିକେଟରେ…

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ୩୭ ତମ ମ୍ୟାଚ୍‌ରେ ପଞ୍ଜାବକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲସ୍‌ । ଦିଲ୍ଳୀ ପକ୍ଷରୁ ଶିଖର ଧାଓ୍ଵନ ୫୬ ରନ୍‌ (୪୧ ବଲ୍‌ ୭ ଚଉକା ୧ ଛକା) ଓ ସେୟଶ ଆୟର ୫୮ ରନ୍‌ (୪୯ ବଲ୍‌ ୫ ଚଉକା ୧ ଛକା) କରିଥିଲେ ।…