Odisha Link
Bridging the Missing Links in Odisha
Browsing Tag

Puri

ମହାପ୍ରଭୁଙ୍କ ଦର୍ଶନ ନେଇ ଏସଓପି ଜାରି

ପୁରୀ: କରୋନା ସଂକ୍ରମଣ ହାର ଧିରେ ଧିରେ ହ୍ରାସ ପାଉଛି। ଏହାରି ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ନୂଆ ଏସଓପି ଜାରି ହୋଇଛି। କେବଳ ପୁରୀ ସହରବାସୀଙ୍କ ପାଇଁ ନୂଆ ଏସଓପି ଜାରି ହୋଇଛି। ଏସଓପି ମୁତାବକ, ପୁରୀ ପୌରାଞ୍ଚଳର ୩୨ଟି ୱାର୍ଡରେ ଟୋକନ୍ ବଣ୍ଟନ ହେବ। ଟୋକନ୍ ଆଧାରକାର୍ଡ ଦେଖାଇ…

ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା…

ପୁରୀ: ପୁରୀ ବେଳାଭୂମିରୁ ପ୍ରତ୍ୟାହାର ହେଲା ବିଚ୍ ସ୍ୟାକ୍ସ ଯୋଜନା। ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର ନେଇ ସୂଚନା ଦେଲେ ପୁରୀ ଜିଲ୍ଲାପାଳ। ବିଭିନ୍ନ ସଂଗଠନର ପ୍ରତିବାଦ ପରେ ନିଷ୍ପତ୍ତି ବଦଲାଇଲା ପ୍ରଶାସନ। ଗୋଆ ଭଳି ପୁରୀରେ ମଦ କୁଡ଼ିଆ ପାଇଁ ଯୋଜନା କରାଯାଇଥିଲା। ପରେ ପୁରୀରେ କାର୍ଯ୍ୟକାରୀ ହେବନି ବିଚ୍…

ମହାପ୍ରଭୁଙ୍କୁ ସୁନାର ଜିଭ ଛେଲା ଦାନ କଲେ…

ପୁରୀ: ଶ୍ରୀଜିଉଙ୍କୁ ୩ ଗୋଟି ସୁନାର ଜିଭ ଛେଲା ଦାନ କରିଛନ୍ତି ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ଟି ସୁବର୍ଣ୍ଣ ଜିଭି ଦାନ କରିଛନ୍ତି ଜନୈକ ଦାତା। ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସନ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ବର ବାସିନ୍ଦା ପଦ୍ମଚରଣ…

ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଆଜି ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ।ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୋଭା ବର୍ଦ୍ଧନ ହୋଇଥାଏ। ସୂଚନା…

ପୁରୀ ଅଠରନଳାରେ ବୋମା ମାଡ଼

ପୁରୀ: ପୁରୀ ଅଠରନଳାରେ ବୋମା ମାଡ଼। ଅଠରନଳାର ଏକ ସ୍ଥାନୀୟ ହୋଟେଲ ଉପରେ ବୋମା ମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ବେଳେ ଘଟଣାସ୍ଥଳରେପୋଲିସର ପହଞ୍ଚି ତଦନ୍ତ ଚଳାଇଛି। ନୃସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମା ମାଡରେ ଗୋଟିଏ ବୋଦାର…

ଖୋଲିପାରେ ଶ୍ରୀମନ୍ଦିର, ୪ରେ ନିଆଯିବ…

ପୁରୀ: ମହାମାର କରୋନା ସଂକ୍ରମଣ ଯୋଗୁଁ ରାଜ୍ୟରେ ମନ୍ଦିର ସମେତ ବିଭିନ୍ନ ଧାର୍ମିକଅନୁଷ୍ଠାନ ବନ୍ଦ ରହିଛି। ଏଥିସହିତ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାନ୍ତି ଭକ୍ତ। ବିନା ଭକ୍ତରେ ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବାକୁ…

ଆଜି ଅଧରପଣା, ଆସନ୍ତାକାଲି ନିଳାଦ୍ରୀ…

ପୁରୀ: ସୁନାବେଶ ପରେ ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସିରିଛି ସମସ୍ତ ପ୍ରସ୍ତୁତି। ଗୁରୁବାର ତ୍ରୟୋଦଶୀ ତିଥିରେ ରଥାରୁଢ ଦିଅଁଙ୍କୁ ଅଧରପଣା ଭୋଗ ଲଗାଯିବ । ଅଧର ଉଚ୍ଚା ୯ଟି ତୁମ୍ୱାକୃତି ମାଟି ପାତ୍ରରେ ପଣା ପ୍ରସ୍ତୁତ ହେବ। ଭୋଗ ସରିଲା ପରେ ରଥ ଉପରେ ହାଣ୍ଡି…

ସୁନାବେଶରେ ଶ୍ରୀ ଜିଉ, ୧୩୮ ପ୍ରକାର…

ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ସିଂହଦ୍ବାର ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଭିଜି ଭିଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ,…

ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର…

ପୁରୀ: ଭାବର ଠାକୁର ସେ ଭାବ ବିନୋଦିଆ। ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ। ଗତକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ…

ସିଂହଦ୍ବାର ସାମ୍ନାରେ ଲାଗିଲା ୩ ରଥ, ଗୀତ…

ପୁରୀ: ବଡ଼ଦାଣ୍ଡରେ ଭିଜି ଭିଜି ସିଂହଦ୍ବାରରେ ପହଁଞ୍ଚିଲେ ଭାଇ ଭଉଣୀ। ସିଂହଦ୍ବାରା ସାମ୍ନାରେ ଆସି ପହଁଞ୍ଚିଲା ଶ୍ରୀଜିଉଙ୍କ ରଥ। ତଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖରେ ଲାଗିଲା। ୩ ରଥ ପହଁଞ୍ଚିବା ପରେ ଶହ ଶହ ସେବାୟତ କଲେ ଗୀତଗୋବିନ୍ଦ ଗାନ। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା…