Odisha Link
Bridging the Missing Links in Odisha
Browsing Tag

Traffic Rule

ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ଫାଇନ୍

ଗଞ୍ଜାମ: ଟ୍ରକ୍‌ ଡ୍ରାଇଭରଙ୍କୁ ହେଲମେଟ୍‌ ପାଇଁ‌ ଫାଇନ୍। ଏଭଳି ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମ୍ନାକୁ ଆସିଛି। କରୋନା ମହାମାରୀ କାରଣରୁ ନୂଆ ଟ୍ରାଫିକ୍‌ ନିୟମକୁ କେହାଳ କରାଯାଇଥିବା ବେଳେ ଏବେ କ୍‌ଡାଉନ୍‌ ହଟିବା ପରେ ପୁଣି ଗାଡ଼ି ଚେକିଂକୁ କଡ଼ା କଡ଼ି କରାଯାଇଛି। ମାତ୍ର ହେଲମେଟ୍‌ ପାଇଁ ଟ୍ରକ୍‌…

ଟ୍ରାଫିକ୍‌ ନିୟମକୁ ଫୁ କଲେ ନେତା, ବିନା…

ଭୁବନେଶ୍ବର: ଏମିତି ଦିନ ଥିଲା ନୂଆ ଟ୍ରାଫିକ୍‌ ନିୟମକୁ ନେଇ ରାଜ୍ୟସାରା ଭୟର ଲହରୀ ଖେଳି ଯାଇଥିଲା। ନୂଆ ଟ୍ରାଫିକ୍‌ ନିୟମ ଅନୁଯାୟୀ ଟ୍ରାଫିକ୍‌ ନିୟମ ଉଲଂଘନକାରୀଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ୁଥିଲା। ଏଭଳିକି ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ଜନସାଧାରଣ ମୋଟା ଅଙ୍କର ଜୋରିମାନା ମଧ୍ୟ…

କଡ଼ା ଆଇନ କମାଇଲା ଦୁର୍ଘଟଣା!

ଭୁବନେଶ୍ୱର: ରାଜ୍ୟରେ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନ ଦୁର୍ଘଟଣା କମାଇବାରେ ସକ୍ଷମ ହୋଇଛି। ଏହି ନୂତନ ଆଇନ ଦ୍ୱାରା ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଏବର୍ଷ ୪.୫% ଦୁର୍ଘଟଣା କମିଥିବା ରିପୋର୍ଟ ପ୍ରକାଶ ପାଇଛି। ଦୁର୍ଘଟଣାରେ ମୃତ୍ୟୁହାର ମଧ୍ୟ ୧୨ ପ୍ରତିଶତ କମିଥିବା ରିପୋର୍ଟରେ ପ୍ରକାଶ…

କାଲିଠୁ କଡ଼ାକଡି ହେବ ଟ୍ରାଫିକ ନିୟମ,…

ଭୁବନେଶ୍ବର: ୩ମାସ ପରେ ଆସନ୍ତାକାଲିଠୁ ସାରା ରାଜ୍ୟରେ କଡାକଡି ହେବ ଟ୍ରାଫିକ ନିୟମ। ଟ୍ରାଫିକ୍‌ ଉଲ୍ଲଂଘନକାରୀଙ୍କୁ କାଲିଠୁ ଆଉ ନିସ୍ତାର ନାହିଁ। ଏହା ସତ୍ତ୍ୱେ ମଦୁଆ ଗାଡ଼ି ଚାଳକମାନେ ସାବାଡ଼ ହେଉ ନାହାନ୍ତି। ମଦ ପିଇ ମନ ଇଚ୍ଛା ଗାଡ଼ି ଚଳାଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା…

ଟ୍ରାଫିକ୍‌ ନିୟମକୁ ଫୁ: ରାସ୍ତାରେ…

ରାଉରକେଲା: ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ଯାହାଫଳରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଉଛନ୍ତି ଯୁବ…

