Odisha Link
Bridging the Missing Links in Odisha

କଡ଼ା ଆଇନ କମାଇଲା ଦୁର୍ଘଟଣା!

ଭୁବନେଶ୍ୱର: ରାଜ୍ୟରେ ଲାଗୁ କରାଯାଇଥିବା ନୂତନ ମୋଟର ଯାନ ଆଇନ ଦୁର୍ଘଟଣା କମାଇବାରେ ସକ୍ଷମ ହୋଇଛି। ଏହି ନୂତନ ଆଇନ ଦ୍ୱାରା ଦୁର୍ଘଟଣା କମିଛି। ଗତବର୍ଷ ତୁଳନାରେ ଏବର୍ଷ ୪.୫% ଦୁର୍ଘଟଣା କମିଥିବା ରିପୋର୍ଟ ପ୍ରକାଶ ପାଇଛି। ଦୁର୍ଘଟଣାରେ ମୃତ୍ୟୁହାର ମଧ୍ୟ ୧୨ ପ୍ରତିଶତ କମିଥିବା ରିପୋର୍ଟରେ ପ୍ରକାଶ ପାଇଛି। ରାଜ୍ୟ ସଡ଼କ ସୁରକ୍ଷା ପରିଷଦ ବୈଠକରେ ଏହି ରିପୋର୍ଟ ଉପସ୍ଥାପିତ ହୋଇଛି। ୨୦୧୯ ବର୍ଷ ଆରମ୍ଭରୁ ସେପ୍ଟେମ୍ବର ଯାଏ ଦୁର୍ଘଟଣାରେ ୪୧୧୫ଜଣଙ୍କ ମୃତ୍ୟୁ ହୋଇଛି।

Comments are closed.