Odisha Link
Bridging the Missing Links in Odisha
Browsing Tag

Sura Routray

ସରକାର ଧୋକାବାଜ : ସୁର

ଭୁବନେଶ୍ୱର: ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ନେଇ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ରାଉତରାୟ କହିଛନ୍ତି ଯେ, ସରକାର ଆଶା ଓ…

ସୁରଙ୍କ ସମୂହ ଆତ୍ମାହୁତି ଧମକ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁର ରାଉତରାୟ ସମୂହ ଆତ୍ମାହୁତି ଚେତାବନୀ ଦେଇଛନ୍ତି। ଜଟଣୀରେ ସ୍ଥିତିବାନ ଜମି ଜଗନ୍ନାଥଙ୍କ ଜମିରେ ପରିଣତ ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ରାଉତରାୟ ଏଭଳି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଏନେଇ ବାରମ୍ବାର ଦାବି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା…

ବଦଳିଲା ସୁରଙ୍କ ସ୍ବର

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍‌ସର ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଏହି ଘଟଣା ଉପରେ ସୁର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 'କଂଗ୍ରେସ ଭବନକୁ ଆସିଥିବା ବାଉନ୍‌ସରଙ୍କୁ ଆମ ନେତା କେହି ଆଣିନଥିଲେ। ବିରୋଧୀ ଆମକୁ ବଦନାମ କରିବାକୁ ବାଉନ୍‌ସର ପଠାଇଥିଲେ। ସୂଚନାଯୋଗ୍ୟ, ଗତ…

ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ:…

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍‌ସରକୁ ତୀବ୍ର ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ। ଶ୍ରୀ ରାଉତରାୟ କହିଛନ୍ତି ଯେ, କଂଗ୍ରେସ ଭବନକୁ ବାଉନ୍‌ସର ଆଣିବା ଠିକ୍‌ ହୋଇ ନାହିଁ। ରାଜନୀତିରେ ଏମିତି କରିବା  ଉଚିତ୍‌ ନୁହେଁ। ଗୁଣ୍ଡା ଶାସନକୁ ବରଦାସ୍ତ କରାଯିବ ନାହିଁ। ଆମକୁ କଣ…

ମନଇଚ୍ଛା ଏମିତି କରନି: ସୁର

ଭୁବନେଶ୍ବର: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଶ୍ରୀ ରଉତରାୟ କହିଛନ୍ତି ଯେ, ନିଜ ନିଜ ଭିତରେ ମଦଭେଦ ରଖି ଏମିତି କରନି ଯାହା ଫଳରେ ଦଳରେ କ୍ଷତି ହେବ। ପିସିସି ମନଇଚ୍ଛା କିଛି କରନ୍ତୁ ନାହିଁ। ଯାହା ବି କରୁଛନ୍ତି ଏଆଇସିସିକୁ ପଚାରି କରନ୍ତୁ। ଏଠି ପିସିସି ଓ ଏଆଇସିସି…

ଲାଇନ କାଟିଲେ ଆନ୍ଦୋଳନ ହେବ : ସୁର

ଭୁବନେଶ୍ବର: ୧୬ରୁ ବକେୟା ଖିଲାପୀଙ୍କ ବିଦ୍ୟୁତ କାଟ ନେଇ ସେସୁର ଘୋଷଣା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୁର ରାଉତରାୟ। କଂଗ୍ରେସ ବିଧାୟକ ଶ୍ରୀ ରାଉତରାୟ କଡ଼ା ଚତେବନୀ ଦେଇ କେହିଛନ୍ତି ଯେ, ଯଦି ଗରିବ ଲୋକଙ୍କ ଲାଇନ କାଟାଯିବ ତେବେ ଏହାର ବିରୋଧ ପାଇଁ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ। ଏଥିପାଇଁ କଂଗ୍ରେସ…

ସୁର କହିଲେ ଭୋଟ ପାଇଁ କାଳିଆ ଟଙ୍କା,…

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କାଳିଆ ଟଙ୍କା କେବଳ ଭୋଟକୁ ନଜରରେ ରଖି ବଣ୍ଟା ଯାଇଥିଲା। ଏଥିରୁ ୯୦ଭାଗ ବିଜେଡି କର୍ମୀ କାଳିଆ ଟଙ୍କା ପାଇଛନ୍ତି। ପ୍ରକୃତ…

ସୁରଙ୍କ ଚେତାବନୀ

ଖୋର୍ଦ୍ଧା : ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀ ରାଉତରାୟ। ଜଟଣୀ ବ୍ଲକ୍‌ର ସ୍ଥିତିବାନ ଜମିକୁ ରାଜସ୍ବ ବିଭାଗ ପକ୍ଷରୁ ଶ୍ରୀଜଗନ୍ନାଥ ଜମି ବୋଲି ଚିହ୍ନଟ କରାଯାଇ ଏହାର କିଣାବିକା ଉପରେ ରୋକ୍‌ ଲଗାଇଛନ୍ତି। ଏହି ଘଟଣାକୁ ନେଇ ଆସନ୍ତା ୨୭ ତାରିଖରେ ନବୀନ ନିବାସ ଘେରାଉ…

ସୁରଙ୍କ ପଲଟିକାଲ ଉତ୍ତରାଧିକାରୀ:…

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆଜି ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ସେ ନେଇ ଘୋଷଣା କରିଛନ୍ତି। ଆଜିର ସମୟରେ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଦେଇଛନ୍ତି ବଡ଼ ବୟାନ। ସୁର ରାଉତରାୟ ଗଣମାଧ୍ୟମରେ କହିଛନ୍ତି ଯେ, ବଡ଼ ପୁଅ…

ସାନପୁଅ ମନ୍ମଥ ରାଜନୀତି କରିବ: ସୁର

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆଜି ତାଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବ ସେ ନେଇ ଘୋଷଣା କରିଛନ୍ତି। ଆଜିର ସମୟରେ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଦେଇଛନ୍ତି ବଡ଼ ବୟାନ। ସୁର ରାଉତରାୟ ଗଣମାଧ୍ୟମରେ କହିଛନ୍ତି ଯେ, ବଡ଼ ପୁଅ…