Odisha Link
Bridging the Missing Links in Odisha
Browsing Tag

Teacher

ରାଜଧାନୀରେ ଶିକ୍ଷକଙ୍କୁ କରୋନା, ସ୍କୁଲ…

ଭୁବନେଶ୍ୱର: କରୋନା ଆକ୍ରାନ୍ତ ହେଲେ ଶିକ୍ଷକ। ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ପରେ ସେ ପରୀକ୍ଷା କରିବାରୁ କରୋନା ଆକ୍ରାନ୍ତ ବେଲି ଜଣାପଡିଲା। ପାଠ ପଢ଼ାଇବା ସମୟରେ ଶିକ୍ଷକ ଜଣଙ୍କ ପିଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ…

କଳା ସାରଙ୍କ କଳା କାରନାମା

କଟକ: କଳା ସାରଙ୍କ କଳା କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସଂପୃକ୍ତ ଶିକ୍ଷକ ୪ ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଏତଲା ହୋଇଥିଲା। ଏତଲା ପରେ ସଂପୃକ୍ତ ଆର୍ଟି ଟିଚରଙ୍କୁ ଉଠାଇ ଆଣିଲା ପୋଲିସ। ଶିକ୍ଷକଙ୍କୁ ଅଟକ ରଖି ଜେରା କରିଛି କଟକ ମହିଳା ଥାନା ପୋଲିସ। ସାଲେପୁର ଅଞ୍ଚଳର ଏକ ସ୍କୁଲରେ କଳା…

ପିଶାଚ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ…

ପାଟନା: ଶିକ୍ଷକ ନାଁରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରି ଶେଷରେ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ସହରସା ଅଞ୍ଚଳରେ। ସୂଚନା ମୁବତାବକ, ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ବର୍ଷ ଧରି ଦୁଷ୍କର୍ମ…

ନିୟମିତ ହେଲେ ହାଇସ୍କୁଲର ଚୁକ୍ତିଭିତ୍ତିକ…

ଭୁବନେଶ୍ବର: ରାଜ୍ୟର ହାଇସ୍କୁଲରେ ଶିକ୍ଷାଦାନ କରୁଥିବା ୩୮୮୪ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି। ନିଯୁକ୍ତି ହେବାର ୬ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି। ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ଲାଗି…

ଭିଜିଲାନ୍ସ ଜାଲରେ ଶିକ୍ଷକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଶିକ୍ଷକ। ପାରଳାଖେମୁଣ୍ଡିର ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଡ଼ଉ କରିଛି। ପାରଳାଖେମୁଣ୍ଡି ଥାନା ଏରତେଲାସାହି ସ୍ଥିତ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

୯ବର୍ଷର ଛାତ୍ରୀକୁ ଦୁଷ୍କର୍ମ, ଶିକ୍ଷକ…

ଉତ୍ତରପ୍ରଦେଶ: ୯ବର୍ଷର ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଜନପଦ କାସଗଞ୍ଜରେ। ୯ବର୍ଷର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ଅଭିଯୁକ୍ତ ମୌଲାନା ଫେରାର ଥିବା ଜଣାପଡିଛି।…

କରୋନା ଆଣିଲା ବିପତ୍ତି: ଶିକ୍ଷକ ସାଜିଲେ…

କଟକ: ମହାମାରୀ କରୋନା ଆଣି ଦେଇଛି ମଣିଷ ସମାଜ ପାଇଁ ବଡ଼ ବିପତ୍ତି। କରୋନାର କରାଳ ରୂପରେ ବାଜି ଲାଗିଛି ରୋଜଗାର। ରୋଜଗାର ଉପରେ ଲାଗିଛି କରୋନାର ନଜର। ଇତି ମଧ୍ୟରେ ନିଶ୍ଚିହ୍ନ ହୋଇଗଲାଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା। ଏପରିକି ହଜାର ହଜାର ଲୋକଙ୍କ ଜୀବିକା ଓ ଜୀବନ ବାଜିରେ ଲାଗିଛି। ଦିନକୁ ଦିନ କରୋନା…

୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ…

ଭୁବନେଶ୍ୱର: ଆଜି ୧୭୮୧ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ନିଯୁକ୍ତି ପାଇଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ାଇବେ। ଏହି ଅବସରରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଓରିଏଣ୍ଟେସନ୍…

ସ୍କୁଲ ଅଧ୍ୟକ୍ଷ ୯ମ ଶ୍ରେଣୀ ଛାତ୍ରୀଙ୍କୁ…

ଚାନ୍ଦବାଲି: ଏକଦା ଓଡ଼ିଆ ଆଲବମ ଜଗତରେ 'ନବମ ଶ୍ରେଣୀ ଝିଅଟା ଛାତିକୁ ମୋର ହଟ କରୁଛି' ଗୀତଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଯେଉଁ ଗୀତଟି ଏବେବି ଗୀତ ପ୍ରେମୀଙ୍କ ମନରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏହି ଗୀତ ବିଷୟରେ କାହିଁ କହୁଛୁ। ତେବେ ଜାଣନ୍ତୁ କଣ ପାଇଁ ଏଭଳି କହିଲୁ। କାରଣ ଜଣେ…

ରାଜରାସ୍ତାରେ ଶିକ୍ଷୟିତ୍ରୀଙ୍କ ନ୍ୟାୟ…

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଜଣେ ଶିକ୍ଷୟିତ୍ରୀଙ୍କର ନ୍ୟାୟ ଭିକ୍ଷାର କୁରଣ ଦୃଶ୍ୟ ଦେଖିବାକୁ ମିଳିଛି।ସରକାରୀ ବ୍ୟବସ୍ଥା ଉପରୁ ଭରସା ତୁଟିବା ପରେ ଏପରି ଭାବେ ରାଜଧାନୀ ରାଜରାସ୍ତାରେ ନ୍ୟାୟ ଭିକ୍ଷା କରୁଛନ୍ତି ଜଣେ ଶିକ୍ଷୟିତ୍ରୀ। ଶିକ୍ଷୟିତ୍ରୀଜଣକ ଅନୁଗୁଳର ଏକ ମ୍ୟୁନିସିପାଲିଟି ସ୍କୁଲର…