Odisha Link
Bridging the Missing Links in Odisha
Browsing Tag

Puri

ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ବର…

ଓଏଲ୍‌ ବ୍ୟୁରୋ: ପରଲୋକରେ ପୂର୍ବତନ ବାଚସ୍ପତି ତଥା ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି। ପୁରୀ ରାଜନୀତିର ଭୀଷ୍ମ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ସୋମବାର ବିଳମ୍ବିତ ରାତିରେ ୬୭ ବର୍ଷ ବୟସରେ ତାଙ୍କର…

ପୁରୀ ପରିକ୍ରମା ପ୍ରକଳ୍ପ ସମୀକ୍ଷା କଲେ…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ପୁରୀ ଗସ୍ତରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରି ୨୦୨୩ ଡିସେମ୍ବର ୧୫ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ତାଙ୍କ ସହିତ…

ପୁରୀରେ ନୂଆ ରାଜ୍ୟପାଳ ରଘୁବର ଦାସ;…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନୂଆ ରାଜ୍ୟପାଳ ରଘୁବର ଦାସ। ଆଜି ଭୋରୁ ଭୋରୁ ପୁରୀରେ ପହଞ୍ଚିଛନ୍ତି ରଘୁବର ଦାସ। ସେ ଟ୍ରେନ୍‌ ଯୋଗେ ପୁରୀରେ ପହଁଞ୍ଚିଥିବା ବେଳେ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେଇଥିଲେ। ବର୍ତ୍ତମାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ପରେ ପୁରୀରୁ ସିଧାସଳଖ ଭୁବନେଶ୍ୱର…

ଡିସେମ୍ବର ୧୫ ସୁଦ୍ଧା ସରିବ ପୁରୀ…

ଓଏଲ୍‌ ବ୍ୟୁରୋ: ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେବା ପରେ ପୁରୀ ଯାଇ ପ୍ରଥମ ଥର ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ। ଆଜି ଭୋରୁ ଭୋରୁ ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ତଦାରଖ କରିଛନ୍ତି ୫-ଟି ଅଧ୍ୟକ୍ଷ। ଆଜି ଭୋର ୪ଟାରେ ପୁରୀରେ ପହଁଞ୍ଚିଥିଲେ ପାଣ୍ଡିଆନ୍।…

ସମୁଦ୍ରରେ ଗାଧୋଇବା ହେଲା କାଳ, ଚାଲିଗଲା…

ଓଏଲ୍‌ ବ୍ୟୁରୋ: ପୁରୀ ସମୁଦ୍ରରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କ ଜୀବନ ଚାଲିଯାଇଥିବା ଜଣା ପଡିଛି। ମୃତକ ହେଲେ ପଶ୍ଚିମବଙ୍ଗର ୨୧ ବର୍ଷୀୟ ଅର୍ଚ୍ଚିତ ବାନାର୍ଜୀ। ପରିବାର ସହ ପୂଜା ଛୁଟି କଟେଇବାକୁ ପୁରୀ ଆସିଥିବା ସୂଚନା ରହିଛି। ସମୁଦ୍ରରେ ଗାଧୋଇବା ବେଳେ ଜୁଆରରେ ପଶ୍ଚିମବଙ୍ଗର ଅର୍ଚ୍ଚିତ ବାନାର୍ଜୀ ଭାସି…

ଶ୍ରୀମନ୍ଦିରକୁ ଯିବା ପାଇଁ ପୋଷାକ ନିୟମ…

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଜରୁରୀ। ଏ କ୍ଷେତ୍ରରେ ପର୍ଯ୍ୟଟକ ଓ…

ଶ୍ରୀମନ୍ଦିର: ଏଣିକି ଶାଳୀନତା ପୋଷାକ…

ଓଏଲ୍‌ ବ୍ୟୁରୋ: ଏଣିକି ଶାଳୀନତାର ପୋଷାକ ପିନ୍ଧିବେ ଶ୍ରଦ୍ଧାଳୁ। ନଚେତ ଜଗା ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ।…

ଆଜି ଅପରାହ୍ନରେ ୪ ଘଣ୍ଟା ବନ୍ଦ ରହିବ ଜଗା…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ବନକଲାଗି ନୀତି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିଥାଏ। ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ…

ମହାପ୍ରଭୁଙ୍କ ସମ୍ପତ୍ତିକୁ ନେଇ ହେବ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲା ପରେ ମହାପ୍ରଭୁଙ୍କ ଜମି ଜମାକୁ ନେଇ ବୈଠକ ହେବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ସାରାଦେଶରେ ମହାପ୍ରଭୁଙ୍କ ସମ୍ପତ୍ତିର ଆକଳନ ନେଇ ଆଲୋଚନା କରାଯିବ। ଡାଟାବେଶ ପ୍ରସ୍ତୁତି ଓ ସମସ୍ୟା ନେଇ…

ଶ୍ରୀମନ୍ଦିରରେ ତୁଟିଲା ବିବାଦ, ୫ ଘଣ୍ଟା…

ଓଏଲ୍‌ ବ୍ୟୁରୋ: ବଡ଼ଦେଉଳରେ ନୀତିକାନ୍ତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା। ସେବା ନିବୃତ ଜଣେ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ବିବାଦ ଦେଖାଦେଇଥିଲା। ସେବା ନିବୃତ ସତ୍ତ୍ବେ ଶ୍ରୀମନ୍ଦିରରେ ସେବା କାର୍ଯ୍ୟରେ ନିୟୋଜିତକୁ ଅନ୍ୟ ସେବାୟତ ବିରୋଧ କରିଥିଲେ। ଯାହାକୁ ନେଇ ଏବେ ମହାପ୍ରଭୁଙ୍କ…