Odisha Link
Bridging the Missing Links in Odisha
Browsing Tag

Violence

ବେଙ୍ଗଲ ହିଂସା: ଭାଇରାଲ୍‌ ହେଉଛି ଭଦ୍ରକ…

ଭୁବନେଶ୍ବର: ଓଡ଼ିଶାର ଭଦ୍ରକରେ ଉତ୍ତୋଳିତ ଗୋଟିଏ ଭିଡିଓକୁ ପଶ୍ଚିମବଙ୍ଗରେ ହିଂସା ବେଳର ଭିଡିଓ ବୋଲି କହି ପ୍ରଚାର କରାଯାଉଛି। ଆଉଗୋଟିଏ ମିଛ ଭିଡିଓରେ 'ଖେଳା ହେବୋ' ଗୀତ ତାଳେତାଳେ ଟିଏମ୍‌ସି କର୍ମୀ ହାତରେ ଖଣ୍ଡା ତଲଓ୍ବାର ଧରି ନାଚୁଛନ୍ତି ବୋଲି ପ୍ରଚାର କରାଯାଉଛି। ଏଭଳି ଅନେକ ମିଛ ଭିଡିଓ ସାମାଜିକ…

କଂଗ୍ରେସ, ବିଜେପି ଓ ବାମ ଦଳର ନିନ୍ଦା:…

ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିପୁଳ ବିଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏପରିକି କେତେକ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଭାଙ୍ଗିଦେଇଥିବା ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ମେ ୨ ପରଠାରୁ ଏଯାବତ୍‌ ୧୪ ଜଣ ଏହି ହିଂସାରେ…

କୋଭିଡ୍‌ ନିୟମ ଉଲ୍ଲଂଘନ: ୨୪ ଘଣ୍ଟାରେ ୨୫…

ଭୁବନେଶ୍ବର: କୋଭିଡ୍‌ ନିୟମ ଉଲ୍ଲଂଘନ ବାବଦରେ ୨୪ ଘଣ୍ଟାରେ ଆଦାୟ ହେଇଛି ୨୫ ଲକ୍ଷ ଟଙ୍କା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଥିବା ସ୍ପେଶାଲ ଡ୍ରାଇଭରେ ରାଜ୍ୟ ପୋଲିସ ପକ୍ଷରୁ ୨୫ ଲକ୍ଷ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି। ଗତ ୨୪ ଘଣ୍ଟାରେ ୨୫ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ…

ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଭଙ୍ଗାରୁଜା,…

ସମ୍ବଲପୁର: ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି। ବିଶ୍ଵବିଦ୍ୟାଳୟ ପରିସରରେ ଛାତ୍ରମାନେ ଭଙ୍ଗାରୁଜା କରିଛନ୍ତି। ଛାତ୍ରମାନଙ୍କୁ ଘଉଡ଼ାଇବା ପାଇଁ ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଛି। ଯୁକ୍ତ ୩ ତୃତୀୟ ସେମିଷ୍ଟରର ଅଫଲାଇନ୍‌ ପରୀକ୍ଷାକୁ ବିରୋଧ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଛାତ୍ର…

ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ…

ଓ୍ୱାଶିଂଟନ: ଆଜି ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ଗତ ବୁଧବାର ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍‌ ଦଳ ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି…

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ:…

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଗତକାଲି ଆମ ଦଳର ଘେରାଉ ବେଳେ ଡିଜିପି ୧୦ ଦିନ ସମୟ ଦେଇଛନ୍ତି। ଜଣେ ଡିଆଇଜି ମାମଲାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି…

ସୁରତରେ ଓଡ଼ିଆ ଶ୍ରମିକଙ୍କ ପୋଡ଼ାଜଳା

ସୁରତ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଡାଇମଣ୍ଡ ନଗରରେ ହୀରା କାରଖାନାର ଓଡ଼ିଆ ଶ୍ରମିକମାନେ ରାସ୍ତାକୁ ବାହାରି ଜଳାପୋଡ଼ା କରିଥିବା ଅଭିଯୋଗ ହୋଇଛି।। ଶହ ଶହ ସଂଖ୍ୟାରେ ଶ୍ରମିକ ରାସ୍ତାକୁ ଆସି ହଙ୍ଗାମା କରିବା ସହ ଅଟକି ରହିଥିବା ଟ୍ରକ୍‌ ଆଦିରେ ନିଆଁ ଲଗାଇ ଦେଇଥିଲେ। ଆନ୍ଦୋଳନକାରୀଙ୍କ ମଧ୍ୟରେ…

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରେ…

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ସିଏଏ ଓ ଏନଆରସିକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ। ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ଆଜି ସିଏଏ ସମର୍ଥକ ଏବଂ ବିପକ୍ଷବାଦୀଙ୍କ ମଧ୍ୟ​ରେ ଗଣ୍ଡଗୋଳ ଘଟିଛି। ଦୁଇପକ୍ଷ ପରସ୍ପର ଉପରେ ଗୁଳିମାଡ଼ ଏବଂ ପଥରମାଡ଼ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ସମୟରେ ପୁଲିସ…

ଜେଏନୟୁ ହିଂସା: ପୁଲିସ୍‌ ଏଫଆଇଆରରେ…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ଏଫଆଇଆରରେ ଆୟୁଶିଙ୍କ ନାମ ଆସିବା ପରେ ସେ କହିଛନ୍ତି ଯେ, ମୋ ପାଖରେ ବି ପ୍ରମାଣ ଅଛି। ପୁଲିସ୍‌ ଏଫଆଇଆରରେ ନାମ ଆସିଲେ କେହି ଦୋଷୀ ହୁଅନ୍ତି ନାହିଁ ବୋଲି କହିଛନ୍ତି ଆଇଶି।…

ଜେଏନୟୁ ହିଂସା: ଫଟୋ ଜାରି କଲା ପୁଲିସ୍,…

ନୂଆଦିଲ୍ଲୀ: ଜେଏନୟୁ ହିଂସା ମାମଲାରେ ଦିଲ୍ଲୀ ପୁଲିସର ସାମ୍ବାଦିକ ସମ୍ମିଳନୀ। ଦିଲ୍ଲୀ ପୁଲିସ୍‌ ମୁଖପାତ୍ର ଏମ୍‌ଏସ୍‌ରନ୍ଧଓ୍ବା କହିଛନ୍ତି ଯେ, ଘଟଣାକୁ ନେଇ ବିଭିନ୍ନ ପ୍ରକାର ଭୁଲ ସୂଚନା ପ୍ରଚାର କରାଯାଉଛି। ଜାନୁଆରୀ ୧ରୁ ୫ ଯାଏଁ ଜେଏନୟୁରେ ରେଜିଷ୍ଟ୍ରେସନ ଯୋଜନା ଥିଲା। ଏହାକୁ ନେଇ ୪ଛାତ୍ର ସଂଗଠନ…