Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଜିଆରଏସ

କେନ୍ଦୁଝର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଘଟଗାଁ ପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ମିଶ୍ର।

ସୌଭାଗ୍ୟଲକ୍ଷ୍ମୀଙ୍କ ଅଫିସ, ଘଟଗାଁରେ ଥିବା ହୋଟେଲ ସାବିତ୍ରୀ, ନିଜସ୍ୱ ବାସଭବନ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର ଏପରି ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକସମୟରେ ଚଢ଼ାଉ କରିଥିବା ଜଣାପଡ଼ିଛି ।

Comments are closed.