Odisha Link
Bridging the Missing Links in Odisha
Browsing Tag

SCB

କଏଦୀର ଜଘନ୍ୟକାଣ୍ଡ, ମହିଳାଙ୍କ ଶାଢୀ…

ଓଏଲ୍‌ ବ୍ୟୁରୋ: କଟକ ବଡ ମେଡିକାଲରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କଟକ ବଡ ମେଡିକାଲରୁ କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି। ମହିଳାଙ୍କ ଶାଢୀ ପିନ୍ଧି ଜଣେ କଏଦୀ ଚମ୍ପଟ ହୋଇଯାଇଛି। ଚୌଦ୍ୱାର ଜେଲରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଚମ୍ପଟ ମାରିଛି କଏଦୀ। ଖବର…

କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ…

ଓଏଲ୍‌ ବ୍ୟୁରୋ : କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ଜଣେ ରୋଗୀ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। କଟକ ଏସସିବି ମେଡିକାଲର ପୁରୁଣା ମେଡିସିନ୍ ୱାର୍ଡରେ ତାଙ୍କର ମୃତ୍ୟୁ ହୋଇଛି। ଚିକିତ୍ସା ଅଭାବରୁ…

ଆଖି ବୁଜିଲେ ଇକ୍‌ମୋ ଚିକିତ୍ସାଧୀନ…

କଟକ: ଚାଲିଗଲା ଆଉ ଜଣେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଜୀବନ। କଟକ ଏସସିବି ମେଡିକାଲରେ ଇକ୍‌ମୋ ମେସିନରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଶନିବାର ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍‌ସିବିରେ ଏହା ପ୍ରଥମ ଇକ୍‌ମୋ ମୃତ୍ୟୁ…

SCBରେ ଟିକାକରଣ ଜନିତ ମୃତ୍ୟୁ

କଟକ: SCB ଟିକା କେନ୍ଦ୍ରରେ ଟିକା ନେବା ପରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ୨ୟ ଡୋଜ୍ ଟିକା ନେବା ପରେ ବ୍ୟକ୍ତି ଜଣଙ୍କ କେନ୍ଦ୍ରରେ ୧୫ ମିନିଟ୍ ବସିଥିଲେ। ଏହି ସମୟରେ ଅସୁସ୍ଥ ହୋଇପଡ଼ିବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆଯାଇଥିଲା। କାଜୁଆଲିଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଏସ୍‌ସିବି ନର୍ସିଂ କଲେଜ ବନ୍ଦ

କଟକ: ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଆଜି ଏସ୍‌ସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ନର୍ସିଂ କଲେଜ ବନ୍ଦ ରହିବ। କରୋନା ସଂକ୍ରମଣ…

SCBରୁ ୬ ଦଲାଲ ଗିରଫ

କଟକ: କଟକ ବଡ଼ ମେଡିକାଲରୁ ୬ ଦଲାଲ ଗିରଫ। ଏସସିବି ପରିସରକୁ ଦଲାଲ ମୁକ୍ତ କରିବାକୁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।ଗିରଫ ଅଭିଯୁକ୍ତଙ୍କ ଭିତରେ ଏସସିବିର ୨ ଜଣ କର୍ମଚାରୀ ରହିଛନ୍ତି। ଏହାସହ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଏହି ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା…

ରାଜ୍ୟ ବଜେଟ: ଏସସିବିକୁ “ଏମ୍ସ ପ୍ଲସ”…

ଭୁବନେଶ୍ବର: ସୋମବାର ଅପରାହ୍ନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାମାରୀ ପରେ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଚଳିତଥର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି। ନାଭା ଆପ ଜରିଆରେ ଚଳିତ…

ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ…

କଟକ: ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ରାଣୀହାଟ ପୋଲଠାରୁ ମାତୃଭବନ ଯାଏ ଉଚ୍ଛେଦ ହେବ। ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରୁଛି ପ୍ରଶାସନ। ତେବେ ତାଳଦଣ୍ଡା କେନାଲର ଉଭୟ ରାସ୍ତାକୁ ୩ ଲେନ୍…

କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ…

କଟକ: ବଡ଼ ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଅକ୍ସିଜେନ ପାଇପ୍ ଲିକ୍ କାରଣରୁ କଟକ ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ ହୋଇଛି। ସ୍ଥିତି ସ୍ୱଭାବିକ ହେବା ପର୍ଯ୍ୟନ୍ତ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ। ଲିକ୍ କାରଣରୁ ଅକ୍ସିଜେନ ପ୍ଲାଣ୍ଟକୁ ବନ୍ଦ କରି ଦିଆଯାଇଛି। ଗୁରୁତର ରୋଗୀଙ୍କୁ ଅନ୍ୟ ୱାର୍ଡକୁ…

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: କଟକ ବଡ଼ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି। ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ନେଇ କଟକ ଏସସିବିରେ କୀଡନି ହରାଇଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ଏସସିବିର ଏକ ବିଶେଷଜ୍ଞ ଦଳ ଅସ୍ତ୍ରୋପଚାର କରି ସଫଳତାର ସହ…