ଚର୍ଚ୍ଚାରେ ମହିଳାଙ୍କ ସାହସିକ କାର୍ଯ୍ୟ,…

ଥିରୁଅନନ୍ତପୁରମ୍‌: ଆଜିକାଲି ସମୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ରାସ୍ତାରେ ଯିବା ସମୟରେ ଦେଖିବାକୁ ପାଇବେ ଅନେକ ଲୋକ ରଙ୍ଗ ରୁଟରେ ଯାଇଥାନ୍ତି। ଯଦି ଆପରଙ୍କ ସାମ୍ନାରେ କେହି ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିଥାନ୍ତେ କୁହନ୍ତୁ। ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି…

ସରକାରୀ ବାବୁଙ୍କ ପାଇଁ ନୂଆ ଟ୍ରାଫିକ୍‌…

ବ୍ରହ୍ମପୁର: ଗୋଟିଏ ପଟେ ସରକାରୀ ବାବୁ ଆଇନ ଉଲଘଂନ କାରୀଙ୍କ ଠାରୁ ଫାଇନ ଆଦାୟ କରି ଆଇନ୍‌ ପାଠ ପଢାଉଛନ୍ତି। ହେଲେ ଅପରପକ୍ଷେ ନିଜେ ଆଇନର ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ। ଯାହା ଏବେ ସୋଶିଆଲ ମଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି…

ସରକାରୀ ଗାଡ଼ିର କାଗଜପତ୍ର ତନଖି କଲେ…

ଭୁବନେଶ୍ବର: ଭୁବନେଶ୍ବରରେ ତାତିଲେ ଲୋକ। ରାଜଧାନୀ ଭୁବନେଶ୍ବର ରାଜମହଲ ଛକରେ ସରକାରୀ ଗାଡ଼ିକୁ ତନଖି କରିଛନ୍ତି ସାଧାରଣ ଜନତା। ମୋ ବସ୍, ବିଏମସି ଗାଡ଼ି ଓ ପୁଲିସ୍‌ ଗାଡ଼ିକୁ ତନଖି କରିଛନ୍ତି ଉତ୍ୟକ୍ତ ଲୋକ। ସରକାରୀ ଗାଡ଼ିକୁ ତନଖି ନକରିବା ଅଭିଯୋଗରେ ସାଧାରଣ ଲୋକ ରାଜମହଲ ଛକରେ ଆଜି ସରକାରୀ ଗାଡ଼ିକୁ…

ଟ୍ରାଫିକ ନିୟମକୁ ପୁଲିସ ବାବୁଙ୍କ…

ଭୁବନେଶ୍ବର: ନୂଆ ମୋଟର ଆଇନକୁ ନେଇ ସାରା ଦେଶରେ ଏବେ ଗୋଟିଏ ଚର୍ଚ୍ଚା। ତାଠୁ ବଳି ଚର୍ଚ୍ଚା ହେଉଛି ଜୋରିମାନାକୁ ନେଇ। ଯଦି ବାଇକ୍‌ ଚାଳକ ବିନା ହେଲମେଟରେ ଏବଂ ଆଇନ୍‌ ଉଲଘଂନ କଲା ତେବେ ତାକୁ ବଡ଼ ଧରଣର ତଣ୍ଡ ଗଣିବାକୁ ପଡ଼ୁଛି। ଖୋଦ୍‌ ପୁଲିସ୍‌ ବାବୁ ମାନେ ଫାଇନ୍‌ ଆଦାୟ କରୁଛନ୍ତି। ହେଲେ ପୁଲିସ୍‌…

ଗାଡ଼ି ଚାଳକ ସାବଧାନ, ଆଜିଠୁ ନିୟମ…

ଭୁବନେଶ୍ବର: ଗାଡ଼ି ଚାଳକ ଏଣିକି ସାବଧାନ। ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ। ନହେଲେ ଗଣିପାରନ୍ତି ମୋଟା ଅଙ୍କର ତଣ୍ଡ। କାରଣ ଆଜିଠୁ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ। ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ। କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର…