Odisha Link
Bridging the Missing Links in Odisha
Browsing Tag

Vigilance Raid

ଭିଜିଲାନ୍ସ ପଞ୍ଝାରେ ଅଙ୍ଗନବାଡି କର୍ମୀ

ବ୍ରହ୍ମପୁର : ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଥିବା ଜଣାପଡିଛି। ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ-୯ ଅଞ୍ଚଳର ଅଙ୍ଗନବାଡି କର୍ମୀ ନମିତା ଦଳେଇଙ୍କ…

ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଫିସର

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଫିସର ଅଲେଖ ମହାନନ୍ଦ। ଅଲେଖ ମହାନନ୍ଦ ଜିଏସଟି ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି । ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ…

ଭିଜିଲାନ୍ସ ଜାଲରେ ଉତ୍କଳ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଡିଡିସିଇ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଅଧିକାରୀଙ୍କ ନାମ ଅଶୋକ ମିଶ୍ର ବୋଲି ଜଣାପଡିଛି। ଭିଜିଲାନ୍ସ ଟିମ୍ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି। ଏହି ତଲାସୀ ପାଇଁ ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଅନୁମତି ଦେଇଛନ୍ତି। ଅଶୋକଙ୍କ ରସୁଲଗଡ଼…

ଭିଜିଲାନ୍ସ ଜାଲରେ ଶିକ୍ଷକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଶିକ୍ଷକ। ପାରଳାଖେମୁଣ୍ଡିର ଜଣେ ସରକାରୀ ସ୍କୁଲ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଡ଼ଉ କରିଛି। ପାରଳାଖେମୁଣ୍ଡି ଥାନା ଏରତେଲାସାହି ସ୍ଥିତ ଶିକ୍ଷକ ଦୁଷ୍ମନ୍ତ ନାୟକଙ୍କ ଘରେଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିବା ଜଣାପଡିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ…

ଭିଜିଲାନ୍ସ ଜାଲରେ ପିଇଓ

ବରଗଡ: ରାଜ୍ୟରେ ଗତ କିଛି ଦିନ ହେବ ଭିଜିଲାନ୍ସ ଜୋରସୋରରେ ରେଡ୍ କରୁଛି। ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରର ଅଧିକରୀ ଧରାପଡିଛନ୍ତି। ବରଗଡ ଦହିତା ପଞ୍ଚାୟତ ପିଇଓଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ଜଣାପଡିଛି। ପରଗଡ…

ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍

ଟିଟିଲାଗଡ଼: ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ରେଡ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସଂଯୁକ୍ତା ଦାଶଙ୍କ ଘର ସମେତ ୪ଟି…

କୋଟିପତି କିରାଣୀ ଗିରଫ

ଭୁବନେଶ୍ବର: ଗିରଫ ହେଲେ କୋଟିପତି କିରାଣୀ। ଭୁବନେଶ୍ବର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ର ଗତକାଲି ଉଦୟନାଥ ଜେନାଙ୍କ ଘରେ ଚଢାଉ କରିଥିଲା। ଚଢାଉ ସମୟରେ ଆୟଠାରୁ ବ୍ୟୟର…

ଭିଜିଲାନ୍ସ ଜାଲରେ କିରାଣୀ

ଧର୍ମଶାଳା: ଭିଜିଲାନ୍ସ ଜାଲରେ କିରାଣୀ। ଯାଜପୁର ଜିଲ୍ଲାର ଧର୍ମଶାଳା ସବରେଜିଷ୍ଟାର ଅଫିସର କିରାଣୀଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ କରିଛି। ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢଉ କରିଛି। କିରାଣୀ ରତ୍ନାକର ମହାନ୍ତିଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନସ ଚଢଉ ଜାରି ରହିଛି।…

ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଣି ସରକାରୀ…

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ପୁଣି ଫସିଲେ ୨ କିରାଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ବ୍ରହ୍ମପୁର ବନ ବିଭାଗର କନିଷ୍ଠ କିରାଣି ସୂର୍ଯ୍ୟ ନାରାୟଣ ତ୍ରିପାଠୀ ଓ ଚିଲିକା ୱାଇଲ୍ଡ୍ ଲାଇଫ୍ ଡିଭିଜନର କନିଷ୍ଠ କିରାଣି ନବୀନ ଚନ୍ଦ୍ର ବିଶୋଇଙ୍କ ଘରେ…