Odisha Link
Bridging the Missing Links in Odisha
Browsing Tag

Vigilance Raid

ଭିଜିଲାନ୍ସ ଜାଲରେ କୁବେର କ୍ରୀଡା ଶିକ୍ଷକ

ଓଏଲ୍‌ ବ୍ୟୁରୋ: ଖେଳ ଶିକ୍ଷକଙ୍କ ଖେଳ ଶେଷ ! ଭିଜିଲାନ୍ସ ସ୍କାନରରେ କ୍ରୀଡା ଶିକ୍ଷକ। ଯାହାଙ୍କର ରହିଛି ଅମାପ ସମ୍ପତ୍ତି। ଏଭଳିକି ପେଟ୍ରୋଲ ପମ୍ପ୍‌ଠୁ ଆରମ୍ଭ କରି ଗ୍ୟାସ୍‌ ଗୋଦାମ ରହିଛି। ଏଭଳି ଜଣେ କୁବେଶ କ୍ରୀଡା ଶିକ୍ଷକଙ୍କ ଘରେ ଛାନ୍‌ଭିନ୍‌ କରୁଛି ଭିଜିଲାନ୍ସ ଟିମ୍। ଗଞ୍ଜାମ ଜିଲ୍ଲା ପାତ୍ରପୁର…

ଭିଜିଲାନ୍ସ ଜାଲରେ ଜିଆରଏସ

କେନ୍ଦୁଝର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ର। ସୌଭାଗ୍ୟଲକ୍ଷ୍ମୀଙ୍କ ଅଫିସ, ଘଟଗାଁରେ ଥିବା ହୋଟେଲ ସାବିତ୍ରୀ, ନିଜସ୍ୱ ବାସଭବନ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର…

ଭିଜିଲାନ୍ସ ଜାଲରେ ସରକାର ବାବୁ

ନୂଆପଡା : ନୂଆପଡ଼ା ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ  ଭିଜିଲାନ୍ସ ରେଡ଼୍‌। ସେହିପରି ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ । ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଡିଆଳ ବନ ବିଭାଗ ରେଞ୍ଜର ସଦାନନ୍ଦ ସୁନାନିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ…

ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ

ବରଗଡ: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବରଗଡ଼ ବ୍ଲକ ଅଧୀନ କଟାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭି.ଏସ୍ ମନୋଜ କୁମାର ସ୍ବାଇଁ। ସେ ମୃତ୍ୟୁକାଳୀନ ପ୍ରମାଣପତ୍ର (ଡେଥ୍‌ ସାର୍ଟିଫିକେଟ୍‌) ଦେବା ପାଇଁ ଜଣେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୬୦୦ ଟଙ୍କା ଲାଞ୍ଚ ମାଗୁଥିବା ବେଳେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁବର୍ଣ୍ଣପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ରେଭିନ୍ୟୁ ସୁପରଭାଇଜର ନବେନ୍ଦ୍ର ମହାକୁର ସୋନପୁର ଭିଜିଲାନ୍ସ ଗିରଫ କରିଛି। ହାଇଟେକ୍ ସେଟେଲମେଣ୍ଟରେ ମା’ ନାଁରେ ଥିବା ଜମିକୁ ପୁଅ ଥାବର ମେହରେଙ୍କ ନାଁରେ କରିବା ପାଇଁ ୧୦ ହଜାର ଟଙ୍କା ଦାବି…

ଭିଜିଲାନ୍ସ ଜାଲରେ ଜିଆରଏସ୍‌

ଉମରକୋଟ: ଭିଜିଲାନ୍ସ ଜାଲରେ ପଡ଼ିଛିନ୍ତି ଜିଆରଏସ୍‌ ହିମାଂଶୁ ବାଘ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ଼୍ ।ବର୍ତ୍ତମାନ ସୁଦ୍ଧା ୧୫ଲ ୮୩ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଉମରକୋଟର ଭଣ୍ଡାରୀଗୁଡା…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ଲାଞ୍ଚ ନେଉଥିବା ସମୟରେ ଢେଙ୍କାନାଳର ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ହାତରେ ଧରିପଡିଛନ୍ତି। ସୂଚନା ଅନୁସାରେ , ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ସେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଲକ୍ଷ୍ମଣ ଭିଜିଲାନ୍ସ…

ଲକ୍ଷାଧିକ ଟଙ୍କା ହେର୍‌ଫେର୍‌ ଅଭିଯୋଗରେ…

ଅନୁଗୁଳ: ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ବନ୍ତଳା ରେଞ୍ଜରେ ବାଉଁଶ ଗଛ ଲଗାଇବାରେ ହେରାଫେର୍ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ର ୪ଟିମ୍‌ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। ଭିଜିଲାନ୍ସ ଟିମ୍‌ ବଲଙ୍ଗ, ନୂଆଁଗାଁ ଅଞ୍ଚଳରେ ଛଢାଉ ଆରମ୍ଭ କରିଛି। ବାଉଁଶ ଗଛ ଲଗାଇବାରେ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ଭିଜିଲାନ୍ସ ଜାଲରେ ପିଇଓ। ବରଗଡ ଜିଲ୍ଲା ପଦ୍ମପୁର ତାଲପାଲି ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଗାଇସିଲେଟ୍ ସ୍ଥିତ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ…

ରାୟଗଡା: ଗତ କିଛି ଦିନ ହେବ ରାଜ୍ୟରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରୁଛି ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାର ବାବୁ। ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌ କରିଛି। ରାୟଗଡ଼ା ଡିଭିଜନ୍-୨ର…