ଆସନ୍ତାକାଲି ପ୍ରଥମାଷ୍ଟମୀ;…
ଓଏଲ୍ ବ୍ୟୁରୋ: କାଲି ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ। ଓଡିଆ ଘରର ପ୍ରଥମ ସନ୍ତାନ ମାନେ ଏହି ଦିନରେ ନୂଆବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମଧ୍ୟ ପୋଢୁଆଁ ଅଷ୍ଟମ ପାଳିତ ହେବ। ବଡ଼ଭାଇ ତଥା ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ।…