Odisha Link
Bridging the Missing Links in Odisha
Browsing Tag

Sura Routray

ନିର୍ବାଚନ ପ୍ରଚାର ପୂର୍ବରୁ…

ଭୁବନେଶ୍ବର: ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ ପ୍ରସଙ୍ଗରେ ଆଜି ବିରୋଧୀ ମତ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ତେଜୁଛି ରାଜନୀତି। ଏନେଇ ମୁହଁ ଖୋଲିଲେ ବିଧାୟକ ସୁର ରାଉତରାୟ। ସୁର କହିଛନ୍ତି ଯେ, ଆଗକୁ ଉପନିର୍ବାଚନ ପ୍ରଚାର ଥିବାରୁ ଜଗନ୍ନାଥଦର୍ଶନ ଆଳରେ ଘରୁ…

ଯଦି ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡଜାମିନ…

ଭୁବନେଶ୍ବର: ବିଧାନସଭା ସାମ୍ନାରେ ମା କୁ ପୁଅ ମୁଣ୍ଡଜାମିନ ରଖିବା ପ୍ରସଙ୍ଗରେ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏହି ଘଟଣାରେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡ଼ିଥିବା କହିଲେ ସୁର। ଏହା ସହିତ ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଛନ୍ତି। ସୁର କହିଛନ୍ତି ଯେ, ଆଜି ଯଦି ସେ…

ଓଡ଼ିଶାର ସବୁ ମନ୍ଦିର ଖୋଲୁ: ସୁର

ଭୁବନେଶ୍ବର: ଆଜି ବିଧାନସଭାର ତୃତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଜାରି ରହିଛି। ଏହାରି ମଧ୍ୟରେ ଶାସକ ଓ ବିରୋଧିଙ୍କ ମଧ୍ୟରେ ପ୍ରଶ୍ନ ପଚରା ଉଚରା ବି ଲାଗି ରହିଛି। ରାଜ୍ୟର ସବୁ ମନ୍ଦିର ଖୋଲିବା ନେଇ ଗୃହରେ ଦାବିକରିଛନ୍ତି ସୁର ରାଉତରାୟ। ସୁର କହିଛନ୍ତି ଯେ, ଅନ୍ୟ ରାଜ୍ୟ ମାନଙ୍କରେ ସବୁ…

୧୦ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ…

ଭୁବନେଶ୍ବର: ଉପନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ନେଇ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ୧୦ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଉପନିର୍ବାଚନ ପାଇଁ ୧୨ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲ…

ବନ୍ୟା ଘେରରେ ଲୋକେ, ନବୀନ ଦିନେ…

ଭୁବନେଶ୍ବର: ଲଗାଣ ବର୍ଷା ହେତୁ ରାଜ୍ୟରେ ବନ୍ୟା ସ୍ଥିତି। ବର୍ଷା ଛାଡ଼ି ଯାଇଛି ସତ ହେଲେ ସରିନି ଜନସାଧାରଣଙ୍କ ଦୁର୍ଦ୍ଦଶା। କାଁଭାଁ କେଉଁଠି ରିଲିଫ ପହଞ୍ଚିଛି ତ ଆଉ କେଉଁଠି ସରକାର ଓ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରି ଭୋକ ଓପାସରେ ଦିନ କାଟୁଛନ୍ତି ଲୋକେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୁଁ ପିସିସି ସଭାପତି ଦୌଡ଼ରେ ନାହିଁ

ଭୁବନେଶ୍ୱର : ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସରେ ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ। ତେବେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ କଂଗ୍ରେସର…

ରଥଯାତ୍ରା ବନ୍ଦ ପ୍ରସଙ୍ଗ: କାନ୍ଦି…

ଭୁବନେଶ୍ବର: ନିଜ କୋହକୁ ରୋକି ପାରିଲେନି କଂଗ୍ରେସ ବିଧାୟକ ସୁର ରାଉତରାୟ। ରଥ ଯାତ୍ରା ବନ୍ଦକୁ ନେଇ କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ଶ୍ରୀ ରାଉତରାୟ। ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ଭାବବିହ୍ୱଳ ହୋଇ ସେ କାନ୍ଦି ପକାଇଲେ। ଏହି ଅବସରରେ ସେ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ।…

ମାସେ ଭିତରେ ଟଙ୍କା ନଫେରିଲେ ଅସମ୍ଭାଳ:…

ଭୁବନେଶ୍ବର: ଶ୍ରୀ ଜଗନ୍ନାଥଙ୍କ ଟଙ୍କା ନେଇ ଗୃହ ବାହାରେ ଗର୍ଜିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ଏନେଇ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ରାଉତରାୟ କହିଛନ୍ତି ଯେ, ଗୃହ କମିଟି ହେଉ ଓ ମାସେ ଭିତରେ ଟଙ୍କା ଫେରୁ। ମାସେ ଭିତରେ ଠାକୁରଙ୍କ ଟଙ୍କା ନଫେରିଲେ ବାଚସ୍ପତି ସମ୍ଭାଳି ପାରିବେନି। କେଉଁ ବିଜୟ ଭାଇ…

ଘରୋଇ ବ୍ୟାଙ୍କରେ କାହିଁକି ରଖିଲ: ସୁର

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଜାତୀୟ ବ୍ୟାଙ୍କରେ ଟଙ୍କା ନରଖି ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତିକି ଏହା ପଛରେ ଉଦେ୍ଧଶ୍ୟ କ’ଣ ବୋଲି ପ୍ରଶ୍ନ କରି ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ସେ…

ଆମେ ହାତ ଟେକି ଦେଇଛୁ: ସୁର

ଭୁବନେଶ୍ୱର: ଆମେ ହାତ ଟେକି ଦେଇଛୁ। ରାଜ୍ୟସଭା ନିର୍ବାଚନ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହା କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଆମେ ହାତ ଟେକି ଦେଇଛୁ। ନିର୍ବାଚନରେ କଂଗ୍ରେସ ଅଂଶଗ୍ରହଣ କରିବ କି ନକରିବ ସେ ନେଇ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସୁର ରାଉତରାୟ…