Odisha Link
Bridging the Missing Links in Odisha

ଏସ୍‌ସିବି ନର୍ସିଂ କଲେଜ ବନ୍ଦ

କଟକ: ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଆଜି ଏସ୍‌ସିବି ମେଡିକାଲ ନର୍ସିଂ କଲେଜକୁ ବନ୍ଦ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ନର୍ସିଂ କଲେଜ ବନ୍ଦ ରହିବ।

କରୋନା ସଂକ୍ରମଣ ବୃଦ୍ଧି କାରଣରୁ ACSଙ୍କ ନିର୍ଦ୍ଦେଶରେବନ୍ଦ ନିଷ୍ପତ୍ତି ନିଆଯାଇଛି। ଆଜି ସଂଧ୍ୟା ୫ଟାସୁଦ୍ଧା ହେଷ୍ଟେଲ ଛାଡିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.