ଜଗା ଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା…
ଓଏଲ୍ ବ୍ୟୁରୋ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସିଂହଦ୍ବାର ସାମ୍ନାରେ ମୁଣ୍ଡିଆ ମାରିଥିଲେ ନିର୍ମଳା। କିଛି ସମୟ ମନ୍ଦିରରେ ରହି ପୂଜାର୍ଚ୍ଚନା କରିଥିଲେ। କୌଳିକ ପଣ୍ଡା ଅର୍ଥମନ୍ତ୍ରୀଙ୍କୁ…