Odisha Link
Bridging the Missing Links in Odisha
Browsing Tag

TERRORIST

୧୬ ଦିନରେ ୯ ଏନକାଉଣ୍ଟର, ୨୮ ଆତଙ୍କବାଦୀ…

ଶ୍ରୀନଗର: ଜମ୍ମୁ କଶ୍ମୀର ସ୍ଥିତ ସୋପିୟାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିିିଳିଛି। ଏନକାଉଣ୍ଟରେ ହିଜବୁଲର ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ଲୁଚିରହିଥିବା ଖବର ପରେ ସେଠାରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି କରିଥିଲେ। ପରେ ଗୁଳିବିନିମୟ ଫଳରେ…

ଜମ୍ମୁ କଶ୍ମୀର: ୨୪ ଘଣ୍ଟାରେ ୯…

ଜମ୍ମୁ କଶ୍ମୀର: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଭାରତୀୟ ସେନା ୯ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି। ରବିବାର ଆତଙ୍କବାଦୀଙ୍କ ଏକ ଦଳ ନିୟନ୍ତ୍ରଣ ରେଖା ନିକଟରେ କେରନ ସେକ୍ଟରରେ ଅନୁପ୍ରବେଶ କରୁଥିବା ବେଳେ ସେନା ଏହାର ପାଲଟା ଜବାବ ଦେଇଛି।…

ପୁଲୱାମା ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ: ଆଜି ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଅବନ୍ତୀପୋରାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି। ମୃତ ଆତଙ୍କୀଠାରୁ ବହୁ ପରିମାରଣରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି। ଭାରତୀୟ ସୀମାର ନିୟନ୍ତ୍ରଣ…

କାବୁ ହେଲା ଲଶ୍କର-ଏ-ତୈବା ଆତଙ୍କବାଦୀ…

ନୂଆଦିଲ୍ଲୀ: ଗତକାଲି ଶ୍ରୀନଗରରୁ ନିରାପତ୍ତା ବଳ ଲସ୍କର୍‌-ଏ-ତୈବାର ଆତଙ୍କବାଦୀ ନିସାର୍‌ ଅହମଦ୍‌ ଦର୍‌କୁ ଗିରଫ କରିଛି। ନିସାର୍‌ ଆତ୍ମଗୋପନ କରିଥିବା ସ୍ଥାନ ବିଷୟରେ ପୂର୍ବରୁ ନିରାପତ୍ତା ବଳକୁ ସୂଚନା ମିଳିଥିଲା। ଜମ୍ମୁ ଓ କଶ୍ମୀର ପୁଲିସର ସ୍ପେସାଲ୍‌ ଅପରେସନ୍‌ସ୍‌ ଗ୍ରୁପ୍‌ ନିସାର୍‌କୁ ଗିରଫ…

ମୁସାରଫ୍‌ କହିଲେ ପାକିସ୍ତାନର ହିରୋ…

ଇସ୍‌ଲାମାବାଦ୍: ପାକିସ୍ତାନର ଅସଲ ରୂପ ପଦାରେ ପକାଇଲେ ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ୍। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କଶ୍ମିରୀମାନଙ୍କୁ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌ ହେବାକୁ ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ…

ସ୍କୁଲ ପାଖରେ ଆତଙ୍କବାଦୀ ଆକ୍ରମଣ

ପୁଲ୍‌ୱାମା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ। ପ୍ରଥମେ ଫଳ ଦୋକାନୀ ଏବଂ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଆକ୍ରମଣ ପରେ ଏବେ ଶିକ୍ଷାନୁଷ୍ଠାନ ନିକଟରେ ମଧ୍ୟ ଭୟର ବାତାବରଣ ସୃଷ୍ଟି କରିବାର ଅପପ୍ରୟାସ କରିଛନ୍ତି ଆତଙ୍କବାଦୀ ସଂଗଠନ। ମିଳିଥିବା ସୂଚନା ଅନୁଯାୟୀ ପୁଲ୍‌ୱାମା ଜିଲ୍ଲାର ଏକ ପରୀକ୍ଷା କେନ୍ଦ୍ରରେ…

କଶ୍ମୀରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଜଣ କୁଖ୍ୟାତ ଆତଙ୍କବାଦୀ ନିହତ ହୋଇଛନ୍ତି। ୩ ଜଣ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବହୁ ଆପତ୍ତି ଜନକ ସାମଗ୍ରୀ ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କୁ…

ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ

ଶ୍ରୀନଗର: ସେନା ଗୁଳିରେ ନିହତ ହେଲା ଆତଙ୍କବାଦୀ। ସୁରକ୍ଷା ବାହିନୀଙ୍କ ଗୁଳିରେ ଜମ୍ମୁ କଶ୍ମୀର ସୋପର ଜିଲ୍ଲାର ଜଣେ ଆତଙ୍କବାଦୀ ଆଜି ନିହତ ହୋଇଛି। ମୃତ ଆତଙ୍କବାଦୀ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହ ଲସ୍କର-ଇ-ତୋଇବା ସହ ଜଡ଼ିତ ଥିଲା ବୋଲି ପ୍ରକାଶ ପାଇଛି। ତାର ନାମ ଅଶିଫ୍ ମକବୁଲ ଭଟ୍ଟ। ଦୁଇ ଦିନ…

୮ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଗିରଫ ହେଲେ ୮ ଆତଙ୍କବାଦୀ। ଜମ୍ମୁ କଶ୍ମୀରର ଦକ୍ଷିଣ କଶ୍ମୀରରେ ସ୍ଥାନୀୟ ଲୋକଙ୍କୁ ଧମକ ଚମକ ଦେବା ଅଭିଯୋଗରେ ୮ ଲସ୍କର-ଇ-ତୋଇବାର ଆତଙ୍କବାଦୀ ଗିରଫ ହୋଇଛନ୍ତି। ସୋମବାର ଦକ୍ଷିଣ କଶ୍ମୀରର ସୋପୋରରେ ଏହି ଆତଙ୍କବାଦୀ ଗିରଫ ହୋଇଛନ୍ତି। ଶନିବାର ଦକ୍ଷିଣ କଶ୍ମୀରରେ ଏକ ଫଳ ବ୍ୟବସାୟୀ ଘର…

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ…

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ ମୁକ୍ତ କଲା ପାକିସ୍ତାନ। ପାକିସ୍ତାନ ଲୁଚାଛପାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ମାସୁଦକୁ ଜେଲରୁ ମୁକ୍ତ କରିଥିବାର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। କେବଳ ଏତିକି ନୁହେଁ, ମାସୁଦ ମାସୁଦ ଭାରତରେ ଏକ ବଡ ଧରଣର ଆତଙ୍କବାଦୀ…