Odisha Link
Bridging the Missing Links in Odisha
Browsing Tag

Unlock

ଉଠିଲା ସପ୍ତାହାନ୍ତ ସଟଡାଉନ୍,…

ଭୁବନେଶ୍ବର: ରାଜ୍ୟ ସରକାର ଜାରି କଲେ ସେପ୍ଟେମ୍ବର ମାସ ଗାଇଡଲାଇନ୍। ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା। କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି। ନୂଆ ଗାଇଡଲାଇନ୍…

ଆଜି ଅପରାହ୍ନ ସାଢ଼େ ୩ଟାରେ ହେବ ବଡ଼ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ଅଙ୍କୁଶ। ଏସବୁ ମଧ୍ୟରେ ଆଜି (ଶନିବାର) ଆସିବ ଅଗଷ୍ଟ ଗାଇଡ୍‌ ଲାଇନ୍। ଅଗଷ୍ଟ ମାସ ପାଇଁ ଗାଇଡ୍‌ ଲାଇନ୍‌ ଘୋଷଣା କରିବେ ରାଜ୍ୟ ସରକାର। ଅପରାହ୍ନ ସାଢ଼େ ୩ଟା ସମୟରେ ହୋଇପାରେ ଘୋଷଣା। ଜୁଲାଇ ମାସ…

ରାଜ୍ୟରେ ହେବନି ସଂପୂର୍ଣ୍ଣ ଅନଲକ୍:…

ଭୁବନେଶ୍ୱର: ଏବେ ହେବନି ସଂପୂର୍ଣ୍ଣ ଅନଲକ୍। ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତ୍ତି ନେବେ। କଟକ ଓ ଭୁବନେଶ୍ଵରରେ କରୋନା ସଂକ୍ରମଣର…

ସ୍ଥିତି ଦେଖି ଅନଲକ ନିଷ୍ପତ୍ତି ନିଆଯିବ:…

ଭୁବନେଶ୍ୱର: ରାଜ୍ୟରେ ଅନଲକ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି। ଯେ କହିଛନ୍ତି, ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ବଳକା ଥିବା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ। ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଇବେ ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ।…

ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଆସିଲା ଜୁଲାଇ ସାସ ପାଇଁ ନୂଆ ଗାଇଡଲାଇନ। ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଦନ କରିଛନ୍ତି। ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଏହାକୁ…

ଅପରାହ୍ଣ ୨ଟା୩୦ରେ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ବର: କରୋନାର ସଂକ୍ରମଣକୁ ମାତ୍‌ ଦେବାକୁ ଆଂଶିକ କଟକଣା ଜାରି ରହିଛି। ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି। ଏଥିସହ ଆଜି ଆସିବ ନୂଆ ଗାଇଡଲାଇନ। ଅପରାହ୍ଣ ୨ଟା୩୦ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍। ରାଜ୍ୟରେ କୋଭିଡ୍ ସ୍ଥିତି ସମ୍ପର୍କରେ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା। ୧୬ ପରେ…

ସଂକ୍ରମଣ ହାରକୁ ସମୀକ୍ଷା କରି ଅନଲକ…

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ…

କମୁଛି ସଂକ୍ରମଣ, ଅନ୍‌ଲକ୍‌ ହେବ ଓଡ଼ିଶା

ଭୁବନେଶ୍ବର: କାମ ଦେଉଛି ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା। ରାଜ୍ୟରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ରାଜ୍ୟରେ ବର୍ତ୍ତମାନ ୭.୨୩% ରହିଛି ପଜିଟିଭ୍‌ ହାର। ଅର୍ଥାତ ୧୦୦ ନମୁନା ପରୀକ୍ଷାରେ ୭ ନମୁନା ପଜିଟିଭ୍‌ ଆସୁଛି। ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଥିବା ବେଳେ ୧୧ ଜିଲ୍ଲାରେ…

ରଜ ପରେ ହେବ ସମୀକ୍ଷା, ପରିସ୍ଥିତି ଦେଖି…

ଭୁବନେଶ୍ବର: ରାଜ୍ୟବାସୀଙ୍କ ପାଇଁ ଜୁନ୍‌ ମାସ ଆଣିଛି ଆଶ୍ବସ୍ତିକର ଖବର। ରାଜ୍ୟରେ ଲକ୍‌ଡାଉନ୍, ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଲାଗୁ ହେବା ପରେ ନିୟନ୍ତ୍ରଣାଧୀନ ସ୍ଥିତିକୁ ଫେରୁଛି କରୋନା ସଂକ୍ରମଣ। ରାଜ୍ୟରେ ଏବେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଦୈନକି ସଂକ୍ରମଣ ବି କମିବାରେ ଲାଗିଛି। ହେଲେ…