Odisha Link
Bridging the Missing Links in Odisha
Browsing Tag

Sonia Gandhi

ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ : ସୋନିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଥମିବାର ନାଁ ଧରୁନାହିଁ। ଏହି ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ପହଞ୍ଚିଛି। ଏନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରେସ୍‌ମିଟ୍‌ କରି କହିଛନ୍ତି ଯେ, ଦିଲ୍ଲୀ ହିଂସାକାଣ୍ଡ ଏକ ଯୋଜନା…

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ…

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି। ସୋନିଆ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଂଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଗରୁ ଅନେକ ଥର ସୋନିଆଙ୍କୁ ଶ୍ବାସରୋଗ ଯୋଗୁଁ ମେଡିକାଲରେ ଭର୍ତି କରାଯାଇଛି। ସୋନିଆଙ୍କ ସ୍ବାସ୍ଥ୍ୟ ଅବସ୍ଥା…

ଜେଏନୟୁ ହିଂସା: ୨୬/ ୧୧ ସହ ତୁଳନା କଲେ…

ନୂଆଦିଲ୍ଲୀ: ଗତକାଲି ଜେଏନୟୁରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଦେଖାଗଲାଣି। ଜେଏନୟୁ ହିଂସାକୁ ନେଇ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଗତକାଲି ହୋଇଥିବା ହିଂସାକାଣ୍ଡକୁ ଉଦ୍ଧବ ୨୬/୧୧ ଆତଙ୍କବାଦୀ ହାମ୍‌ଲା ସହ ତୁଳନା…

କଂଗ୍ରେସ ପାଳନ କଲା ୧୩୫ତମ ପ୍ରତିଷ୍ଠା…

ନୂଆଦିଲ୍ଲୀ: ଆଜି କଂଗ୍ରେସ ପାଳନ କରିଛି ଦଳର ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) କାର୍ଯ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବସରେ ଦଳ…

ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିରଟ ସହରକୁ ଯିବାକୁ ଅନୁମତି ଦେଲାନି ଉତ୍ତର ପ୍ରଦେଶ ପୁଲିସ୍। ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା…

ସିଏଏକୁ ନେଇ ଶାହଙ୍କୁ ଟାର୍ଗେଟ କଲେ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଲାଗି ରହିଛି ବିରୋଧ। ଏହି ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଆଜି ସିଏଏକୁ ନେଇ ଅମିତ ଶାହଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ଦେଶରେ ସମସ୍ତଙ୍କୁ ସୁରକ୍ଷା ଦେବା ଓ ଶାନ୍ତି ସ୍ଥାପନ କରିବା ଦାୟିତ୍ୱ ସରକାରଙ୍କର। କିନ୍ତୁ ବିଜେପି…

ସୋନିଆ-ଶରଦ ସାକ୍ଷାତକାର, ପାୱାର କହିଲେ.

ନୂଆଦିଲ୍ଲୀ: ଆଜି ଅପରାହ୍ନରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଶରଦ ପାଓ୍ବାର। ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି ଯେ, ସୋନିଆଙ୍କ ସହ ମହାରାଷ୍ଟ୍ର…

ସୋନିଆଙ୍କୁ ଭେଟିଲେ ପାଓ୍ବାର,…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ଅନ୍ୟପଟେ ୨୦ ଦିନରୁ ଅଧିକ ସମୟ ହେଲା ସରକାର ଗଠନକୁ ନେଇ ଚାଲିଛି ହାଇଭୋଲଟେଜ୍‌ ଡ୍ରାମା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ଓ ଶିବସେନା ଭିତରେ ଭାଗବଣ୍ଟା ନଛିଣ୍ଡିବାରୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଷ୍ଟ୍ରପତି ଶାସନ…

ମହାରାଷ୍ଟ୍ର: ଅନିଶ୍ଚିତତା, ସୋନିଆଙ୍କ…

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବର୍ତ୍ତମାନ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ହେଲେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ ନିମନ୍ତେ ଚଲାଇଛନ୍ତି ପ୍ରସ୍ତୁତି। ଏଥିପାଇଁ ବସୁଛି ଘନଘନ ବୈଠକ। ହେଲେ ମହାରାଷ୍ଟ୍ରରେ ସରକାର ଗଠନ କରିବା ନେଇ ଏବେ ବି ଅନିଶ୍ଚିତତା ଦେଇ ଗତି କରୁଛି। କାରଣ ସେଠି…

ରବିବାର ନୁହେଁ ଏହିଦିନ ହେବ…

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳୁଛି ନୂଆ ଟ୍ବିଷ୍ଟ। କ୍ଷମତା ଯୁଦ୍ଧରେ ଘଡ଼ିକେ ଘଡ଼ି ଛୁଟୁଛି। ମହାରାଷ୍ଟ୍ରରରେ ଶିବସେନା-କଂଗ୍ରେସ-ଏନ୍‌ସିପିର ମେଣ୍ଟ ସରକାର ଗଠନ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଆସନ୍ତାକାଲି ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସ ଅଧ୍ୟକ୍ଷ…