Odisha Link
Bridging the Missing Links in Odisha
Browsing Tag

Uddhav Thackeray

ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଉଦ୍ଧବ। ବିପଦ ସମୟରେ ସହାୟତାର ହାତ ବଢ଼ାଇ ଥିବାରୁ ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ନବୀନ ମହାରାଷ୍ଟ୍ରକୁ ଅକ୍ସିଜେନ୍ ଯୋଗାଇ ଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ଉଦ୍ଧବ । ମହାରାଷ୍ଟ୍ର…

ବେକାବୁ କରୋନା: ମହାରାଷ୍ଟ୍ରରେ ହୋଇପାରେ…

ମୁମ୍ବାଇ: ପୁଣି ଦେଶକୁ ଫେରିପାରେ ସମ୍ପୂର୍ଣ୍ଣ ଲକଡାଉନ। କରୋନା ସ୍ଥିତି ଉଦବେଗଜନକ ସ୍ଥିତିରେ ଥିବାରୁ ଏଭଳି କଡ଼ା ପଦକ୍ଷେପ ନିଆଯିବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ହୁହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଥମ ରାଜ୍ୟ ଭାବେ ସେଠାରେ ସମ୍ପୂର୍ଣ୍ଣ ଲକଡାଉନ ହୋଇପାରେ ବୋଲି…

ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି। ଶିବସେନାର ଧମକ ପରେ କେନ୍ଦ୍ର ସରକାରଙ୍କର y+ ସୁରକ୍ଷା ଭିତରେ ମୁମ୍ବାଇ ପହଞ୍ଚିଛନ୍ତି କଙ୍ଗନା। କଙ୍ଗନାଙ୍କ ମୁମ୍ବାଇ ଆଗମନକୁ କ‌ଡ଼ା ବିରୋଧ କରିଛି ଶିବସେନା। ଶିବସେନା ସମର୍ଥକଙ୍କ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜ…

ମହାରାଷ୍ଟ୍ର: ନିର୍ଦ୍ବନ୍ଦ୍ବରେ ବିଧାନ…

ମୁମ୍ବାଇ: ନିର୍ଦ୍ବନ୍ଦ୍ବରେ ମହାରାଷ୍ଟ୍ର ବିଧାନ ପରିଷଦକୁ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମେତ ୮ଜଣ ପ୍ରାର୍ଥୀ। ଉଦ୍ଧବଙ୍କ ବ୍ୟତୀତ ଶିବସେନା ପ୍ରାର୍ଥୀ ଉପସଭାପତି ନୀଲମ୍‌ ଗୋରହେ ଓ ବିଜେପିର ୪ ସଦସ୍ୟ, ରଞ୍ଜିତ ମୋହିତେ ପାଟିଲ୍‌, ଗୋପିଚାନ୍ଦ ପଦଲକର, ପ୍ରଭୀନ ଡାଟ୍‌କେ ଏବଂ ରମେଶ…

ମହାରାଷ୍ଟ୍ର: ବିଧାନ ପରିଷଦ‌ ନିର୍ବାଚନ…

ମୁମ୍ବାଇ: ଆଗକୁ ମହାରାଷ୍ଟ୍ରରେ ହେବାକୁ ଯାଉଛି ବିଧାନ ପରିଷଦ ନିର୍ବାଚନ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର ଆଦିତ୍ୟ ଓ ତେଜାଙ୍କ ସମେତ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ, ସୁଭାଷ ଦେଶାଇ, ଏକନାଥ…

ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ପାଇଁ ଖୁସି…

ମୁମ୍ବାଇ: ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଉଦ୍ଧବଙ୍କ ସିଏମ୍ ଚେୟାରକୁ ନେଇ ଦେଖା ଯାଉଥିବା ସଙ୍କଟ ସମାପ୍ତ ହେବାକୁ ଯାଉଛି। କାହିଁକିନା କରୋନା ସଙ୍କଟ ମଧ୍ୟରେ ସ୍ଥଗିତ ଥିବା ହାରାଷ୍ଟ୍ରରେ ବିଧାନ ପରିଷଦ ନିର୍ବାଚନ(MLC)କୁ ମେ ୨୭ ପୂର୍ବରୁ ନିର୍ବାଚନ…

ସଙ୍କଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ,…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ଏହାରି ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟପାଳଙ୍କ ଦ୍ୱାରା ଉଦ୍ଧବ…

ମହାରାଷ୍ଟ୍ର: ମୁଖ୍ୟମନ୍ତ୍ରୀ ଉଦ୍ଧବ…

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ ଦ୍ବାରା ସବୁଠୁ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର। ରାଜ୍ୟରେ ଲାଗି ରହିଥିବା ପରିସ୍ଥିତିକୁ ନଜରରେ ରଖିଲେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇବା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଅପରପକ୍ଷେ…

କରୋନା: ମୁମ୍ବାଇ, ପୁନେ, ନାଗପୁର ଲକ୍‌…

ମୁମ୍ବାଇ: ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ ପଦକ୍ଷେପ ନେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ…

ବିଜେପିରୁ ଅଲଗା ହୋଇଛି, ହିନ୍ଦୁତ୍ୱ ଠାରୁ…

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ହେବା ନେଇ ରାୟ ପ୍ରକାଶ ହେବା ପରେ ଆଜି ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଅଯୋଧ୍ୟା ଗସ୍ତ କରି ଆଜି ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ୧କୋଟି ଟଙ୍କା ଦେବେ ବୋଲି ଘୋଷଣା…