Odisha Link
Bridging the Missing Links in Odisha
Browsing Tag

Teacher

ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ

ବାଙ୍କି: ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ପ୍ରଧାନ…

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

ଚାରିଛକ: ଶ୍ରେଣୀ ଗୃହରେ ଫାଶୀ ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା। ଆଜି ସକାଳେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଅଞ୍ଚଳର ଚାରିଛକସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।ଆତ୍ମହତ୍ୟା କରିଥିବା ଶିକ୍ଷକଜଣକ ହେଉଛନ୍ତି ସ୍ଥାନୀୟ ଜାଗେଶ୍ୱର ଗ୍ରାମର…

ହାଇସ୍କୁଲରେ କେବେ ମିଳିବ ନିଯୁକ୍ତି ?

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଷ୍ଟେସନ୍‌ ଶତାଧିକ ବେକାରୀ ଯୁବକ ଓ ଯୁବତୀ ଏକତ୍ର ହୋଇଥିଲେ । ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ । ମାତ୍ର ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ବେକାରୀ ଯୁବକ ଓ ଯୁବତୀମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ…

ଚର୍ଚ୍ଚାରେ ଅମୃତସରର ଶିକ୍ଷକ, ତିଆରି କଲେ…

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳନ କରିବ ୭୧ ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଏହି ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅମୃତସରର ଜଣେ ସରକାରୀ ସ୍କୁଲର ଶିକ୍ଷକ ଅଭିନବ ଉପାୟରେ ତିଆରି କରିଛନ୍ତି ଜାତୀୟ ପତାକା। ଏହି ଶିକ୍ଷକ ଜଣକ ହେଉଛନ୍ତି ପଞ୍ଜାବର ବଲଜିନ୍ଦର ସିଂ।…

ଶିକ୍ଷକ ନଥିବାରୁ ଘାଟି ଜଙ୍ଗଲରେ ରାଲି…

କନ୍ଧମାଳ: ସ୍କୁଲରେ ଶିକ୍ଷକ ନଥିବାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ବେଲଘର ଅଞ୍ଚଳରେ ଘଞ୍ଚ ଜଙ୍ଗଲରେ ଭିତରେ ଚାଲି ଚାଲି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ବିଦ୍ୟାଳୟରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନଥିବାରୁ ଏହିପରି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଂଚ…

ନୟାଗଡ଼: ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ…

ନୟାଗଡ଼: ମୋବାଇଲରୁ ମୋବାଇଲକୁ ବୁଲୁଛି ଶିକ୍ଷୟତ୍ରୀଙ୍କ ନଗ୍ନ ଭିଡିଓ। ବେଡ ରୁମର ଅଶ୍ଳୀଳ ଭିଡ଼ିଓ ଏବଂ ଫୋଟୋ ହୋଇଛି ଭାଇରାଲ। ନୟାଗଡ଼ରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟତ୍ରୀ ଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିଛନ୍ତି ତାଙ୍କ ସ୍ୱାମୀ। ଏନେଇ ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି…

ପିସି ନଦେବାରୁ ଶିକ୍ଷକଙ୍କ ଦରମା ବନ୍ଦ

ନବରଙ୍ଗପୁର: ପିସିରେ ପେଶି ହେଉଛନ୍ତି ଜନତା। ଏଥି ସହିତ ପିସିରୁ ବାଦ ପଡିନାହାନ୍ତି  ଶିକ୍ଷକ। ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ…